ପିପଳପଙ୍କା ଡ୍ୟାମ୍ ବନ୍ଦ ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ପୁରୁଷୋତ୍ତମପୁର ବ୍ଳକରେ ପହଞ୍ଚିଲା ।

ବ୍ରହ୍ମପୁର,୨୨/୦୩(ପିପିଟି): ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ନିର୍ମାଣକୁ ବାତିଲ କରିବା ତଥା ନଦୀଶଯ୍ୟାରୁ ଅବାଧ ବାଲି ଚାଲାଣ ବନ୍ଦ କରିବା ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆଜି…
Read More...

ପାହାଡ଼ ତଳୁ ନର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ ।

ଭଞ୍ଜନଗର, ୨୨/୦୩(ପିପିଟି) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ଖଜୁରୀପଲ୍ଲୀ ଗାଁ ନିକଟ କେଟାମଣି ପାହାଡ଼ ତଳୁ ଶନିବାର ଏକ ନର କଙ୍କାଳ ଠାବ ହୋଇଛି। ଖବର ପାଇ ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନର କଙ୍କାଳ ଜବତ କରିବା…
Read More...

ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ।

କୋଦଳା,୨୧/୦୩(ପିପିଟି): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ଏଥିରେ…
Read More...

ଯାଜପୁର ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ – ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।

ଯାଜପୁର,୨୧/୦୩(ପିପିଟି) : ଯାଜପୁର ଜିଲ୍ଲା ସଦର ମହକୁମାରେ ଓଡ଼ିଶା ଦିବସ - ୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ…
Read More...

***ପଖାଳ ଖିଆ***

ପଖାଳ ଖିଆର ମଜା ପାଖରେ ଗୁଡ଼ାଏ ଭଜା । ଘରଣୀ ହାତର ରନ୍ଧା ହୃଦୟ ପଡ଼ିଛି ବନ୍ଧା । ଗ୍ରୀଷମ ପ୍ରବେଶ ହେଲା ପଖାଳେ ଚିତ୍ତ ବଳିଲା । ଖଟା ଦହି ସାଥେ ପ୍ରୀତି ତୋରାଣି ତୃଷା ର ସାଥୀ । ଲେମ୍ବୁ କାକୁଡିର ମେଳ ଭାଙ୍ଗେ…
Read More...

ଧାମରାରେ ଅଲିଭ ରିଡଲେକଇଁଛ ଏବଂ ଡ଼ଲଫିନ ସୁରକ୍ଷା ପାଇଁ ସମୁଦ୍ର ମୁହାଣରେ ସଚେତନତା ଶିବିର।

ଧାମରା,୨୧/୦୩ : ବିଶ୍ୱରେ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଏବଂ ବିରଳ ପ୍ରଜାତି ର ବଟଲ ନୋଜ ଇର ୱାଡି ଡ଼ଲଫିନ ମାନଙ୍କ ସୁରକ୍ଷା ଏବଂ ଉପକୁଳ ସମୁଦ୍ର ତଟ ର ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ଭଦ୍ରକ ଏ ସିଏଫ ସୁମିତ…
Read More...

ବାଲିଛାଇର ୫୦ରୁ ଉର୍ଦ୍ଧ୍ୱ ଦଳିତ ପରିବାରକୁ ନ୍ୟାୟ ଦେବାରେ ସରକାର ବ୍ୟର୍ଥ; ମାର୍ଚ୍ଚ ୨୫ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବ୍ରହ୍ମପୁର,୨୧/୦୩(ପିପିଟି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ବାଲିଛାଇ ଗ୍ରାମରେ ଗତ ୨୦୦୦ ମସିହାରେ କିଛି ସବର୍ଣ୍ଣ ଲୋକ ଗାଁର ଦଳିତ ଲୋକଙ୍କ ଉପରେ ସଂଘବଦ୍ଧ ହୋଇ ସାମାଜିକ ବାସନ୍ଦ କରିବା ସହ ମରଣାତ୍ମକ ଆକ୍ରମଣ କରି…
Read More...

ଗୋବରାରେ ଅଷ୍ଟଦଣ୍ଡ ନିମନ୍ତେ ପ୍ରସ୍ତୁତି ବୈଠକ ।

ବେଲଗୁଣ୍ଠା, ୨୧/୦୩(ପିପିଟି) : ଆସନ୍ତା ଏପ୍ରିଲ ମାସ ଆଠ ତାରିଖରେ ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମରେ ଅନୁଷ୍ଠିତ ହେବ ଅଷ୍ଟଶମ୍ଭୁ ମହା ମିଳନ । ଏହି ଅଷ୍ଟ ଶମ୍ଭୁ ମହା ମିଳନ କାର୍ଯ୍ୟକ୍ରମରେ…
Read More...

ଆନ୍ଦୋଳନରେ ଏନଏଚଏମ୍ କର୍ମଚାରୀ; ରୋଗୀସେବା ବାଧାପ୍ରାପ୍ତ ।

ଭଞ୍ଜନଗର, ୨୧/୦୩(ପିପିଟି) : ଓଡ଼ିଶା ସ୍ୱାସ୍ଥ୍ୟମିଶନ ପରିଚାଳନା କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଗତ ମାର୍ଚ୍ଚ ୧୦ ତାରିଖରୁ ଆନ୍ଦୋଳନରେ ଜାତୀୟ ସ୍ବାସ୍ଥ୍ୟ ମିସନ କର୍ମଚାରୀମାନେ ବସିଛନ୍ତି। ୟା ଭିତରେ ୧୨ ଦିନ ବିତିଯାଇଥିଲେ…
Read More...

ଲାଲ ସିଂ ନର୍ସରୀରେ ବିଶ୍ୱ ବନଦିବସ ପାଳିତ; ଜଙ୍ଗଲ ଓ ଖାଦ୍ୟ ଉଭୟ ପରିପୁରକ ।

ଭଞ୍ଜନଗର, ୨୧/୦୩(ପିପିଟି) : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶୁକ୍ରବାର ଲାଲସିଂ ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ଠାରେ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି। ଏସିଏଫ ରଶ୍ମି ରଞ୍ଜନ ସ୍ୱାଇଁ ଏଥିରେ ଅଧ୍ୟକ୍ଷତା…
Read More...