ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରୀକ ସମ୍ପର୍କ ସ୍ଥାପନ; ଯୁବକ ଗିରଫ ।

ବେଲଗୁଣ୍ଠା,୦୯/୦୮(ପିପିଟି) : ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମରେ ଜଣେ 22 ବର୍ଷୀୟ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରୀକ ସମ୍ପର୍କ ରଖିବା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍…
Read More...

ବିପଦ ଜନକ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ ଦାବି ।

ସୁବର୍ଣ୍ଣପୁର ,୦୯/୦୮(ପିପିଟି):ବାରମ୍ବାର ଅଭିଯୋଗ ସତ୍ତ୍ବେ ନିର୍ମାଣ ହେଉନାହିଁ ସୁରକ୍ଷା ବାଡ କି ସ୍ଥାନାନ୍ତରଣ କରାଯାଉନାହିଁ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର୍ ।ସୁବର୍ଣ୍ଣପୁର ସହରର ପଟାଭାଡି କୋଶଳ…
Read More...

ଦୁଇ ଚୋର ଗିରଫ; ଟଙ୍କା, ମାରଣାସ୍ତ୍ର ଜବତ ।

ଭଞ୍ଜନଗର,୦୯/୦୮(ପିପିଟି):ଗତ କିଛିଦିନ ହେଲା ବନ୍ଦ ଘରକୁ ଟାର୍ଗେଟ କରି ଚୋରଦଳ ସକ୍ରିୟ ହୋଇ ଉଠିଛନ୍ତି।ଯାହା ଫଳରେ ଭଞ୍ଜନଗର ଥାନାର ଆଖପାଖ ଅଞ୍ଚଳ ସମେତ ଜାମପଲ୍ଲୀ, ଗାମୁଣ୍ଡି,ଗାଲେରୀ ଏବଂ ବେଲଗୁଣ୍ଠାରେ ମଧ୍ୟ ଚୋରି ବୃଦ୍ଧି…
Read More...

ବିଶ୍ଵ ଆଦିବାସୀ ଦିବସ ପାଳିତ ।

ମାଲକାନଗିରି,୦୯/୦୮(ପିପିଟି) :ମାଲକାନଗିରି ଜିଲ୍ଲା ଅନ୍ତର୍ଗତ 'ଆଦର୍ଶ ସ୍ନାତକ ମହାବିଦ୍ୟାଳୟ'ରେ ଆଜି ' ବିଶ୍ୱ ଆଦିବାସୀ ଦିବସ' ଅତ୍ୟନ୍ତ ଜାକଜମକ ସହକାରେ ପାଳନ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା ।…
Read More...

ବିଦ୍ୟାଳୟ ପରିଚାଳନା ପରିଷଦର ଶୁନ୍ୟ ପଦବୀ ପୂରଣ।

ବୋଲଗଡ଼, ୦୯/୦୮(ପିପିଟି):ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦକୁମାର ସ୍ବାଇଁଙ୍କ ଆବାହକତ୍ୱ ଏବଂ ବିନୋଦିନୀ ଦତ୍ତଙ୍କ ପୌରୋହିତ୍ୟରେ ଶିକ୍ଷକ ବିଭୂପ୍ରସାଦମହାପାତ୍ରଙ୍କ ତତ୍ତ୍ଵବଧାନରେ…
Read More...

କନ୍ଧମାଳ ଓ ରାୟଗଡା ଜିଲ୍ଲା ସୀମାନ୍ତରେ ପ୍ରାହେଡିପଙ୍କା ଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ।

ବ୍ରହ୍ମପୁର,୦୯/୦୮(ପିପିଟି): ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଦାରିଙ୍ଗବାଡି ବ୍ଲକ ସାରାମୂଳି ପଞ୍ଚାୟତର ପ୍ରାହାଡପଙ୍କା ଠାରେ ଡିମ୍ଵାଲୁ ନଦୀ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଜନ ସମାବେଶର ଆୟୋଜନ ହୋଇଥିଲା ।…
Read More...

ଆଞ୍ଚଳିକ ମହାବିଦ୍ୟାଳୟରେ ଟେଲିକମ ଓ ସାଇବର ଅପରାଧ ନିରାକରଣ ଜନିତ ଗ୍ରାହକ ସଚେତନତା କର୍ମଶାଳା ।

ବେଲଗୁଣ୍ଠା,୦୯/୦୮(ପିପିଟି):ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ଆନୁକୂଲ୍ୟରେ କ୍ଷତ୍ରିୟବରପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଉଦ୍ଘାଟିତ ହୋଇଯାଇଛି ।…
Read More...

ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ ।

ମାଲକାନଗିରି ,୦୯/୦୮(ପିପିଟି):ଜିଲ୍ଲାରେ ଚଳାଚଳ ହେଉଥିବା ବସ୍ ସେବା ବ୍ୟବସ୍ଥା ନେଇ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ…
Read More...

ଗ୍ରାମୀଣ ନାଟ୍ୟ ଦିବସ ପାଳିତ ।

ବ୍ରହ୍ମପୁର,୦୮/୦୮(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ସ୍ଥାନୀୟ ଗିରିମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ମହାସମାରୋହରେ…
Read More...

ଉଲୁଣ୍ଡା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ତରଫରୁ ଫାଇଲେରିଆ ସଚ଼େନେତା ରଥର ଶୁଭାରମ୍ଭ ।

ସୁବର୍ଣ୍ଣପୁର ,୦୮/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଫାଇଲେରିଆ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଡ଼ାକ୍ତର ମୁକେଶ ମେହେର ସବୁଜ ପତାକା ଦେଖାଇ ଏହି ସଚ଼େନେତା ରଥର…
Read More...