ମା” ଭରାଣ୍ଡି ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ।

ପୋଲସରା,୨୮/୧୧ (ପିପିଟି) :ପୋଲସରା ବ୍ଲକ୍ ମନ୍ଦାର ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ମା" ଭରାଣ୍ଡି ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…
Read More...

ବିଜ୍ଞାନ କଲେଜରେ ୭୮ ତମ ଏନସିସି ପ୍ରତିଷ୍ଠା ଦିବସ ପାଳନ।

ପୋଲସରା ,୨୮/୧୧(ପିପିଟି) ପୋଲସରା ଅଞ୍ଚଳର ଏକମାତ୍ର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପୋଲସରା ଠାରେ ୭୮ ତମ ଏନସିସି ଦିବସ ପାଳନ କରାଯାଇଥିଲା। ଅଧ୍ୟକ୍ଷ ଡ଼. ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

କୋଦଳା କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ।

ବେଗୁନିଆପଡା,୨୮/୧୧(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସର ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ବିଶ୍ୱ ରଞ୍ଜନ ବେହେରା, ଯେଏମଏଫସି ଜଜ ଶୋଭନ କୁମାର…
Read More...

ଧୂଳିଦଣ୍ଡ ନାଚ କଳାକାରଙ୍କ ପରଲୋକ ।

ବେଲଗୁଣ୍ଠା,୨୭/୧୧(ପିପିଟି ):ବେଲଗୁଣ୍ଠା କେଉଟ ସାହି ବାସୀନ୍ଦା ତଥା ବରିଷ୍ଠ ଦଣ୍ଡ ନାଚ କଳାକାର ମୁସଲ ଗୌଡ଼ଙ୍କର ୯୦ ବର୍ଷ ବୟସରେ ଆଜି ସକାଳ ଦଶ ଘଣ୍ଟା ତିରିଶି ମିନିଟ୍ ସମୟରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ…
Read More...

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ ।

ବେଲଗୁଣ୍ଠା,୨୭/୧୧(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ ହରହର ଗୌଡ଼ ଙ୍କ ୮୧ ବର୍ଷ ବୟସରେ ଆଜି ରାତ୍ର ୧୨.୦୫ ମିନଟରେ ଦେହାନ୍ତ ହୋଇଯାଇଛି। ହରିହରଙ୍କ ପତ୍ନୀ…
Read More...

ରାସ୍ତା ମଝିରେ ନଳକୂପ ଯାତାୟତରେ ବଢ଼ାଉଛି ସମସ୍ୟା।

ବୋଲଗଡ଼,୨୭/୧୧(ପିପିଟି) : ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂପ। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ଆନ୍ତରିକତା…
Read More...

ସମ୍ବଲପୁର କୁ ହରାଇ ଭଞ୍ଜନଗର ମରାଠା ଏକାଦଶ ୨-୧ରେ ବିଜୟୀ ।

ଭଞ୍ଜନଗର, ୨୭/୧୧(ପିପିଟି ):ଭଞ୍ଜ ଟ୍ରଫି-୨୦୨୫ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ସମ୍ବଲପୁର ସହ ଭଞ୍ଜନଗର ମରାଠା ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଉଭୟ ଟିମ୍ ସଂଘର୍ଷପୂର୍ଣ ଖେଳ ପ୍ରଦର୍ଶନ କରିଥିଲେ…
Read More...

କଳାବ୍ୟାଚ ପରିଧାନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ : ୧୩ ଦଫା ଦାବିରେ ଆନ୍ଦୋଳନ ।

ବାଲିଗୁଡ଼ା, ୨୭/୧୧(ପିପିଟି): ରାଜ୍ୟବ୍ୟାପୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ୧୩ ଦଫା ଦାବିରେ ଆନ୍ଦୋଳନ ଥିବା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟ…
Read More...

ଏନ୍‌ଏସି ବୈଠକରେ କୌଣସି ତଥ୍ୟ ମାଗିଲେ ମିଳୁନି : ଅଧାରୁ ଉଠି ପଳାଇଲେ କାଉନ୍‌ସିଲର ।

ବାଲିଗୁଡା, ୨୭/୧୧ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ…
Read More...

ଯାଜପୁରରେ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ।

ଯାଜପୁର,୨୭/୧୧(ପିପିଟି): ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଉପରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ୨୭ ନଭେମ୍ବର ୨୦୨୫ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ…
Read More...