ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା ସଂଖ୍ୟା ୧୧ ହଜାର ୫୫୪ , ପକ୍ଷୀ ପ୍ରଜାତି ୫୫ ।
ମାଲକାନଗିରି,୧୧/୧ (ପିପିଟି):ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଜଳଚର ପକ୍ଷୀମାନଙ୍କ ଗଣନା ଓଡ଼ିଶା ବନ ବିଭାଗ ତରଫରୁ କରାଯାଇଥାଏ। ସେହି ପରି ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ବର୍ତ୍ତମାନ ସମାପ୍ତ…
Read More...
Read More...