ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ ।

ଯାଜପୁର,୨୯/୧୧(ପିପିଟି): ସୂଚନା ଓ ଲୋକସମ୍ପର୍କ ବିଭାଗ ଆଦେଶ ଅନୁଯାୟୀ ଗତକାଲି ପୂର୍ବାହ୍ନରେ ସତ୍ୟବ୍ରତ ପାଣିଗ୍ରାହୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ,ଯାଜପୁର ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ…
Read More...

ଫାଇଲେରିଆ ନିରାକରଣ ପାଇଁ ଜିଲ୍ଲା ସମନ୍ଵୟ ସମିତି ବୈଠକ ଅନୁଷ୍ଠିତ ।

ଯାଜପୁର,୨୮/୧୧(ପିପିଟି): ଫାଇଲେରିଆ ରୋଗ ନିରାକରଣ ନିମନ୍ତେ ପ୍ରଥମ ଜିଲ୍ଲା ସମନ୍ଵୟ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…
Read More...

ଏନ୍ଏସି କାର୍ଯ୍ୟାଳୟରେ ଟେଣ୍ଡେର ଜାଲିଆତି ଉଦ୍ୟମ,ପ୍ରତିବାଦ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ।

ବେଗୁନିଆପଡା,୨୯/୧୧(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ପରିସରରେ ସାମ୍ବାଦିକ ତଥା କାଉଁସିଲର ଭଗବାନ ପାଢ଼ୀଙ୍କୁ ଆକ୍ରମଣ । ଶ୍ରୀ ପାଢୀ କହିବା ପ୍ରକାରେ କୋଦଳା ଏନ୍ଏସି ରେ ଗତକାଲି ୧୧ ଟି କାମର ଟେଣ୍ଡେର ବାହାରିଥିବା…
Read More...

ବିଶ୍ୱ ଭିନ୍ନକ୍ଷମ ଦିବସରେ ଦିବ୍ୟାଙ୍ଗଙ୍କ ବିଭିନ୍ନ ଦାବି ଉପସ୍ଥାପନ ।

ଭଞ୍ଜନଗର, ୨୯/୧୧(ପିପିଟି):ବିଶ୍ଵ ଭିନ୍ନକ୍ଷମ ଦିବସ ଅବସରରେ ଓଡିଶା ବିକଳାଙ୍ଗ ମଞ୍ଚ ଓ ସ୍ବେଚ୍ଛାସେବୀ ସଙ୍ଗଠନ ବାର୍ଡର ମିଳିତ ସହଯୋଗରେ ସ୍ଥାନୀୟ ବାଉଁଶଲୁଣ୍ଡି ଗ୍ରାମ ପଞ୍ଚାୟତ ସଭାଗୃହରେ ଆମ ଅଧିକାର ଆମକୁ ଦିଅ ସମ୍ପର୍କରେ…
Read More...

ବେଗୁନିଆପଡ଼ା ବ୍ଲକ ପରିସରରେ ଅଗ୍ନି ନିରାପତ୍ତା ସଚେତନତା ।

କୋଦଳା,୨୯/୧୧(ପିପିଟି): ଅଗ୍ନି ନିରାପତ୍ତାକୁ ନେଇ ସଚେତନତା। ରନ୍ଧନ ଗ୍ଯାସ ବ୍ଯବହାର ସମୟରେ ହଠାତ ନିଆଁ ଲାଗିଗଲେ କିପରି ସୁରକ୍ଷିତ ରହିବେ,ନିଆଁକୁ କିପରି ଆୟତ୍ତ କରିବେ ସେ ନେଇ ସଚେତନତା କରାଯାଇଛି। ଗଞ୍ଜାମ କୋଦଳା…
Read More...

ଟାଇ ବ୍ରେକରରେ ଫୁଲବାଣୀକୁ ହରାଇ ମରାଠା ୧୧ ବିଜୟୀ; ଆସନ୍ତା କାଲି ଫାଇନାଲରେ ସୁନ୍ଦରଗଡକୁ ଭେଟିବ ।

ଭଞ୍ଜନଗର, ୨୯/୧୧(ପିପିଟି): ଭଞ୍ଜ ଟ୍ରଫି-୨୦୨୫ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଜେ.ଡ଼ି କ୍ଲବ ଫୁଲବାଣୀ ସହ ମରାଠା ଏକାଦଶ, ଭଞ୍ଜନଗର ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଉଭୟ ଟିମ୍…
Read More...

ଅଗ୍ନିକାଣ୍ଡ ଘଟି ୧୦ ବଖରା ପୋଡି ପାଉଁଶ ।

ଭଞ୍ଜନଗର, ୨୯/୧୧(ପିପିଟି ):ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅନ୍ତର୍ଗତ ଗରୁଡ଼ୁ ଗାଁ ରେ ଅଗ୍ନି କାଣ୍ଡରେ ୧୦ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ରାତିରେ ନିଆଁକୁ ଆୟତ୍ତ କରିବା ସମ୍ଭବ ନଥିଲା ତେଣୁ ବିଳମ୍ବରେ…
Read More...

ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବିଧାନ ଦିବସ ପାଳନ।

ପୋଲସରା,୨୯/୧ (ପିପିଟି): ପୋଲସରା ବ୍ଲକ୍ ହାତୀଓଟ ଗ୍ରାମ ପଞ୍ଚାୟତ ସ୍ଥିତ ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ହାତୀଓଟ ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ପାଳନ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ନନ୍ଦଙ୍କ…
Read More...

ସମ୍ଵିଧାନକୁ ସାକ୍ଷୀ ରଖି ଜାତି, ଜାତକ, ଯୌତୁକ, ପୁରୋହିତ ଓ କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ ।

ବ୍ରହ୍ମପୁର,୨୮/୧୧(ପିପିଟି): ସମ୍ଵିଧାନକୁ ସାକ୍ଷୀ ରଖି ବ୍ରହ୍ମପୁରର ବିଶିଷ୍ଟ ଲେଖିକା ଡଃ ବିଧୁପ୍ରଭା ରଥଙ୍କ କନ୍ୟା ପ୍ରୀତିପନ୍ନାଙ୍କର ଆନ୍ଧ୍ର ପ୍ରଦେଶ କାକିନାଡା ନିବାସୀ ବି. ନାଗଗୌରୀଙ୍କ ଜ୍ୟେଷ୍ଠ ପୁତ୍ର ଭାନୁ ତେଜାଙ୍କ…
Read More...

ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ତଦନ୍ତ ପାଇଁ ଭଞ୍ଜନଗରରେ ସିବିଆଇ ଟିମ ।

ଭଞ୍ଜନଗର, ୨୮/୧୧(ପିପିଟି):ବହୁ ଚର୍ଚ୍ଚିତ ଏସଆଇ ପରୀକ୍ଷାରେ ଜାଲିଆତି ଅଭିଯୋଗକୁ ନେଇ ସାରା ରାଜ୍ୟରେ ହଇଛଇ ସୃଷ୍ଟି ହୋଇଥିବା ବେଳେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି।ଏହି ଘଟଣାରେ ସିବିଆଇ ଦାୟିତ୍ୱ ନେବା ପରେ ତଦନ୍ତ…
Read More...