ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା ।

ମାଲକାନଗିରି,୧୨/୧୦(ପିପିଟି): ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା…
Read More...

ମନରେଗା ମହାଦୁର୍ନୀତି ବିରୋଧରେ ଏକ ହେଲେ ବଡଖୋଲି ପଞ୍ଚାୟତବାସୀ ।

ଆସିକା,୧୧/୧୦(ପିପିଟି):ବଡଖୋଲି ଗ୍ରାମପଞ୍ଚାୟତର ଶହ ଶହ ମନରେଗା ଶ୍ରମିକ ଓ ସଚେତନ ନାଗରିକ ମାନେ ବଡଖୋଲି ମଣ୍ଡପରେ ପି ରାମସ୍ବାମି ପାତ୍ରଙ୍କ ଅଧ୍ୟକ୍ଷତାରେ ଏକତ୍ରିତ ହୋଇ ଆଲୋଚନା କରିଥିଲେ। ଏହି ବୈଠକରେ ଓଡିଶା ନିର୍ମାଣ…
Read More...

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ମାଲକାନଗିରି, ୧୧/୧୦ (ପିପିଟି):ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ଆଜି ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି…
Read More...

ଘୁମୁସର ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବେଲଗୁଣ୍ଠା ବନ୍ଦ ଶାନ୍ତିପୂର୍ଣ୍ଣ।

ବେଲଗୁଣ୍ଠା ,୧୧/୧୦(ପିପିଟି):ଘୁମୁସର ଜିଲ୍ଲା ଦାବି ନେଇ ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସଙ୍ଗଠନ ତରଫରୁ ହୋଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି ।ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି…
Read More...

କଥା ଦେଇ କଥା ରଖିଲେ ବିଧାୟକ।

ବୋଲଗଡ଼,୧୧/୧୦(ପିପିଟି) :ବେଗୁନିଆ ରେ ହେବ ଉପ ଜିଲ୍ଲା ସ୍ତରୀୟ ଡାକ୍ତରଖାନା ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର ଅଗଷ୍ଟ ୨୨ରେ ଅଭିଯୋଗ ଶୁଣାଣି ଭରି ସଭାରେ 5T ସଚିବ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଦେବେ ଶୁଭ ଖବର…
Read More...

ବୋଲଗଡ଼ ବ୍ଲକରେ ପୁରୁଣା ନଳ କୂପ ପାଇପି ବିକ୍ରି ନେଇ ବିଡିଓ ହଟହଟା।

ବୋଲଗଡ଼,୧୧/୧୦(ପିପିଟି): ବହୁ କେଳେଙ୍କାରି ସଂପୃକ୍ତ ବୋଲଗଡର ବିଡ଼ିଓ ଧୋବେଇ ନାୟକ ବଦଳି ନୟାଗଡ ଜିଲ୍ଲାକୁ ହୋଇଛି। ତାଙ୍କ ବଦଳରେ ହିନ୍ଦୋଳର ଡେପୁଟି କଲେକ୍ଟର ଶରତ ମଲ୍ଲିକ ୨ ଦିନ ମଧ୍ୟରେ ବୋଲଗଡ଼ରେ ବିଡ଼ିଓ ଭାବେ ଯୋଗ…
Read More...

ବିଏସଏଫ ଯବାନଙ୍କ ଦ୍ଵାରା ୫ ଲ୍ୟାଣ୍ଡମାଇନ ଉଦ୍ଧାର ।

ମାଲକାନଗିରି,୧୦/୧୦(ପିପିଟି):ଆଜି ବିଏସଏଫ ଯବାନମାନେ କମ୍ବିଂ ଅପରେସନର କରିବାକୁ ଯାଇ ଥିବା ବେଳେ ପୂର୍ବରୁ ପୋତା ଯାଇଥିବା ୫ ଗୋଟି ଲ୍ୟାଣ୍ଡମାଇନକୁ ପଡିଆ ବ୍ଲକର କମାରଗୁଡା ଜଙ୍ଗଲ ରୁ ସତର୍କତା ଅବଲମ୍ବନ କରି ଉଦ୍ଧାର…
Read More...

***ଝାଟି- ମାଟି-ଜୀବନ***

ଝାଟି ମାଟି ଆଉ ଗୋବର ଲିପାରେ ଠିଆ ମୋ ଟିକି କୁଡିଆ..... ନଡା ଛପରରେ ଘୋଡାଇ ଦେଇଛି ପ୍ରିୟ ମୋ ବାସ ଚାଳିଆ....!! ଏଇ କୁଡିଆକୁ ଆସିଛି ଘରଣୀ ସଂସାର ଗଢିବା ପାଇଁ.... ମୁରୁଜ ପକାଏ ସୁପ୍ରଭାତେ ଉଠି ଦାଣ୍ଡ ଦ୍ବାର…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ମାନସିକ ଦିବସ ପାଳିତ ।

ମାଲକାନଗିରି ,୧୦/୧୦(ପିପିଟି):ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ମାନସିକ ଦିବସ ଗୋବିନ୍ଦପାଲ୍ଲୀ ମୁକ୍ତିକରଣ ଥେରାପି କେନ୍ଦ୍ର ଠାରେ ପାଳିତ ହୋଇ ଯାଇଛି। ଉକ୍ତ ଥେରାପି କେନ୍ଦ୍ରରେ ୨୩ ଜଣ ମାନସିକ ଅନଗ୍ରସର ଶିଶୁ…
Read More...

ମାତୃଭାଷା ଭୁଲିଗଲେ, କିନ୍ତୁ ଭୁଲିପାରିଲେନି ମାତୃଭୂମିକୁ ; ୫୧ ବର୍ଷ ପରେ ଫେରି ଆସିଲେ ଜନ୍ମଭୂମିକୁ ।

ବେଲଗୁଣ୍ଠା, ୧୦/୧୦(ପିପିଟି) :ବେଲଗୁଣ୍ଠା ବ୍ଳକ୍ ରତଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏକ ଖୁସିର ପରିବେଶ । ଗ୍ରାମବାସୀ କିଛି ହଜାଇ ଦେଇଥିବା ଜିନିଷ ଖୋଜି ପାଇଲା ଭଳି ଅନୁଭବ କରୁଛନ୍ତି ।ଏହାର କାରଣ ହେଉଛି ଦୀର୍ଘ 51 ବର୍ଷ…
Read More...