ସ୍ୱର୍ଗତ ଚନ୍ଦ୍ରମଣୀ ଷଡଙ୍ଗୀ ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ପାଳନ।

ବୋଲଗଡ଼,୧୮/୧୨(ପିପିଟି):ମିଷ୍ଟଭାଷୀ,ପରଉପକାରୀ,ଧର୍ମପରାୟଣା ତଥା ବରିଷ୍ଠ ସାମ୍ବାଦିକ ରଘୁଷଡଙ୍ଗୀ ଙ୍କ ମାତା ସ୍ବର୍ଗତ ଚନ୍ଦ୍ରମଣି ଷଡ଼ଙ୍ଗୀ ଙ୍କ ଦ୍ୱାଦଶ ସଭା ପଦ୍ମପୁର ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ…
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ।

ମାଲକାନଗିରି, ୧୮/୧୨(ପିପିଟି) : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଆଜି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧିନରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବା ନିମନ୍ତେ ମାଲକାନଗିରି ଜିଲ୍ଲାରୁ ତୀର୍ଥ…
Read More...

ଗୋଧନେଶ୍ଵର ଶୈବପିଠ ପରିସରରେ ସଂକ୍ରାନ୍ତି ସଂଘର ଜରୁରୀ ବୈଠକ ।

ଉଲୁଣ୍ଡା ,୧୭/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପିଠ ବାବା ଗୋଧନେଶ୍ଵର ଠାରେ ଗୋଧନେଶ୍ଵର ଶିବଶକ୍ତି ସଂକ୍ରାନ୍ତି ସଂଘର ଜରୁରୀ…
Read More...

ବୀରମହାରାଜପୁର ମହାବିଦ୍ୟାଳୟରେ ପ୍ରାଥମିକ ସହାୟତା ସମ୍ପର୍କରେ ଆଲୋଚନାଚକ୍ର ।

ଉଲୁଣ୍ଡା ,୧୭/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ 'ନୂଆ -ଓ ପକ୍ଷରୁ ଯୁବ ଓଡିଶା - ନବୀନ ଓଡିଶାର ପୃଷ୍ଠପୋଷକତାରେ ଅନୁଷ୍ଠିତ ହେଉଥିବା ସାମାଜିକ କାର୍ଯକ୍ରମ…
Read More...

ଆଠଗଡ଼ ଗସ୍ତରେ ୫-ଟି ଅଧ୍ୟକ୍ଷ।

କୋଦଳା,୧୭/୧୨(ପିପିଟି): ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ପ୍ରଥମ ଦିନରେ ହିଞ୍ଜିଳି ସମେତ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ଆଜି ରବିବାର…
Read More...

ଖଇରମାଲ ଗ୍ରାମରେ କୁରାଳ ପଞ୍ଚମୀ ମହୋତ୍ସବ ପାଳିତ ।

ଉଲୁଣ୍ଡା ,୧୭/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ଖଇରମାଳ ଗ୍ରାମରେ କୁରାଳ ପଞ୍ଚମୀ ପୂଜା ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ହରିହର ଜୋର ନିକଟରେ…
Read More...

ଲଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟରେ କ୍ରିକେଟ ପ୍ରତିଯୋଗିତା ।

କୋଦଳା,୧୭/୧୨(ପିପିଟି):କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ,ପରିସରରେ "ଯୁବ ଓଡିଶା ନବୀନ ଓଡିଶା" ତରଫରୁ ଚାଲିଥିବା କ୍ରୀଡା ପ୍ରତିଯୋଗିତାର ଆଜି ଦ୍ଵିତୀୟ ଦିବସ । ଆଜି ଥିଲା ଛାତ୍ର ମାନଙ୍କ କ୍ରିକେଟ ପ୍ରତିଯୋଗିତା ।…
Read More...

ପୋଲସରାରେ ୫-ଟି ଅଧ୍ୟକ୍ଷଙ୍କୁ ବିପୁଳ ସମ୍ବର୍ଦ୍ଧନା ।

ପୋଲସରା ୧୭/୧୨(ପିପିଟି):ନବୀନ ଓଡ଼ିଶା ତଥା ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିବା ଅବସରରେ ଆଜି ପୋଲସରା ନିକଟସ୍ଥ ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ…
Read More...

୫ ଟି ଅଧ୍ୟକ୍ଷଙ୍କ ଭଞ୍ଜନଗର ଗସ୍ତ  ।

ଭଞ୍ଜନଗର, ୧୭/୧୨ (ପିପିଟି):୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ୍ ଆଜି ଭଞ୍ଜନଗର ଗସ୍ତରେ ଆସି କୁଲାଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଶ୍ରୀ ପାଣ୍ଡିୟାନ୍ ଙ୍କୁ ଜିଲୁଣ୍ଡି, ଭଞ୍ଜନଗର ସହର, ଡିହପଢାଳ,…
Read More...

ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା :ବାଇକ ଚାଳକ ଙ୍କ ମୃତ୍ୟୁ ।

ବାଲିଗୁଡା,ତା,୧୭/୧୨:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ.ଜାତୀୟ ରାଜପଥ ଦେଇ ଯାଇଥିବା ଟାଉନ ସ୍ଥିତ ଦମକଳ କେନ୍ଦ୍ର ନିକଟରେ ଏକ ବୋଲେରୋ ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଲିଗୁଡା…
Read More...