ଗରିବ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ ସହଯୋଗ ର ହାତ ବଢାଉଛନ୍ତି ମନୋଜ ପ୍ରଧାନ ।

ବୋଲଗଡ଼,୧୯/୦୯(ପିପିଟି): ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ପଞ୍ଚାୟତ ଛିଆମ ଗ୍ରାମର ପରିଚିତ ସମାଜସେବୀ ମନୋଜ କୁମାର ପ୍ରଧାନ ଙ୍କ ଅଞ୍ଚଳ ପରିଦର୍ଶନ ଓ ବନ୍ଧୁମିଳନ କରିବା ସହ ଗରିବ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ ର ହାତ…
Read More...

ବସ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ବସ ଡ୍ରାଇଭର ମୃତ୍ୟୁ, ଚାରି ଗୁରୁତର ।

ମାଲକାନଗିରି,୧୮/୦୩(ପିପିଟି) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି -୨୩ ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ଛକ ଠାରେ ବସ ଓ ପିକଅପ ଭ୍ୟାନ ସହିତ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବସ ଡ୍ରାଇଭର ର ମୃତ୍ୟୁ…
Read More...

ଜିଲ୍ଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କାର୍ଯ୍ଯାଳୟ ନିକଟରେ ପାଠାଗାର ଖୋଲିବା ଦାବି।

ମାଲକାନଗିରି,୧୮/୦୩(ପିପିଟି) :ଆଜି ମାଲକାନଗିରି ଉତ୍କଳ ସାହିତ୍ୟ ସଂସଦ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
Read More...

ଭଞ୍ଜନଗର ସହରରେ ପୁଲିସର ଫ୍ଲାଗ ମାର୍ଚ୍ଚ ।

ଭଞ୍ଜନଗର, ୧୮/୦୩(ପିପିଟି):ରାଜ୍ୟରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମେ ୧୩ ଓ ୨୦ତାରିଖ ଦୁଇଟି ପର୍ଯ୍ୟାୟରେ…
Read More...

ନିର୍ବାଚନ ଆଚରଣବିଧି ଲାଗୁ ପରେ: ହଟିଲା ସରକାରୀ ହୋର୍ଡିଂ ।

ବେଲଗୁଣ୍ଠା ,୧୫/୦୩(ପିପିଟି):ଆସନ୍ତା ମଈ ଓ ଜୁନ୍ ମାସରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ।ଏହି ଅବସରରେ ବିଭିନ୍ନ ସରକାରୀ ବିଜ୍ଞାପନ, ହୋର୍ଡିଂ, ସରକାରୀ ଯୋଜନା ପ୍ରଚାର ଓ…
Read More...

ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ।

ମାଲକାନଗିରି, ୧୭/୦୩(ପିପିଟି) :୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ( ଇସିଆଇ ) ୧୬ ମାର୍ଚ୍ଚ ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିଛନ୍ତି। ଏଥି ସହିତ ସାରା ଦେଶରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ପାଇଁ…
Read More...

କୋଦଳା ଏନ୍ଏସି ର ହୋର୍ଡିଙ୍ଗ ଉଛେଦ ଅଭିଯାନ ।

କୋଦଳା,୧୭/୦୩(ପିପିଟି):ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ !ସଙ୍ଗେ ସଙ୍ଗେ ଆଚରଣ ବିଦ୍ଧି । ଏହାକୁ ତିଳେମାତ୍ର ବିଳମ୍ବ ନ କରି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଦଳ ତଥା ରାଜନେତାଙ୍କ…
Read More...

ରାଜସୁନାଖଳାକୁ ଏନଏସସି ମାନ୍ୟତା ପାଇଁ ଦାବି ।

ରାଜସୁନାଖଳା,୧୬/୦୩(ପିପିଟି): ୨୦୧୪ ମସିହାରେ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପକୁ ନେଇ ରାଜସୁନାଖଳା ଏନ.ଏ.ସି ଗଠନ ପାଇଁ ଓଡିଶାର ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କିନ୍ତୁ ୨୦୨୪ରେ ବାଦ ପଡିବା ଅତ୍ୟନ୍ତ ଦୁଃଖ ଦାୟକ…
Read More...

ବିଶ୍ଵ ଖାଉଟି ଦିବସ ଉପଲକ୍ଷେ ମାଲକାନଗିରିରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶାଳା।

ମାଲକାନଗିରି ,୧୬/୦୩(ପିପିଟି) : ଜିଲ୍ଲା ପରିଷଦ ସଭାଗୃହ ଠାରେ ବିଶ୍ଵ ଖାଉଟି ଦିବସ ଉପଲକ୍ଷେ ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ସାଇବର ନିରାପତା ଟେଲିକମ ଗ୍ରାହକ ଅଧିକାର ଓ…
Read More...

ବିଜାଘାଟିରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ,ଜଣେ ଗୁରୁତର ।

ମାଲକାନଗିରି ,୧୬/୦୩(ପିପିଟି) : ଆଜି ଅପରାହ୍ନରେ ମାଲକାନଗିରି - ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ବିଜାଘାଟି ନିକଟର ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ୧୦୮ ଆମ୍ବୁଲାନ୍ସକୁ…
Read More...