ତହସିଲଦାର ମନମୁଖୀ କାମକୁ ବିରୋଧ କରି ଅମରଣ ଅନଶନ।

ବୋଲଗଡ଼,୨୬/୧୨(ପିପିଟି):ବୋଲଗଡ଼ ତହସିଲଦାର ଙ୍କର ମନମୁଖୀ କାମକୁ ବିରୋଧ କରି ଅମରଣ ଅନଶନ ରେ ବସିଛନ୍ତି ବୋଲଗଡ଼ ର ନରେନ୍ଦ୍ର  କୁମାର ସାହୁ। ନରେନ୍ଦ୍ରଙ୍କର ପୂର୍ବ ପୈତୃକ ଜାଗାରେ ଜିବା ଆସିବା କରିବା ବାଟରେ ବର୍ତ୍ତମାନ…
Read More...

ବରିଷ୍ଠ ଆଇନଜୀବିଙ୍କ ବିୟୋଗରେ ଶୋକସଭା ।

ବାଲିଗୁଡା,୨୬/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜିବି ପଦ୍ମ ଚରଣ ପଟ୍ଟନାୟକ(୭୩)ଙ୍କ ସୋମବାର ସନ୍ଧ୍ୟାରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି l ଏନେଇ…
Read More...

ସ୍ୱତନ୍ତ୍ର ଶୀତକାଳୀନ ସେବା ଶିବିର, ପ୍ଲାଷ୍ଟିକ ମୁକ୍ତ ଓଡିଶା ପାଇଁ ଲୋକଙ୍କୁ ସଚେତନ କଲେ ବିଦ୍ୟାର୍ଥୀ ।

କୋଦଳା,୨୬/୧୨(ପିପିଟି):କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କୁ ନେଇ ପୋଷ୍ୟ ଗ୍ରାମ ଏସ ରାମଚନ୍ଦ୍ର ପୁର ଗ୍ରାମଠାରେ ଚାଲିଥିବା "ସ୍ୱତନ୍ତ୍ର ଶୀତକାଳୀନ ସେବା ଶିବିର "ର ପଞ୍ଚମ ଦିବସ ରେ ସେବା…
Read More...

କୋଦଳା ଠାରେ ପାଳିତ ହେଲା ବିଜେଡି ର ପ୍ରତିଷ୍ଠା ଦିବସ,ଯୋଗଦେଲେ ବିଧାୟିକା ।

କୋଦଳା,୨୬/୧୨(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ସ୍ଥିତ ଶ୍ରୀ ଦଣ୍ଡେଶ୍ୱରଙ୍କ ପ୍ରାଙ୍ଗଣରେ ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ…
Read More...

ଘନକୁହୁଡି ସାଙ୍ଗକୁ ଶୀତର ପ୍ରକୋପ ଜନଜୀବନ କୁ କରୁଛି ଅସ୍ତବ୍ୟସ୍ତ।

ବୋଲଗଡ଼,୨୬/୧୧(ପିପିଟି):ଦିର୍ଘ ୧୦ଦିନ ହେଲା ବୋଲଗଡ ଅଞ୍ଚଳ ରେ ଘନକୁହୁଡି ସହିତ ଶୀତର ପ୍ରକୋପ ଅନୁଭୂତ ହେଉଛି। ଏହି ଅଞ୍ଚଳ ର ଜଙ୍ଗଲ ଓ ପାହାଡ଼ ନିକଟବର୍ତ୍ତୀ ଗ୍ରାମଗୁଡିକରେ ପ୍ରବଳ କୁହୁଡି ପଡିବାସହ ଶୀତ ଓ ଥଣ୍ଡାର ପ୍ରକୋପ…
Read More...

ଆସ ବୁଲିଯିବା ସତୀଗୁଡା ଇକୋ-ପାର୍କ ।

ଆଗକୁ ଆସୁଛି ନବ ବର୍ଷ-୨୦୨୪ । ମନରେ ନୂତନ ଆଶା, ନୂତନ ସମ୍ଭାବନା ଆଉ ନୂତନ ଉଦ୍ଦିପନା ନେଇ । ବର୍ତ୍ତମାନ ଠାରୁ ନବ ବଧୂ ପରି ନୂତନ ରୂପରେ ସଜେଇ ହୋଇଛି ସତୀଗୁଡା ଇକୋ-ପାର୍କ ମାଲକାନଗିରି ।ସବୁଠି ସପ୍ତ ରଙ୍ଗର ବୈଚିତ୍ର୍ଯମୟ…
Read More...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

ମାଲକାନଗିରି,୨୬/୧୨(ପିପିଟି): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ ଚାଲୁଥିବା ବେଳେ ଡିଭିଏଫ ଓ ଏସଓଜି ବାହିନୀଙ୍କୁ ମିଳିଛି ବଡ ସଫଳତା। କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲ ମଧ୍ୟରୁ ମାଟି ତଳେ…
Read More...

***ଅଲୋଡା ଶୀତ***

ତୁମେ ଯଦି କେବେ ଆସିବ ଗୋ ଶୀତ ପ୍ରେମିକା ହୋଇ ନ ଆସ.... ଏବେ ତ ବିରହ ଯନ୍ତ୍ରଣା ଭୋଗୁଛି ପ୍ରାଣ କି କରିବ ନାଶ...? ନ ଆସିବ କେବେ ମୋ ଉଷ୍ମ ଶଯ୍ୟାକୁ ଶିଶିର ରୂପସୀ ହୋଇ.... ତୁମ ସାନିଧ୍ଯରେ ସର୍ବାଙ୍ଗ ଥରିବ ଯାତନା…
Read More...

ଗୁରୁକୃପା ଆବାସିକ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ।

ଭଞ୍ଜନଗର, ୨୫/୧୨(ପିପିଟି): ଭଞ୍ଜନଗର କଲେଜ ରୋଡ଼ରେ ଥିବା ଗୁରୁକୃପା ଆବାସିକ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ…
Read More...

ଜାଲ୍ ସାର୍ଟିଫିକେଟରେ ଚାକିରୀ, ଶିକ୍ଷକ ଦମ୍ପତିଙ୍କ ନାମରେ ଥାନାରେ ମାମଲା ରୁଜୁ ।

କବିସୂର୍ଯ୍ୟନଗର,୨୫/୧୨(ପିପିଟି):କବିସୂର୍ଯ୍ୟନଗର ଥାନାରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ ଘଟଣାରେ ଶିକ୍ଷକ ଦମ୍ପତିଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଜଣାପଡିଛି ଯେ ପୋଲସରା ବ୍ଲକ ଅନ୍ତର୍ଗତ…
Read More...