ବରିଷ୍ଠ ବିଜେଡ଼ି ନେତ୍ରୀ ବିନୋଦିନୀ ଭୂୟାଁ ଙ୍କ ପରଲୋକ ।

ଭଞ୍ଜନଗର, ୧୩/୧୧(ପିପିଟି): ଭଞ୍ଜନଗର ବ୍ଳକ ଢଡ଼ିହପଢାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିନୋଦିନୀ ଭୂୟାଁଙ୍କ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଦିବଙ୍ଗତ ବିଶ୍ବନାଥ ଭୂୟାଁଙ୍କ ପତ୍ନୀ…
Read More...

ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ସାର୍ବଜନୀନ କୁଇ ଲିପି ଭାବେ ଘୋଷଣା ।

ବାଲିଗୁଡା, ୧୩/୧୧(ପିପିଟି): ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଘୁ. ଉଦୟଗିରି ଆନୁକୂଲ୍ୟରେ ହଦଗଡ଼ ଶାଖା ଟିକାବାଲିର ଆବାହକତ୍ଵରେ କୁଇ ସମାଜ ଟିକାବାଲି କାର୍ଯ୍ୟାଳୟ ଠାରେ କୁଇ ଭାଷା , ସାହିତ୍ୟ , ଲିପି , ସଂସ୍କୃତି ଓ…
Read More...

****ବାଣ****

ନିଆଁ ଲଗାଇଲେ ଘଟେ ବିସ୍ଫୋରଣ ବାହାରେ ପ୍ରବଳ ଧୂଆଁ.... ରଙ୍ଗ ବେରଙ୍ଗର ବଜାରେ ପ୍ରାପ୍ତ ବାଣ ବୋଲି ତା'ର ନାଁ....!! ଦୀପାବଳି ସନ୍ଧ୍ୟା ପ୍ରବେଶ ହୁଅନ୍ତେ ବାଣ ଫୁଟା ଶୁଭେ ଗର୍ଜନ... ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ…
Read More...

ବେଲଗୁଣ୍ଠାସ୍ଥିତ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ଚଣ୍ଡି ପାଠ ।

ବେଲଗୁଣ୍ଠା,୧୩/୧୧(ପିପିଟି):ସ୍ଥାନୀୟ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ପଣ୍ଡିତ ପ୍ରମୋଦ ପାଟଯୋଶୀଙ୍କ ପୌରୋହିତ୍ୟରେ ଚଣ୍ଡି ପାଠ ସହ ପଣ୍ଡିତ ରାଧାକାନ୍ତ ପତି, ଦିଗାମ୍ବର ଷଢଙ୍ଗୀ ଓ ପଞ୍ଚାନନ ଶତପଥୀ…
Read More...

କାର୍ତ୍ତିକ ସୋମବାରରେ ମହାଦେବଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ।

କୋଦଳା,୧୩/୧୧(ପିପିଟି):ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ କୋଦଳା ସ୍ଥିତ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କୁ ଦର୍ଶନ କରୁଛନ୍ତି । ଶାନ୍ତି ଶୃଙ୍ଖଳାର ଦର୍ଶନ ଲାଗି ମନ୍ଦିର ପ୍ରଶାସନ ସହ କୋଦଳା ପୋଲିସ ଓ ନୋଡାଲ…
Read More...

ପୋଲସରା:ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନା ଚକ୍ର ଓ କବିତା ଆସର ।

ପୋଲସରା ,୧୩/୧୧(ପିପିଟି):ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ସହରରେ ପ୍ରତିଷ୍ଠିତ ହୋଇଥିବା କଳା,ସାହିତ୍ୟ ଓ ସଂସ୍କୃତି ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ୱାବଧାନରେ…
Read More...

ଶୀତ ବସ୍ତ୍ର ବାଣ୍ଟି ଦୀପାବଳି ପାଳିଲେ ଦୁଇଭାଇ ।

ପୋଲସରା ,୧୩/୧୧(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ପଞ୍ଚାୟତ ରେ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରି ଦୀପାବଳୀ ପାଳନ କରିଥିଲେ ରଞ୍ଜନ କୁମାର ପ୍ରଧାନ ଓ ରତନ କୁମାର ପ୍ରଧାନ ଦୁଇ ଭାଇ l ଦୀପାବଳୀ ରେ ଅଧିକ…
Read More...

ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍‌ ମୃତ ।

କନ୍ଧମାଳ,୧୩/୧୧(ପିପିଟି): ରବିବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ତେଲିମୁଣ୍ଡାଠାରେ ଏକ ଅଟୋ ରିକ୍ସା ବ୍ରିଜର ୨୦ଫୁଟ ତଳକୁ ଖସି ପଡିଛି। ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲାରପଡା…
Read More...

ଆଲୋକ ଓ ଆନନ୍ଦ ର ପର୍ବ ଦୀପାବଳୀ ପାଳନ। ପୂଜା ମଣ୍ଡପରେ ପୂଜା ପାଇବେ ଶ୍ୟାମ କାଳୀ।

ବୋଲଗଡ଼, ୧୨/୧୧(ପିପିଟି):ଦୀପଂ ଜ୍ୟୋତି ପରଂବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ ଦୀପଂ ଜ୍ୟୋତି ହରେତ ପାପ ସନ୍ଧ୍ୟା ଦୀପ ନମୋସ୍ତୁତେ।ପ୍ରତ୍ୟେକ ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏହିଦୀପାବଳୀ ଉତ୍ସବ ଆନନ୍ଦ…
Read More...

ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ଶ୍ରୀ ଅରବିନ୍ଦ ମନ୍ଦିରର ପ୍ରତିଷ୍ଠା ଉତ୍ସବ…

କୋଦଳା,୧୧/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୮ ତମ ଓ ଶ୍ରୀମା ଶ୍ରୀ ଅରବିନ୍ଦ ମନ୍ଦିରର ୧୨ ତମ ପ୍ରତିଷ୍ଠା ଉତ୍ସବ ପାଳିତ…
Read More...