ବନାଞ୍ଚଳ ପକ୍ଷରୁ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ଆରମ୍ଭ, ଦାସକାଠି ମାଧ୍ୟମରେ ସଚେତନତା ।

ପୋଲସରା,୦୫୵୧୦(ପିପିଟି):ସାରା ରାଜ୍ୟରେ ପ୍ରତି ବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସୁରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ନେଇ ପ୍ରତ୍ୟେକ ଜଙ୍ଗଲାଞ୍ଚଳ ବାସୀଙ୍କୁ ସଚେତନତା କରାଇ ଆସୁଥିବା ବେଳେ ଏହିବର୍ଷ ମଧ୍ୟ…
Read More...

ଅସହ୍ୟ ହେଉଛି ଡିଜେ ସାଉଣ୍ଡ।ବଢୁଛି ଶବ୍ଦ ପ୍ରଦୂଷଣ।

ବୋଲଗଡ଼,୦୫/୧୦(ପିପିଟି):ପାର୍ବଣ ସମୟରେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ ରାତିରେ ହେଉ ଅଥବା ଦିନରେ ଶୋଭା ଯାତ୍ରା ସମୟରେ ଅତ୍ୟଧିକ ଶବ୍ଦକରି ଡିଜେବ୍ୟାଣ୍ଡ ବଜାଇବା ବେଆଇନ କିନ୍ତୁ ଏଥିପାଇଁ ନିର୍ଧାରିତ ନିୟମାବଳୀ ମଧ୍ୟ ରହିଛି।…
Read More...

ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀ ନିର୍ବାହି ଯନ୍ତ୍ରୀଙ୍କ ଯୋଗଦାନ ।

ବେଲଗୁଣ୍ଠା,୦୫୵୧୦(ପିପିଟି):ବେଲଗୁଣ୍ଠା ବ୍ଳକ୍ ରେ ଆଜି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେ ଭାରତୀ ଦେବୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ରାୟଗଡ଼ା ଜିଲ୍ଳା ଗୁଡାରୀ ତହସିଲ୍ ର ତହସିଲଦାର ରୂପେ କାର୍ଯ୍ୟରତ…
Read More...

ସାବିତ୍ରୀ ମହିଳା କଲେଜରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ।

ଭଞ୍ଜନଗର, ୦୪/୧୦(ପିପିଟି): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଆଜି ନୂତନ ଅଧ୍ୟକ୍ଷ ଭାବେ ଡ଼. ସୁଶାନ୍ତ କୁମାର ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ମଲ୍ଲିକ ପୂର୍ବରୁ ଏହି କଲେଜରେ ଗତ ୭ବର୍ଷ ହେଲା ରାଜନୀତି…
Read More...

ଚିକିଟି ବ୍ଲକର ୪୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ।

ବ୍ରହ୍ମପୁର,୦୪/୧୦(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। କିନ୍ତୁ ଶିକ୍ଷାଧିକାରୀ ମାନେ ଏବଂ କିଛି କର୍ମଚାରୀ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଚେଷ୍ଟା କରି ଆସୁଥିବା ନେଇ…
Read More...

ରାସ୍ତାରୁ ଗୋଟାଇଥିବା ଟଙ୍କାକୁ ମହିଳାଙ୍କୁ ଫେରାଇଲେ କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ।

ବେଲଗୁଣ୍ଠା, ୦୩୵୧୦(ପିପିଟି):ରାସ୍ତାରୁ ଗୋଟାଇଥିବା ନଗଦ ଟଙ୍କା,ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ଼କୁ ମହିଳାଙ୍କୁ ଫେରାଇ ନିଜ ମହାନତା ଦେଖାଇଛନ୍ତି ସୂଚନା ପ୍ରକାରେ ଜିଲିବା ଗ୍ରାମର ରଞ୍ଜନା ପ୍ରଧାନ (45) କୌଣସି କାମରେ…
Read More...

ତାଲା ବନ୍ଦ ଘରୁ ଚୋରି ଘଟଣା,୪ଗିରଫ , ୨କିଲୋ ୭୦୦ଗ୍ରାମ ଗହଣା ଓ ସାଢ଼େ ୨୬ ଲକ୍ଷ ଟଙ୍କା ଜବତ ।

ବ୍ରହ୍ମପୁର, ୦୩/୧୦(ପିପିଟି):ନିମଖଣ୍ଡି ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍ ଏକ ବଡ଼ ଗହଣା ଚୋରି ରାକେଟ୍‌ର…
Read More...

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ।

ବାଲିଗୁଡ଼ା,୦୩/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟ ଭାଗ ରେ ଥିବା ପାଟ୍ଟଖଣ୍ଡା ସାହି ର ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମ ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି।…
Read More...

କୁକୁର କାମୁଡ଼ାରେ ଗର୍ଭବତୀ ହରିଣର ମୃତ୍ୟୁ ।

ଭଞ୍ଜନଗର, ୦୩/୧୦(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ସେଣ୍ଟ୍ରାଲ ରେଞ୍ଜ ଅନ୍ତର୍ଗତ ରଗଡ଼ା ସଂରକ୍ଷିତ ଜଙ୍ଗଲ ଲାଠି ପଡ଼ା ଗ୍ରାମ ନିକଟରେ କୁକୁର କାମୁଡ଼ାରେ ଏକ ଗର୍ଭବତୀ ମାଈ ହରିଣର ମୃତ୍ୟୁ ଘଟିଛି।ତାର ବୟସ ପ୍ରାୟ ୧୨ବର୍ଷରୁ…
Read More...

ଶ୍ରମିକ ଓ କୃଷକ ସଂଗଠନ ତରଫରୁ ରଣପୁର ରେ କଳା ଦିବସ ପାଳିତ।

ରଣପୁର,୦୩/୧୦(ପିପିଟି):୨୦୨୧ ମସିହା ଆଜିର ଦିନରେ ଉତ୍ତର ପ୍ରଦେଶ ଲଷ୍ମୀପୁରର ଖେରୀ ଅଞ୍ଚଳରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବିଜେପି ର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଟେନି ଓ ତାର…
Read More...