ବେଲଗୁଣ୍ଠାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ମେଳା ଏବଂ ଲକ୍ଷ୍ମୀ ବସ୍ ଉଦ୍‌ଘାଟନ ।

ବେଲଗୁଣ୍ଠା,୨୪/୦୨(ପିପିଟି) :ବେଲଗୁଣ୍ଠା ବ୍ଳକ୍ ରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହେବା ସହ ବ୍ଳକ୍ ର ଜନସାଧାରଣଙ୍କ ପାଇଁ ଲକ୍ଷ୍ମୀ ବସ୍ ମଧ୍ୟ…
Read More...

ରାଜ୍ୟରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଓ ୫ ପୌର ପରିଷଦ ଗଠନ ପାଇଁ ସରକାରଙ୍କ ନିଷ୍ପତ୍ତି ।

ଭୁବନେଶ୍ବର,୨୪/୦୨(ପିପିଟି):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲ୍ଲାର ପାଞ୍ଚଟି ଏନ୍ଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ…
Read More...

ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସହାୟତା ଯୋଜନା ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନର ଶୁଭାରମ୍ଭ ।

ଉଲୁଣ୍ଡା ,୨୪/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀୟା କର୍ମୀ ଅସହାୟ ପକ୍ଷାଘାତ ଶିକାର ଜୟନ୍ତି ଦାସ ଙ୍କ ମଧୁବାବୁ ପେନସନ ଆବେଦନ ବ୍ଲକ୍ ପ୍ରଶାସନ ଦ୍ବାରା ମଞ୍ଜୁର କରି ଅନୁଦାନ ରାଶି…
Read More...

ବାଲିପଦର ଠାରେ ମଧୁବାବୁ ପେନସନ ସ୍କିମରେ ଭତ୍ତା ବଣ୍ଟନ।

ବୁଗୁଡା,୨୩/୦୨(ପିପିଟି):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଗ୍ରାମ ଠାରେ ୪୧ ନମ୍ବର ଜୋନ ସ୍ତରୀୟ ମଧୁବାବୁ ପେନସନ୍ ଯୋଜନା ଆନୁକୁଲ୍ୟରେ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ…
Read More...

ସତୀଗୁଡା ଇକୋ-ପାର୍କରେ ପହଞ୍ଚିଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ।

ମାଲକାନଗିରି,୨୩/୦୨(ପିପିଟି) : ପର୍ଯ୍ୟଟନ ସ୍ଥଳୀ ର ବିକାଶ ନିମନ୍ତେ ମାଲକାନଗିରି ର ସତୀଗୁଡା ଇକୋ-ପାର୍କ ଓ ଯଦୁଗୁଡା ଇକୋ-ପାର୍କରେ ପହଞ୍ଚିଲେ ଓଡ଼ିଆ ଚଳଚ୍ଚିତ୍ରର ଜନପ୍ରିୟ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ତାଙ୍କ ସହିତ…
Read More...

୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆରମ୍ଭ ।

ବାଲିଗୁଡା,ତା,୨୩/୦୨:(ପିପିଟି): କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ସ୍ଥିତ ପ୍ରସିଦ୍ଧ ଜଳେଶ୍ଵର ଶୈବପୀଠ ଶଙ୍କରଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ ଅଷ୍ଟପ୍ରହରି…
Read More...

ପୂର୍ବତନ କାଉନସିଲର୍ ଙ୍କ ଦେହାନ୍ତ ; ବିଭିନ୍ନ ମହଲରେ ଶୋକ ।

ବେଲଗୁଣ୍ଠା,୨୩/୦୨ (ପିପିଟି):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଅ ନମ୍ବର୍ ୱାର୍ଡ୍ ର ପୂର୍ବତନ କାଉନସିଲର୍ ରମାଦେବୀ ସିଅଙ୍କ ଗତ ରାତ୍ର 12 ଘଣ୍ଟା 30 ମିନଟ୍ ସମୟରେ ଦେହାନ୍ତ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ 59…
Read More...

ବାଲିଗୁଡ଼ା ଏନ୍ଏସିରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ ।

ବାଲିଗୁଡ଼ା,୨୩/୦୨(ପିପିଟି) : ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି ଓଡ଼ିଶା ପକ୍ଷରୁ ଲାଗୁ ହେବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହ ଠାରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ…
Read More...

ବିଜେଡ଼ିର ମିଶ୍ରଣ ପର୍ବ ,ସାମିଲ୍ ହେଲେ ୧୦୦ ରୁ ଉର୍ଦ୍ଧ୍ଵ ମହିଳା ।

ବାଲିଗୁଡ଼ା:ତା,୨୩/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ…
Read More...

ଭଞ୍ଜନଗର ଏନଏସି ରେ ବହୁ ପ୍ରକଳ୍ପ ଉଦଘାଟନ କଲେ ଅର୍ଥମନ୍ତ୍ରୀ ।

ଭଞ୍ଜନଗର, ୨୩/୦୨(ପିପିଟି) : ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ…
Read More...