ସ୍କୁଲରୁ ମୋଟର ଚୋରୀ- ଜଳ ଅଭାବରେ ୧୫୦ ଛାତ୍ରଛାତ୍ରୀ ପ୍ରଭାବିତ ।

ବେଲଗୁଣ୍ଠା ,୩୦/୧୧(ପିପିଟି): ଜଗନ୍ନାଥପ୍ରସାଦ ବ୍ଲକ ପାଟରାପଲ୍ଲୀ ଗୋବିନ୍ଦଦାସ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଳ ଯୋଗାଣ ପାଇଁ ଲଗାଯାଇଥିବା ଦୁଇଟି ଦାମୀ ମୋଟର ଚୋରି ହୋଇଯାଇଥିବା ନେଇ ବେଲଗୁଣ୍ଠା ଥାନାରେ ଅଭିଯୋଗ…
Read More...

ଭିଜିଲାନ୍ସ ଚଢାଉ ବେଳେ ଛାତଡେଁଇ କନିଷ୍ଠ ଯନ୍ତ୍ରୀ ଫେରାର।

ବୋଲଗଡ଼,୩୦/୧୧(ପିପିଟି) :ବୋଲଗଡ଼ ବ୍ଳକ ପାନୀୟଜଳ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାଢୀ ଙ୍କ ଭୂବନେଶ୍ବର ସ୍ଥିତ ଜାଗମରା ଘରେ ଭିଜିଲାନ୍ସ ଚଢାଉ ବେଳେ ଛାତ ଡେଇଁ ଜେଇ ଫେରାର । ଜଳଯୋଗାଣ ବିଭାଗ ଜୁନିଅର ଇଂଜିନିୟର ସୁନିଲ…
Read More...

ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ଉପ ନିର୍ବାଚନ : ଶାସକ ବିଜେଡି ଦଳର ବାଜିମାତ ।

ବାଲିଗୁଡା,୩୦/୧୧(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଗୁରୁବାର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଶାସକ…
Read More...

ମତୁଆ ଧର୍ମ ରୀତିରେ ଦୁଇଟି ବିବାହ କାର୍ଯ୍ୟ ସଂପନ୍ନ ।

ମାଲକାନଗିରି,୩୦/୧୧ (ପିପିଟି):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଟେରୁ ସ୍ଥିତ କେନ୍ଦ୍ରୀୟ ହରି ମନ୍ଦିର ପ୍ରାଙ୍ଗଣରେ ମତୁଆ ଧର୍ମ ର ରୀତି ନୀତି ଅନୁଯାୟୀ ସର୍ବଭାରତୀୟ ମୁତୁଆଚାର୍ଯ୍ଯ ରବିନ ବିଶ୍ବାସଙ୍କ ପୌରହିତ୍ୟରେ ବର…
Read More...

ହଜିଯାଉଥିବା ଆମ ପାରମ୍ପାରିକ ଘୋଡ଼ାନାଚ।

ବୋଲଗଡ଼,୨୯/୧୧(ପିପିଟି):ସମୟ ଥିଲା ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଯାନିଯାତ୍ରା କାର୍ଯ୍ୟକ୍ରମ ଅବା ବିଭିନ୍ନ ପର୍ବପର୍ବାଣୀ ହେଉ ଅବା ଲୋକ ନୃତ୍ୟ ଉତ୍ସବ ରେ ଦେଖିବାକୁ ମିଳୁଥିଲା ଘୋଡ଼ା ନାଚ।…
Read More...

**ଛାଡ ଖାଇ**

ଛାଡ ଖାଇ ଏବେ ବଜାର ଭିଡ଼ ଆମିଷ ଭକ୍ଷଣେ ଇଛା ପ୍ରଗାଢ !! କାର୍ତ୍ତିକ ପୂର୍ଣ୍ଣିମା ହୋଇଲା ଶେଷ ମାର୍ଗଶିର ଏବେ ହେଲା ପ୍ରବେଶ !! ମାସକ ପାଇଁ ଛାଡିଲେ ଆମିଷ ସବୁ ଖାଦ୍ୟ ଯାକ ଲାଗଇ ବିଷ !! ଆମିଷରେ ସଦା ମନ କାମନା ଓଷା…
Read More...

ମାଲ୍ୟବନ୍ତ ମହୋତ୍ସବ ପାଇଁ କଳସ ଯାତ୍ରାର ଶୁଭାରମ୍ଭ ।

ମାଲକାନଗିରି, ୨୮/୧୧ (ପିପିଟି):ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ -୨୦୨୩ ପାଇଁ ଆଜି ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଞ୍ଚାୟତର ଯଦୁଗୁଡା ଶୈବ ପୀଠରୁ ଶୁଭାରମ୍ଭ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା…
Read More...

“ଯୁବ ଓଡିଶା ନବୀନ ଓଡିଶା “ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ।

କୋଦଳା,୨୮/୧୧(ପିପିଟି): "ଯୁବ ଓଡିଶା ନବୀନ ଓଡିଶା " କାର୍ଯ୍ୟକ୍ରମ ରେ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ Social work & Activites ର ଏକ ମାଗଣା ଚକ୍ଷୁ…
Read More...

ଆହାର କେନ୍ଦ୍ର ପରିଦର୍ଶନ କଲେ ଏନଏସି ଅଧ୍ୟକ୍ଷ ।

ଭଞ୍ଜନଗର, ୨୮/୧୧(ପିପିଟି) : ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ରରେ ଆଜି ଅଚାନକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ।ସ୍ୱଚ୍ଛତା…
Read More...

ମହାଲିଙ୍ଗେଶ୍ଵର ମନ୍ଦିର ଠାରେ ସେଵା ଶିବିର ଅନୁଷ୍ଠିତ ।

ପୋଲସରା , ୨୭/୧୧(ପିପିଟି): ସ୍ଥାନୀୟ ମହାଲିଙ୍ଗେଶ୍ୱର ମନ୍ଦିର ଜିଲୁଣ୍ଡା ଠାରେ କନକ ଦୁର୍ଗା ବିଦ୍ୟା ପୀଠ ର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପୋଲାଇ ଙ୍କ ନିର୍ଦ୍ଧେଶ ରେ ସ୍କାଉଟ ଶିକ୍ଷକ ବିକ୍ରମ ମହାରଣା ଙ୍କ ତତ୍ଵାବଧାନରେ…
Read More...