ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ।

ବୋଲଗଡ଼,୨୭/୧୦(ପିପିଟି ): ଆଉ କେତେଟା ଦିନ ପରେ ଆଲୋକର ପର୍ବ ଦିପାବଳି ପାଳିତ ହେବାକୁ ଯାଉଛି । ବାତ୍ୟା 'ଦାନା ' ଟଳିବା ପରେ ଦୀପାବଳି ଉତ୍ସାହର ସହ ପାଳନ ହେବା ପାଇଁ ବୋଲଗଡ ଅଞ୍ଚଳରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଭଳି…
Read More...

ଦୁଇ ସପ୍ତାହ ଧରି କଲବଲ କଲାଣି ପାଗଳ ମାଙ୍କଡ଼;ମାଙ୍କଡ ଆକ୍ରମଣରେ ନଅରୁ ଉର୍ଦ୍ଧ୍ବ ଗୁରୁତର ।

ଅମର୍ଦ୍ଦାରୋଡ଼,୨୬।୧୦: ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ ସାନ ଅସ୍ତି ଓ ନାବରା ପଞ୍ଚାୟତ ପାରକଙ୍କୁଡ଼ି ଗ୍ରାମରେ ଗୋଟିଏ ପାଗଳ ମାଙ୍କଡ ଆକ୍ରମଣରେ ନଅରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଗୁରୁତର ଆହତ ହୋଇଛନ୍ତି।ସୂଚନା…
Read More...

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଧାମରା ରେ ରିଲିଫ ବଣ୍ଟନ।

ଧାମରା,୨୬/୧୦:ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଧାମରା ଅଞ୍ଚଳ ଗସ୍ତ କରିଥିଲେ। ଧାମରା ଠାରେ ବାତ୍ୟା ଦାନା ଲ୍ୟାଣ୍ଡ ଫଲ କରିଥିଲା। ଧାମରା ରେ ବାତ୍ୟା ପ୍ରପୀଡ଼ିତଙ୍କୁ ଯୁବ କଂଗ୍ରେସ…
Read More...

ଯାଜପୁର ଜିଲ୍ଲାରେ ବାତ୍ୟା “ଦାନା” ପ୍ରଭାବ ଜନିତ କ୍ଷୟକ୍ଷତି।

ଯାଜପୁର,୨୬/୧୦(ପିପିଟି):ଆଜି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ବି.ଡି.ଓ,ତହସିଲଦାର ଓ କ୍ଷେତ୍ରୀୟ ଅଧିକାରୀ ମାନଙ୍କ ସହିତ ବାତ୍ୟା "ଦାନା" ଜନିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ…
Read More...

ଲଗାଣ ବର୍ଷାରେ ବେହାଲ ଯାଜପୁର ସହର;ଘରେ ପଶିଲା ପାଣି,ଅଗ୍ନିଶମ ବାହିନୀ ଦ୍ୱାରା ଜଳ ନିଷ୍କାସନ ।

ଯାଜପୁର,୨୬/୧୦(ପିପିଟି): ଜିଲ୍ଲାରେ ବାତ୍ୟା ଦାନା ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ହୋଇଛି । ଫଳରେ ବହୁ ତଳିଆ ଅଞ୍ଚଳରେ ବିପୁଳ ବର୍ଷା ଜଳ ଜମି ରହିଛି । ଲଗାଣ ବର୍ଷାରେ ଯାଜପୁର ସହର ମଧ୍ୟ ବେହାଲ ହୋଇଛି । ଯାଜପୁର…
Read More...

କର୍ତ୍ତବ୍ୟ ଆଗରେ ବିଜୟ ପରାଜୟ ମୂଲ୍ୟହୀନ;ବାତ୍ୟା ଦାନା ରେ ହୃଦୟ ଜିତିଲେ ଡ୍ୟାନି ।

ଯାଜପୁର,୨୬/୧୦(ପିପିଟି): କିଛି ରାଜନେତାଙ୍କ ପାଇଁ ବିଜୟ ଓ ପରାଜୟ ବେଶ ମୂଲ୍ୟବାନ । ନିଜର ବିଜୟ ରାଜନେତାଙ୍କୁ ଖୁସି ତ ଦିଏ କିଛି ରାଜନେତାଙ୍କ ପାଇଁ ଅନ୍ୟର ପରାଜୟ ନିଜ ବିଜୟ ଠାରୁ ଅଧିକ ଖୁସି ଦିଏ । ହେଲେ ଏହାର…
Read More...

ମୁର୍ଷୁଣ୍ଢୀ ରେ ନବାହ ପାରାୟଣ ଉଦଯାପିତ ।

ସୁବର୍ଣ୍ଣପୁର ,୨୬/୧୦(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ଠାରେ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ହୋଇଥିବା ନବାହ ପାରାୟଣ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏଥିରେ ପୂଜକ ପ୍ରଦିପ…
Read More...

ପୂର୍ବତନ ବିଧାୟକ ଗାଁ ଗାଁ ବୁଲି ବୁଝିଲେ ଲୋକଙ୍କ ସମସ୍ଯା ।

ଯାଜପୁର,୨୫/୧୦ :ବାତ୍ୟା ଦାନା ଅତିକ୍ରମ କରିଛି ଏବେ ପ୍ରବଳ ବର୍ଷା ହେଉଛି ।ଧର୍ମଶାଳା ବିଭିନ୍ନ ଗାଁ ଗାଁ ଦେଖିବାକୁ ମିଳୁଛି ପୂର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟଙ୍କୁ ନା ଅଛି ହାରିବା ର ଦୁଃଖ ଆଗରୁ ଯେଭଳି ବନ୍ୟା…
Read More...

ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମୁଣ୍ଡରେ ୬ଫୁଟ୍‍ ଉଚ୍ଚର ପାଣି ।

ନୀଳଗିରି,୨୫/୧୦: ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମୁଣ୍ଡରେ ୬ଫୁଟ୍‍ ଉଚ୍ଚର ପାହାଡ଼ ପାଣି ପ୍ରବାହିତ ହୋଇଛି। ବାତ୍ୟା ‘ଦାନା’ ପାଇଁ ଅବିଶ୍ରାନ୍ତ ବର୍ଷା ସୃଷ୍ଟି ହୋଇଥିବାରୁ ଦେବଗିରି ପାହାଡ଼ରୁ ପାଣି…
Read More...

ବାତ୍ୟାରେ ଦୁର୍ବଳ ହେଲା ସାଂସଦ ପ୍ରତାପଙ୍କ ଚାଳ ଛପର ।

ନୀଳଗିରି,୨୫/୧୦: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ଗୋପୀନାଥପୁର ଶାସନସ୍ଥିତ ଚାଳ ଛପର ଘରଟି ବାତ୍ୟା ‘ଦାନା’ ପ୍ରଭାବରେ ଦୁର୍ବଳ ହୋଇ ପଡ଼ିଥିବା ଚର୍ଚ୍ଚା ହୋଇଛି । ବିଧାୟକ, କେନ୍ଦ୍ରମନ୍ତ୍ରୀ, ସାଂସଦ ପ୍ରଭୃତି…
Read More...