ବାଲିଗୁଡ଼ା ଆଦର୍ଶ ପୋଖରୀରେ ବୋଟିଂ ବ୍ୟବସ୍ଥା ଓ କଲେଜ ନିକଟରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ଉଦଘାଟିତ ।

ବାଲିଗୁଡ଼ା,୨୭/୦୧(ପିପିଟି): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁଦାନ କ୍ରମେ ବିକାଶ ପଥରେ ଆଗରେ ଚାଲିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ । କନ୍ଧମାଳ ଜିଲ୍ଲରେ ପ୍ରଥମ ଥର ପାଇଁଁ ବାଲିଗୁଡ଼ା…
Read More...

ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆର ୧୦ମ ସର୍ବଭାରତୀୟ ସମ୍ମିଳନୀ ରାଲି ଏବଂ ଜନସଭା ।

ଭୁବନେଶ୍ୱର,୨୭/୦୧(ପିପିଟି):ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ଭୁବନେଶ୍ୱର ଠାରେ ଶ୍ରମିକମାନଙ୍କ ଲାଲ୍ ପତକାରେ ଭରପୁର ହୋଇ ରେଳଷ୍ଟେସନ ଠାରୁ ବିଶାଳ ଶ୍ରମିକ ଶୋଭାଯାତ୍ରା ସହର ପରିକ୍ରମା…
Read More...

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ।

ବାଲିଗୁଡା ,୨୭/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା l ଏଥିରେ ଡ଼ଃ. ଅମିତ କୁମାର ବେହେରା,…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୋଲସରା ବିଧାୟକ।

ପୋଲସରା,୨୭/୦୧(ପିପିଟି):ପୋଲସରା ବ୍ଲକ୍ ଅନ୍ତର୍ଗତ ଭାବରଡ଼ା ଗ୍ରାମର ସୁବାଷ ବେହେରା (ବୟସ - ୫୦) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି…
Read More...

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।

ବାଲିଗୁଡା, ୨୭/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମ ଠାରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ…
Read More...

“ଆମ ଓଡିଶା ନବୀନ ଓଡିଶା” ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବୁଗୁଡା,୨୭/୦୧(ପିପିଟି:ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଲିଆ ଗ୍ରାମ ଠାରେ " ଆମ ଓଡ଼ିଶା ନବୀନ ଓଡ଼ିଶା " ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସଚେତନତା…
Read More...

ମୃତକଙ୍କ ପରିବାରକୁ ଭେଟିଲେ ପୋଲସରା ବିଧାୟକ।

ବୁଗୁଡା,୨୭/୦୧(ପିପିଟି):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଭୋଗଡ଼ା ଗ୍ରାମର ସୁକାନ୍ତ ସ୍ୱାଇଁ (ବୟସ - ୩୦) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ…
Read More...

ଜିଲ୍ଲାଜଜ୍ ଙ୍କ ପୋଲସରା ବିଚାରବିଭାଗ ଅଦାଲତ ପରିଦର୍ଶନ।

ପୋଲସରା,  ୨୬/୦୧(ପିପିଟି):ଗୁରୁବାର ପୂର୍ବାହ୍ନ ୧୦.୩୦ ସମୟେ ପୋଲସରା ବିଚାର ବିଭାଗ ଅଦାଲତ ଜିଲ୍ଲାଜଜ ଶ୍ରୀମତୀ ରୁପଶ୍ରୀ ଚୌଧୁରୀ ପରିଦର୍ଶନ କରି ଅଦାଲତ ସମ୍ପର୍କୀୟ ବିଭିନ୍ନ ବିଷୟ ଉପରେ ସ୍ଥାନୀୟ ଅଦାଲତ ବିଚାରପତି…
Read More...

୭୫ତମ ସାଧାରଣ ତନ୍ତ୍ର ଦିବସ ଅବସରରେ “ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ର” ବିଷୟରେ ଆଲୋଚନା ଚକ୍ର।

ବ୍ରହ୍ମପୁର,୨୬/୦୧(ପିପିଟି): ମାନବବାଦୀ ହେତୁବାଦୀ ସଂଗଠନ ଗଂଜାମ ଜିଲ୍ଲା ଆନୁକୂଲ୍ୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ "ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ର" ବିଷୟରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଂକଳ୍ପ ବିଦ୍ୟାଳୟ ଠାରେ…
Read More...

ବ୍ରହ୍ମପୁର ଉପଖଣ୍ଡରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ବ୍ରହ୍ମପୁର,୨୬/୦୧(ପିପିଟି): ବ୍ରହ୍ମପୁର ରେ ୭୫ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ମୁଖ୍ୟ…
Read More...