ଧାର ଟଙ୍କାକୁ ନେଇ ଯୁବକଙ୍କୁ ଛୁରା ମାଡ଼।

ପୋଲସରା ,୧୪/୧୦(ପିପିଟି) :ପୋଲସରା ମେଡ଼ିକାଲ ଛକ ନିକଟରେ ଛୁରା ମାଡ଼ରେ ଜଣେ ଯୁବକ ଆହତ ହୋଇ ପୋଲସରା ମେଡ଼ିକାଲରେ ଚିକିତ୍ସିତ ହେଇଥିବା ଜଣାପଡିଛି । ଛୁରା ମାଡ଼ରେ ଆହତ ହୋଇଥିବା ଯୁବ ଜଣଙ୍କ ହେଉଛନ୍ତି ତୋଟା ସାହିର…
Read More...

ବାଙ୍ଗିରିପୋଷି ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ।

ମୟୂରଭଞ୍ଜ,୧୪/୧୦:ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଳୱେ ଷ୍ଟେସନ ନିକଟସ୍ଥ ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଷ୍ଟେସନ ଭିତରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଷ୍ଟେସନର…
Read More...

କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ସମ୍ମିଳନୀ ଗୃହ ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୧୪/୧୦(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କଳିଙ୍ଗନଗର ଉନ୍ନୟନ କତ୍ତୃପକ୍ଷ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି…
Read More...

ଜୀବନ ବୀମା ଅଭିକର୍ତ୍ତା ସଂଘ ପକ୍ଷରୁ ବିକ୍ଷୋଭ।

ପୋଲସରା ୧୪/୧୦(ପିପିଟି) :ଭାରତୀୟ ଜୀବନ ବୀମା ଆସିକା ଶାଖା ଅଭିକର୍ତ୍ତା ସଂଘ ପକ୍ଷରୁ ଆଜି ଜୀବନ ବୀମା ନିଗମ ର ପୋଲସରା ସେଟ୍ ଲାଇଟ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସାଟେଲାଇଟ୍ କାର୍ଯ୍ୟାଳୟ ର…
Read More...

ମୋଟରସାଇକେଲ୍ ସହ ଅଟୋ ଧକ୍କା ; ଅଟୋଚାଳକଙ୍କ ସମେତ ଚାରି ଆହତ ।

ବେଲଗୁଣ୍ଠା,୧୪/୧୦(ପିପିଟି):ବେଲଗୁଣ୍ଠା ଥାନା ଅନ୍ତର୍ଗତ ଟିକରପଡା ନିକଟରେ ବେଲଗୁଣ୍ଠା-ବୁଗୁଡ଼ା ରାସ୍ତାରେ ସନ୍ଧ୍ୟା ପାଞ୍ଚ ଘଣ୍ଟା ତିରିଶି ମିନଟ୍ ସମୟରେ ଏକ ମୋଟରସାଇକେଲ୍ ଏବଂ ଅଟୋ ପରସ୍ପର ଧକ୍କା ହେବା ଫଳରେ ଅଟୋଟି ଓଲଟି…
Read More...

ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କ ମାତୃ ବିୟୋଗ ।

ବେଲଗୁଣ୍ଠା,୧୪/୧୦(ପିପିଟି):ବେଲଗୁଣ୍ଠା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ପ୍ରଶାନ୍ତ କୁମାର ନାୟକଙ୍କ ମାଆ କିଶୋରୀ ନାୟକ (92) ଙ୍କ ରବିବାର ଭୋର୍ ପାଞ୍ଚଟାରେ ନିଜ ଗ୍ରାମ ପାଟୁଳି ସାହିରେ ଦେହାନ୍ତ ଘଟିଛି ।…
Read More...

ଭୋଟ ରାଜନୀତି ପଛରେ ପଡିଛି,ବନ୍ଧୁ ପଣେ ବନ୍ଧା ପଡିଛନ୍ତି ଇଂ ପ୍ରୀତିରଞ୍ଜନ ।

ଯାଜପୁର,୧୪/୧୦(ପିପିଟି):ନିର୍ବାଚନରେ ପରାଜୟ ଜଣେ ରାଜନେତାଙ୍କୁ ମର୍ମାହତ କରିଦିଏ । ପରାଜୟର ଗ୍ଲାନି ତାଙ୍କୁ ବେଶ କିଛି ବର୍ଷ ଲୋକଙ୍କ ପାଖରୁ ଦୁରେଇ ଦିଏ । ହେଲେ ଏହାର ସମ୍ପୂର୍ଣ୍ଣ ଓଲଟା ଚରିତ୍ର ହେଉଛନ୍ତି ରାଜ୍ୟର…
Read More...

ଶକ୍ତି ହରାଉଛି ପୋଲସରା ବିଜେଡି, ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ ନେତା ଓ କର୍ମୀ ।

ପୋଲସରା ୧୩/୧୦(ପିପିଟି):ଶକ୍ତି ହରାଉଛି ବିଜେଡି, ଧୀରେ ଧୀରେ ଦଳ ଦୁର୍ବଳ ହେବାରେ ଲାଗିଛି। ବିଜେଡି ଛାଡ଼ି ବିଜେପିରେ ଅନେକ ନେତା ମିଶୁଥିବା ବେଳେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ଶତାଧିକ ନେତା ଓ କର୍ମୀ…
Read More...

ରଥପୁର ଦୁର୍ଗାପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୩/୧୦(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଦୁର୍ଗାପୂଜା କମିଟି ଓ ମାହେଶ୍ଵରୀ ସେନା ର ମିଲିତ ଆନୁକୁଲ୍ୟରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ…
Read More...

ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ ।

ସୁବର୍ଣ୍ଣପୁର ,୧୩/୧୦(ପିପିଟି) : ସମଗ୍ର ବିଶ୍ୱର କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ନବରାତ୍ରି ଅବସରରେ ଗତ ୩ ତାରିଖରୁ ୧୨ ତାରିଖ ଦଶହରା ଯାଏ ଅନୁଷ୍ଟିତ ହୋଇଥିବା ନବ…
Read More...