ସାହିତ୍ୟ ****ବାଣ**** Devasmita mohanty Nov 13, 2023 0 ନିଆଁ ଲଗାଇଲେ ଘଟେ ବିସ୍ଫୋରଣ ବାହାରେ ପ୍ରବଳ ଧୂଆଁ.... ରଙ୍ଗ ବେରଙ୍ଗର ବଜାରେ ପ୍ରାପ୍ତ ବାଣ ବୋଲି ତା'ର ନାଁ....!! ଦୀପାବଳି ସନ୍ଧ୍ୟା ପ୍ରବେଶ ହୁଅନ୍ତେ ବାଣ ଫୁଟା ଶୁଭେ ଗର୍ଜନ... ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ… Read More...
ଜିଲ୍ଲା ବେଲଗୁଣ୍ଠାସ୍ଥିତ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ଚଣ୍ଡି ପାଠ । Devasmita mohanty Nov 13, 2023 0 ବେଲଗୁଣ୍ଠା,୧୩/୧୧(ପିପିଟି):ସ୍ଥାନୀୟ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ପଣ୍ଡିତ ପ୍ରମୋଦ ପାଟଯୋଶୀଙ୍କ ପୌରୋହିତ୍ୟରେ ଚଣ୍ଡି ପାଠ ସହ ପଣ୍ଡିତ ରାଧାକାନ୍ତ ପତି, ଦିଗାମ୍ବର ଷଢଙ୍ଗୀ ଓ ପଞ୍ଚାନନ ଶତପଥୀ… Read More...
ଜିଲ୍ଲା କାର୍ତ୍ତିକ ସୋମବାରରେ ମହାଦେବଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ । Devasmita mohanty Nov 13, 2023 0 କୋଦଳା,୧୩/୧୧(ପିପିଟି):ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ କୋଦଳା ସ୍ଥିତ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କୁ ଦର୍ଶନ କରୁଛନ୍ତି । ଶାନ୍ତି ଶୃଙ୍ଖଳାର ଦର୍ଶନ ଲାଗି ମନ୍ଦିର ପ୍ରଶାସନ ସହ କୋଦଳା ପୋଲିସ ଓ ନୋଡାଲ… Read More...
ଜିଲ୍ଲା ପୋଲସରା:ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନା ଚକ୍ର ଓ କବିତା ଆସର । Devasmita mohanty Nov 13, 2023 0 ପୋଲସରା ,୧୩/୧୧(ପିପିଟି):ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ସହରରେ ପ୍ରତିଷ୍ଠିତ ହୋଇଥିବା କଳା,ସାହିତ୍ୟ ଓ ସଂସ୍କୃତି ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ୱାବଧାନରେ… Read More...
ଜିଲ୍ଲା ଶୀତ ବସ୍ତ୍ର ବାଣ୍ଟି ଦୀପାବଳି ପାଳିଲେ ଦୁଇଭାଇ । Devasmita mohanty Nov 13, 2023 0 ପୋଲସରା ,୧୩/୧୧(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ପଞ୍ଚାୟତ ରେ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରି ଦୀପାବଳୀ ପାଳନ କରିଥିଲେ ରଞ୍ଜନ କୁମାର ପ୍ରଧାନ ଓ ରତନ କୁମାର ପ୍ରଧାନ ଦୁଇ ଭାଇ l ଦୀପାବଳୀ ରେ ଅଧିକ… Read More...
ଜିଲ୍ଲା ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍ ମୃତ । Devasmita mohanty Nov 13, 2023 0 କନ୍ଧମାଳ,୧୩/୧୧(ପିପିଟି): ରବିବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ତେଲିମୁଣ୍ଡାଠାରେ ଏକ ଅଟୋ ରିକ୍ସା ବ୍ରିଜର ୨୦ଫୁଟ ତଳକୁ ଖସି ପଡିଛି। ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲାରପଡା… Read More...
ଜିଲ୍ଲା ଆଲୋକ ଓ ଆନନ୍ଦ ର ପର୍ବ ଦୀପାବଳୀ ପାଳନ। ପୂଜା ମଣ୍ଡପରେ ପୂଜା ପାଇବେ ଶ୍ୟାମ କାଳୀ। Devasmita mohanty Nov 12, 2023 0 ବୋଲଗଡ଼, ୧୨/୧୧(ପିପିଟି):ଦୀପଂ ଜ୍ୟୋତି ପରଂବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ ଦୀପଂ ଜ୍ୟୋତି ହରେତ ପାପ ସନ୍ଧ୍ୟା ଦୀପ ନମୋସ୍ତୁତେ।ପ୍ରତ୍ୟେକ ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏହିଦୀପାବଳୀ ଉତ୍ସବ ଆନନ୍ଦ… Read More...
ଜିଲ୍ଲା ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ଶ୍ରୀ ଅରବିନ୍ଦ ମନ୍ଦିରର ପ୍ରତିଷ୍ଠା ଉତ୍ସବ… Devasmita mohanty Nov 11, 2023 0 କୋଦଳା,୧୧/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୮ ତମ ଓ ଶ୍ରୀମା ଶ୍ରୀ ଅରବିନ୍ଦ ମନ୍ଦିରର ୧୨ ତମ ପ୍ରତିଷ୍ଠା ଉତ୍ସବ ପାଳିତ… Read More...
ଜିଲ୍ଲା ଦେଓ୍ବାନୀ ଅଦାଲତ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ। Devasmita mohanty Nov 11, 2023 0 ପୋଲସରା ,୧୧/୧୧(ପିପିଟି): ଆଜି ସ୍ଥାନୀୟ ଦେଓ୍ବାନୀ ଅଦାଲତ ର କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫.୮୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦେଓ୍ବାନୀ ଅଦାଲତ କୋଠା… Read More...
ଜିଲ୍ଲା ବାଣକୁ ବର୍ଜନ କରି, ପ୍ରକୃତିର ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ ପାଇଁ ନାଗରିକ ମଞ୍ଚର ଆହ୍ୱାନ । Devasmita mohanty Nov 11, 2023 0 କବିସୂର୍ଯ୍ୟନଗର,୧୧/୧୧(ପିପିଟି): ପ୍ରକୃତି ପ୍ରେମୀଙ୍କ ପକ୍ଷରୁ ଆନନ୍ଦ ଓ ଖୁସିର ପର୍ବ ଦୀପାବଳୀରେ ବାଣକୁ ବର୍ଜ୍ଜନ କରି ବୃକ୍ଷ ରୋପଣ କରିବା ପାଇଁ କବିସୂର୍ଯ୍ୟନଗର ଏକ ସଚେତନ ସଭା ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।… Read More...