ଜିଲ୍ଲା ସ୍ତରୀୟ ମିଶନ୍ ଇନ୍ଦ୍ରଧନୁଷ ଶୁଭାରମ୍ଭ ।

ମାଲକାନଗିରି,୧୧/୦୯ (ପିପିଟି):ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଲକାନଗିରି ସଦର ମହକୁମା ସ୍ଥିତ ଏମ୍.ଭି-୪୩ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଶୁଭାରମ୍ଭ…
Read More...

OUWJସାମ୍ବାଦିକ ସଂଘ ତରଫରୁ ସଂଘ କାର୍ଯ୍ୟାଳୟ ଉଦଘାଟନ ସହିତ ସାମ୍ବାଦିକ ମାନଙ୍କର ବନ୍ଧୁମିଳନ।

ରାଜସୁନାଖଳା,୧୧/୦୯(ପିପିଟି):ନୟାଗଡ଼ ଜିଲ୍ଲା OUWJ ସାମ୍ବାଦିକ ସଂଘ ତରଫରୁ ରାଜସୁନାଖଳା ସ୍ଥିତ ସଂଘ କାର୍ଯ୍ୟାଳୟ ଉଦଘାଟନ ହେବାସହ କୋଟଗଡ଼ ପାର୍କ ପରିସରରେ ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ଼ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ନେଇ…
Read More...

ମାନସିକ ଅସୁସ୍ଥ ନିରାକରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ।

ଉଲୁଣ୍ଡା ,୧୦୵୦୯(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ମାନସିକ ଅସୁସ୍ଥ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଅଗ୍ରଣୀ…
Read More...

ତିନି ଛେଳି ଚୋର ଗିରଫ, ତିନି ଫେରାର ।

ମାଲକାନଗିରି,୧୦/୯ (ପିପିଟି):ଛେଳି ଚୋରି କରି ତିନି ଜଣ ଗିରଫ ହୋଇଥିବା ବେଳେ ତିନି ଜଣ ଫେରାର ହୋଇଥିବା ଘଟଣା ବର୍ତ୍ତମାନ ଏ ଅଞ୍ଚଳରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି । ବିବରଣୀ ରୁ ପ୍ରକାଶ ଯେ, ଚିତ୍ରକୋଣ୍ଡା ବ୍ଳକ…
Read More...

ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ ।

ବାଲିଗୁଡା,୧୦୵୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର…
Read More...

ଜୁଆ ଆଡ୍ଡାରୁ ୬ଗିରଫ; ଟଙ୍କା,ମୋବାଇଲ ଓ ବାଇକ ଜବତ ।

ଭଞ୍ଜନଗର, ୧୦/୯(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବିଞ୍ଜଗିରି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ପୁଲିସ ୬ଜଣ ଜୁଆଡିଙ୍କୁ କାବୁ କରିଛି। ଗ୍ରାମ ନିକଟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ପୁଲିସ…
Read More...

କୋଦଳାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ।

କୋଦଳା,୧୦/୦୯(ପିପିଟି):କୋଦଳା କୋର୍ଟ ପରିସରରେ ଥିବା ତିନୋଟି ଅଦାଲତର,ଦୀର୍ଘ ଦିନରୁ ବିଚାରାଧୀନ ଥିବା ବିଭିନ୍ନ ମକଦ୍ଦମା ର ସମାଧାନ ଏବଂ ଫଇସଲା କରିବା ପାଇଁ ଶନିବାର ଦିନ "ରାଷ୍ଟ୍ରୀୟ ଲୋକ ଅଦାଲତ", ଅନୁଷ୍ଠିତ ହୋଇଯାଇଛି…
Read More...

ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସଂଗଠନ ଗଠିତ ।

ମାଲକାନଗିରି, ୧୦/୦୯(ପିପିଟି): ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ ନିର୍ମଣ ଶ୍ରମିକ ମାନଙ୍କୁ ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ଶତାଧିକ ବ୍ୟକ୍ତି ଯୋଗ…
Read More...

ମଦମୁକ୍ତ ଓଡ଼ିଶା ଲକ୍ଷରେ ବେଗୁନିଆ ବଜାରରେ ପ୍ରଭାତଫେରି।

ବେଗୁନିଆ ,୧୦/୦୯ (ପିପିଟି):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବଜାର ଠାରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ସରକାରଙ୍କ ମଦ ନୀତି ଯୋଗୁଁ ପ୍ରତ୍ୟେକ ଦିନ…
Read More...

ଶନିଶ୍ଚର ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କୋଦଳା,୧୦/୦୯(ପିପିଟି):ଶନିବାର କୋଦଳା ବିଜେ ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପୂଜା ପାଉଥିବା ଶନିଶ୍ଚର ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି । ଦିନସାରା…
Read More...