ବେଲଗୁଣ୍ଠା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ତରଫରୁ ସୋରଡ଼ା ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ।

ବେଲଗୁଣ୍ଠା,୧୮/୦୬(ପିପିଟି):ବେଲଗୁଣ୍ଠା ବ୍ଳକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ତରଫରୁ ନବ ନିର୍ବାଚିତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ସଂଘ ସଭାପତି ବସନ୍ତ କୁମାର ଜେନାଙ୍କ…
Read More...

ବିଭିନ୍ନ ସମସ୍ୟା ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଙ୍କୁ ଭେଟିଲେ ମଜଦୁର ସଂଘର ଜିଲ୍ଲା ସଭାପତି ।

ପୋଲସରା ,୧୮/୦୬(ପିପିଟି):ପୋଲସରା ସହର ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ଭାରତୀୟ ମଜଦୁର ସଂଘ ର ଜ଼ିଲ୍ଲା ସଭାପତି ଡ଼ଃ ଭବାନୀ ଶଙ୍କର ଦାଶ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ…
Read More...

ଅବସରପ୍ରାପ୍ତ ସୁବେଦାର୍ ମେଜର୍ ଙ୍କ ଦେହାନ୍ତ।

ବେଲଗୁଣ୍ଠା, ୧୮/୦୬(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଅବସରପ୍ରାପ୍ତ ସୁବେଦାର୍ ମେଜର୍ ଦଣ୍ଡପାଣି ସାହୁଙ୍କ 65 ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ ଦଣ୍ଡପାଣି କିଛିଦିନ ହେବ ଅସୁସ୍ଥ ହୋଇ…
Read More...

ଗାଁ ଗହଳିରେ ଥିବା ଦୋକାନ ଠାରୁ ବଜାର ପର୍ଯ୍ୟନ୍ତ ପରିବା ଦର ସୀମା ଟପୁଛି।

ବୋଲଗଡ଼,୧୮/୦୬(ପିପିଟି):ବୋଲଗଡ଼ ବଜାର,ରାଜସୁନାଖଳା ବଜାର, ପିଚୁକୁଳି ବଜାର,ନିକଟରେ ଥିବା କଳାପଥର ବଜାର, ଭାପୁରବଜାର ସହିତ ରଣପୁର ବଜାର ଭଳି ମୁଖ୍ୟ ସ୍ଥାନ ଏପରିକି ଗାଁ ଗହଳିରେ ଥିବା ଦୋକାନ ମାନଙ୍କରେ କିଛି ଦିନ ହେଲା…
Read More...

ଭଞ୍ଜନଗରରେ ବିଜେପିର ବିଜୟ ଉତ୍ସବ ପାଳନ; ରାସ୍ତାସାରା ସାଂସଦ ଓ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ।

ଭଞ୍ଜନଗର, ୧୭/୦୬(ପିପିଟି):ଚଳିତ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ବିଜୟଲାଭ କରିଛନ୍ତି।ଗତ ୨୯ବର୍ଷ ଧରି ଏହି ଆସନ ବିଜେଡ଼ି ଦଖଲରେ ଥିଲା।ତେଣୁ ଏହି ବିଜୟରେ…
Read More...

ଚପଲ ଦୋକାନ ରେ ଅଗ୍ନିକାଣ୍ଡ।

ପୋଲସରା ,୧୭/୦୬(ପିପିଟି) : ଆଜି ସ୍ଥାନୀୟ ସିଲ୍ ସାହି ଛକରେ ଥିବା ଭାଇ ଭାଇ ଚପଲ ଦୋକାନ ରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ଚପଲ ପୋଡ଼ି ପାଉଁଶ ହୋଇ ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି…
Read More...

ଶ୍ରମିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଶାନ୍ତ ସୁକିନ୍ଦାକୁ ଅଶାନ୍ତ କରିବାକୁ ବିଜେପିର ଷଡ଼ଯନ୍ତ୍ର ।

ଯାଜପୁର,୧୭/୦୬(ପିପିଟି):ନିର୍ବାଚନ ପରେ ଅଶାନ୍ତ ହୋଇ ଉଠିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ନିର୍ବାଚନ ଫଳ ପ୍ରକାଶ ପରଠାରୁ ବିଜେପି କର୍ମୀ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଦୀର୍ଘ ୩୫ ବର୍ଷ…
Read More...

***ଜୀବନ ଗଣିତ***

ମାତୃ ଗର୍ଭେ ଭୃଣ ହେଲେ ସଞ୍ଚାରିତ ଆରମ୍ଭ ହୁଏ ଗଣିତ ଦଶ ମାସ ଦଶ ଦିନ ପୂର୍ଣ୍ଣ ହେଲେ ଶିଶୁ ହୁଅଇ ସମ୍ଭୁତ....!! ଷଷ୍ଠ ଦିନେ ଷଷ୍ଠୀ ମା' ଆସି ରାତ୍ରେ ଭାଗ୍ୟ ଲେଖଇ କପାଳେ.... ସେହି ଶିଶୁ ମର୍ତ୍ତ୍ୟେ ଲଭିଣ ଜନମ ଦଶା…
Read More...

୧୫ ଗୋଟି ସମ୍ମାନ ପାଇଲେ କବି କେଶବ ଚନ୍ଦ୍ର ନାୟକ ।

ମାଲକାନଗିରି,୧୭/୦୬(ପିପିଟି) :ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଓଡ଼ିଆ ସାହିତ୍ୟ ର ଯେଉଁଠି ସୂର୍ଯ୍ୟାସ୍ତ, ସେଠି ପଙ୍କରୁ ପଙ୍କଜ ଜନ୍ମଦେଲା ଭଳି ଅହରହ ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି କବି କେଶବ ଚନ୍ଦ୍ର ନାୟକ…
Read More...

***ବାପା***

ମା' ଯଦି ପୃଥିବୀ ବାପା ହେଲେ ଆକାଶ ବାପା କେବେ ମୌସୁମୀ ହୋଇ ବର୍ଷିଯାଏ ପୃଥିବୀରେ ଆଉ ବଦଳି ଯାଏ ସବୁ ରଙ୍ଗ ଅବନୀର....!! ବାପା : ସବୁ ଗରଳକୁ ନୀଳକଣ୍ଠ ପରି ପାନ କରିଯାନ୍ତି ଅହରହ ପରିବାରର ଖୁସି ପାଇଁ ଭରି…
Read More...