ଜିଲ୍ଲା ଫେରାର ଆସାମୀ ଗିରଫ । Devasmita mohanty Jun 17, 2025 0 ପୋଲସରା,୧୭/୦୬ (ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନାର ୨୦୨୫ ମସିହାର ପ୍ରଥମ କେସ ନଂ ୧/୨୦୨୫ ର ଆସାମୀ ପୋଲସରା ସହରର ମିଲ ସାହିର କବିରାଜ ଗୌଡ଼ଙ୍କ ପୁଅ କେରାଣ୍ଡି ଓରଫ ଲକ୍ଷ୍ମଣ ଗୌଡ଼ଙ୍କୁ ଗିରଫ କରାଯାଇ ଜୁନ… Read More...
ଜିଲ୍ଲା ସିଂହାସିନୀ ପୀଠରେ କର୍ତ୍ତବ୍ୟରତ ଆଇଆଇସିଙ୍କୁ ଆକ୍ରମଣ, ୪ ଆସାମୀ ଗିରଫ । Devasmita mohanty Jun 17, 2025 0 ପୋଲସରା ,୧୭/୦୬(ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ମା' ସିଂହାସିନୀ ପୀଠରେ ଜୁନ ୧୫ ତାରିଖ ଦିନ ଦ୍ଵିତୀୟ ରଜପର୍ବ ଉପଲକ୍ଷେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ବେଗୁନିଆପଡା… Read More...
ଜିଲ୍ଲା ଘୁମୁସର ଲେଖିକା ସଂସଦର ରଜ ଉତ୍ସବ । Devasmita mohanty Jun 17, 2025 0 ଭଞ୍ଜନଗର, ୧୭/୦୬(ପିପିଟି):ସୋମବାର ଦିନ ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଘୁମୁସର ଲେଖିକା ସଂସଦର ରଜ ଉତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବରେ ସଂସଦର ସଭାନେତ୍ରୀ ଇ. ମାହେଶ୍ୱରୀ ଦୋରା ସଭାପତିତ୍ବ କରିଥିଲେ।… Read More...
ଜିଲ୍ଲା ଶେଷ ହେଲା ରଜ, ତିନିଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା। Devasmita mohanty Jun 17, 2025 0 ବୋଲଗଡ଼,୧୭/୦୬(ପିପିଟି): ବସୁମତୀ ସ୍ନାନ ହେଉଛି ଓଡିଆ ସଂସ୍କୃତିର ଏକ ପବିତ୍ର ଓ ଆଧ୍ୟାତ୍ମିକ ପର୍ବ ଯାହାକି ବସୁମତୀ ସ୍ନାନ ସହ ଶେଷ ହେଲା ରଜ। ଓଡ଼ିଶାର ଗଣପର୍ବ ରଜର ଆଜି ଚତୁର୍ଥ ଦିନ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ… Read More...
ଜିଲ୍ଲା ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । Devasmita mohanty Jun 16, 2025 0 ସୁବର୍ଣ୍ଣପୁର ,୧୬/୦୬(ପିପିଟି) : ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ଜିଲ୍ଲା ସନ୍ତରଣ ସଂଘର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଉକ୍ତ ଚାମ୍ପିୟନ… Read More...
ଜିଲ୍ଲା ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ପଞ୍ଚାୟତରେ ବୁଲୁଛି ବିକାଶ ବାହନ ରଥ। Devasmita mohanty Jun 16, 2025 0 ପୋଲସରା ,୧୬/୦୬(ପିପିଟି) : ପୋଲସରା ବ୍ଲକର ବେଲଗାଁ , ବୁଢେଇଶୁଣୀ ଓ ସୋଡକ ଭଳି ତିନି ପଞ୍ଚାୟତରେ ବୁଲିଲା ସରକାରଙ୍କ ବିକାଶ ବାହନ ସଚେତନତା ରଥ। ଆଜି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଙ୍କ… Read More...
ଜିଲ୍ଲା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଯାପିତ । Devasmita mohanty Jun 16, 2025 0 ମାଲକାନଗିରି,୧୬/୦୬(ପିପିଟି) :ମାଲକାନଗିରି ଇଣ୍ଡୋର ଷ୍ଟାଡିୟମ ଠାରେ ପ୍ରଥମ ଥର ପାଇଁ ଚତୁର୍ଥ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।ଏହି ବ୍ୟାଡମିଣ୍ଟନ ଚମ୍ପିୟାନସିପ୍… Read More...
ଜିଲ୍ଲା ବିକାଶମେଳା ମଣ୍ଡପରେ ‘ପ୍ରହ୍ଲାଦନାଟକ’ ପ୍ରଦର୍ଶନ ଓ ପରିଶୀଳନ କର୍ମଶାଳା । Devasmita mohanty Jun 16, 2025 0 ବ୍ରହ୍ମପୁର,୧୬/୦୬(ପିପିଟି) : ଗଞ୍ଜାମ ଜିଲ୍ଲା ଲୋକନାଟ୍ୟ ପରମ୍ପରାରେ 'ପ୍ରହ୍ଲାଦନାଟକ' ବା 'ରଜାନାଟକ' ଏକ ଲୋକପ୍ରିୟ ପ୍ରଦର୍ଶନଶୀଳ କଳା ରୂପେ ସ୍ବୀକୃତିଲାଭ କରିଛି । ଜଳନ୍ତରଗଡ଼ ଏହି ଲୋକନାଟକର ଏନ୍ତୁଡ଼ିଶାଳ । ଜଳନ୍ତର… Read More...
ଜିଲ୍ଲା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ; ଥାନାରେ ଏତଲା। Devasmita mohanty Jun 16, 2025 0 ପୋଲସରା,୧୬/୦୬ (ପିପିଟି) :ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୋଲସରା ଥାନା ଅନ୍ତର୍ଗତ ଛଞ୍ଚାଣିଆ ପଲ୍ଲୀ ଗ୍ରାମ ର ପଣ୍ଡି ବେହେରା ଙ୍କୁ ସେହି ଗ୍ରାମର ପଞ୍ଚୁ ବେହେରା ଓ ତାଙ୍କ ପରିବାର ର ଅନ୍ୟ ମାନେ ମାରଣାସ୍ତ୍ର ସାହାଯ୍ୟରେ… Read More...
ଜିଲ୍ଲା ଚିକିତ୍ସାରେ ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ । Devasmita mohanty Jun 16, 2025 0 ମାଲକାନଗିରି,୧୬/୦୬(ପିପିଟି) :ଗତ କାଲି ଅପରାହ୍ନ ସମୟରେ ଏକ ୫ ବର୍ଷର ଶିଶୁକନ୍ୟା ଖେଳିବା ସମୟରେ ପଡିଯାଇ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ୪.୪୫ ସମୟରେ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି… Read More...