ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ସାମାଜିକ ସମୀକ୍ଷା ବୈଠକ ।

ସୁବର୍ଣ୍ଣପର ,୦୯/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ତୃତୀୟ ପର୍ଯ୍ୟାୟ ରେ ସୋନପୁର ବ୍ଲକ ମୟୂରଉଡାଣ, ବଲାଡି, ନାରାୟଣପୁର ଗ୍ରାମ…
Read More...

ବିଦେଶରେ ରଥଯାତ୍ରା,ଜଗନ୍ନାଥଙ୍କ ପ୍ରେମରେ ବିଶ୍ୱବ୍ରହ୍ମାଣ୍ଡ।

ଖୋର୍ଦ୍ଧା , ୦୯/୦୭ (ପିପିଟି): "ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ"ତୁ ତାକୁ ଖୋଜିଲେ ସେ ତତେ ଖୋଜିବ ସିଏ ତୋ ହୃଦ ଚନ୍ଦନ ରେ... ଓଡିଆ ଜାତିର ପରିଚୟ ଓ ଗର୍ବ ଗୌରବ ସବୁକିଛି ହେଉଛନ୍ତି କାଳିଆ ଠାକୁର।…
Read More...

ପାତାଳୀ ଶ୍ରୀକ୍ଷେତ୍ର ରେ ମହାସମାରୋହରେ ରଥଯାତ୍ରା ଅନୁଷ୍ଠତ : ଲକ୍ଷାଧିକ ଭକ୍ତଙ୍କ ସମାଗମ ।

ସୁବର୍ଣ୍ଣପୁର ,୦୮/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଟସମଳାଇ ସ୍ଥିତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ଠାରେ ଗତକାଲି ଓ ଆଜି ଦୁଇଦିନ ଧରି ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ…
Read More...

***ସଂସାର ରଥକୁ***

ସଂସାର ରଥକୁ ଟାଣି ଟାଣି ପ୍ରଭୁ ଆୟୂଷ ଗଲାଣି ସରି.... ମୋ ଜୀବନ ରଥ ଟାଣି ନେଏ କାଳିଆ ଯାଆନ୍ତି ସଂସାରୁ ତରି ରେ କାଳିଆ ଯାଆନ୍ତି ସଂସାରୁ ତରି...!! ଏ ମିଛ ସଂସାରେ ନାହିଁ ସୁଖ ଶାନ୍ତି ମାୟାର ଜଞ୍ଜାଳ ଜାଲ....…
Read More...

ବ୍ଲକ ସ୍ତରୀୟ ମାଟ୍ରିକ ମେଧା ସମ୍ବର୍ଦ୍ଧନା ଉତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ।

ବୋଲଗଡ଼, ୦୮/୦୭(ପିପିଟି):ବୋଲଗଡ଼ ଶିକ୍ଷାବ୍ଲକ ଅଧିନସ୍ଥ ୨୮ ଟି ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ୨୦୨୪ମାଟ୍ରିକ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ୨୮ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଏ୧ଗ୍ରେଡ୍‌ଧାରୀଙ୍କୁ…
Read More...

ମହାସମାରୋହରେ ପାଳିତ ହେଲା ସାଗରଗୁଆଁ ରଥଯାତ୍ରା।

ବୋଲଗଡ଼,୦୭/୦୭(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ରେ ୧୮୧୭ ମସିହା ଭାରତ ର ପ୍ରଥମ ସଂଗ୍ରାମର ସହିଦ କାଳିଆ ଭୁଇଁମୁଳ ସ୍ମୃତି ପରିଷଦ ବାଙ୍କୋଇ ସତ୍ ସେବାସଂଘ ସାଗର ଗୁଆଁ ମିଳିତ ଆନୁକୂଲ୍ୟରେ ସାଗରଗୁଆଁ ଠାରେ…
Read More...

ନଶା ମୁକ୍ତ ଭାରତ ଅଭିଯାନ କମିଟି ବୈଠକ ।

ନଶା ମୁକ୍ତ ଭାରତ ଅଭିଯାନ କମିଟି ବୈଠକ, ସଚେତନତା କୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର ,୦୬/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ବୈଠକ ଆଜି ସୁବର୍ଣ୍ଣପୁର…
Read More...

ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ବେଲଗୁଣ୍ଠା, ୦୬/୦୭(ପିପିଟି):ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ…
Read More...

ଲକଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳାରେ ଜାତୀୟ ସେବା ଯୋଜନା ତରଫରୁ ବନମହୋତ୍ସବ ପାଳିତ।

କୋଦଳା,୦୬/୦୭(ପିପିଟି):ଶନିବାର ଲକ୍ଷ୍ମୀନାରାୟଣ ସ୍ନାତକ ମହାବଦ୍ୟାଳୟ କୋଦଳା ପରିସରରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରହିତ୍ୟରେ ବନମୋହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । କାର୍ଯକ୍ରମରେ ବନପାଳ, କୋଦଳା ଅଭିରାମ…
Read More...

ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପନ୍ଦର ଦିନ ହେବ ନଳକୂପ ଅଚଳ ।

ବେଲଗୁଣ୍ଠା,୦୬/୦୭(ପିପିଟି) : ବେଲଗୁଣ୍ଠା ବ୍ଳକ୍ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପନ୍ଦର ଦିନ ଧରି ଗୋଟିଏ ନଳକୂପ ଅଚଳ ଥିବାରୁ ସ୍ଵାସ୍ଥ୍ୟକେନ୍ଦ୍ର କର୍ମଚାରୀ, ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର…
Read More...