ନିଳାଚଳ ଇସ୍ପାତ୍ କାରଖାନା ହତ୍ୟା କାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି କଲେ ପୁର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ।

ଯାଜପୁର,୦୫/୧୧(ପିପିଟି): ରାଜ୍ୟରେ ଶିଳ୍ପ ବିକାଶର ନାରା ଦେଇ ପୁଞ୍ଜି ସଂଗ୍ରହ ପାଇଁ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ବେଶ ତତ୍ପରତା ପ୍ରକାଶ କରିଛନ୍ତି । ରାଜ୍ୟରେ ଶିଳ୍ପ ବିକାଶ ହେଲେ ଖଣିଜ ସଂପଦର ମୂଲ୍ୟଯୁକ୍ତ ବିନିଯୋଗ…
Read More...

ବିଜେପି ଲୋକପ୍ରିୟତା ହରାଇ ଗୁଣ୍ଡାରାଜର ଧମକ ଦେଉଛି ଏନେଇ ବିଜେଡିର ପ୍ରତିବାଦ,ସୁକିନ୍ଦାବାସୀ ଉଚିତ ଜବାବ ଦେବେ ।

ଯାଜପୁର,୦୪/୧୧(ପିପିଟି): ଗତକାଲି ଗଣ ମାଧ୍ୟମରେ ଏକ ବିବୃତି ଦେଇ ବିଜେପି ଯୁବନେତା ବାବୁନି ରାଜ ବିଜେପି ଗୁଣ୍ଡାରାଜ କରିବ ବୋଲି ଖୋଲା ଧମକ ଦେଇଥିଲେ । ଏହା ସହିତ ସେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ…
Read More...

ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୦୪/୧୧(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ଵେଷା…
Read More...

ଓଡିଶା କୃଷକ ସଭାର କୋଦଳା ତହସିଲ ସମ୍ମୁଖରେ ବିକ୍ଷୋଭ ।

ବେଗୁନିଆପଡା,୦୪/୧୧(ପିପିଟି):ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ବେଗୁନିଆପଡା ବ୍ଲକପକ୍ଷରୁ କୋଦଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରାଯାଇଥିଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର…
Read More...

ସୋନପୁର ରେ ଚିତ୍ରଗୁପ୍ତ ପୂଜା ମହାସମାରୋହ ରେ ପାଳିତ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ଆନୁକୁଲ୍ୟରେ କରଣ ସମାଜର ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ଗତ କାଲି…
Read More...

ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନାଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି) : ସୁବର୍ଣ୍ଣପୂର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ। ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ଆହ୍ୱାନ ରେ ଇକୋ କ୍ଲବ ତରଫରୁ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର…
Read More...

ବୋଲେରୋ ଧକ୍କାରେ ବୃଦ୍ଧ ଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ‌ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ବୁଲାଣି ରାସ୍ତାରେ ରବିବାର ସକାଳୁ ଏକ ବୋଲେରୋ ଗାଡ଼ି ଧକ୍କା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି…
Read More...

ସୁବର୍ଣ୍ଣ ସମ୍ବଳ ମହୋତ୍ସବରେ ବଲାଙ୍ଗୀର ତହଁକ କୁଟୁମ୍‌ର କୋସଲି କବିତା ଆସର।

ସୁବର୍ଣ୍ଣପୁର ,୦୪/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ଵର ପୀଠ ଠାରେ ସୁବର୍ଣ୍ଣ ସମ୍ବଳ ମହୋତ୍ସବ ଅବସରରେ ତହଁକ କୁଟୁମ୍‌ ତରଫରୁ ଏକ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି ।…
Read More...

ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା…

ଭୁବନେଶ୍ୱର,୦୪/୧୧(ପିପିଟି): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଚିକିତ୍ସିତ ହେଉଛନ୍ତି । ଲିଭର ସଂକ୍ରମିତ ହୋଇଥବବାରୁ ଦୁଇଜଣ…
Read More...

ତ୍ରିଧାରା ସାହିତ୍ୟ ସଂସଦର କବିତା ପାଠୋତ୍ସବ ଓ ବାର୍ଷିକ ଉତ୍ସବର ସଜବାଜ।

ବ୍ରହ୍ମପୁର,୦୪/୧୧(ପିପିଟି): ସ୍ଥାନୀୟ ଉତ୍କଳ ଆଶ୍ରମ ର ପାଠାଗାର ଗୃହରେ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସରରେ ଉମାଚରଣ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବରେ…
Read More...