ଆଇଡି଼ଆଲ କୋଚିଂ ସେଣ୍ଟର୍ ବାର୍ଷିକ ଶିଶୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ବୋଲଗଡ,୧୫/୧୧(ପିପିଟି) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ମଲ୍ଟି ଆଇଡ଼ିଆଲ କୋଚିଂ ସେଣ୍ଟର ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ବାର୍ଷିକ ଶିଶୁ ସମ୍ବର୍ଦ୍ଧନା ଉତ୍ସବ ଆଦର୍ଶ ଶିକ୍ଷା କେନ୍ଦ୍ର ପରିସରରେ ଅନୁଷ୍ଠିତ…
Read More...

ଘୁମୁସର ଲେଖିକା ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ।

ଭଞ୍ଜନଗର, ୧୫/୧୧(ପିପିଟି) :ଘୁମୁସର ଲେଖିକା ସଂସଦ ତରଫରୁ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ଲୋହରାଖଣ୍ଡି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସଦସ୍ଯାମାନେ କଦଳୀ ପଟୁଆରେ ଧୂପ,ଦୀପ…
Read More...

ପ୍ରଣାମ ଭାରତର ଦ୍ବିବାର୍ଷିକ ବୋଇତ ବନ୍ଦାଣ ସମାରୋହ;ସୁବର୍ଣ୍ଣରେଖାରେ ମଙ୍ଗଳାରତି ଓ ସୂର୍ଯ୍ୟପୂଜନ ।

ଅମର୍ଦ୍ଦାରୋଡ଼,୧୫/୧୧: ଆମ ଉତ୍କଳୀୟ ନୌବାଣିଜ୍ୟରେ ସ୍ମୃତି ବହନ କରି କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚୁକର ସମାପନୀ ଦିବସ ଅବସରରେ ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ବେଣାପୁରାସ୍ଥିତ ସୁବର୍ଣ୍ଣରେଖା…
Read More...

ମହାନ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ଯାଜପୁର,୧୫/୧୧(ପିପିଟି): ମହାନ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି । ଏହି ଅବସରରେ ସୁକିନ୍ଦା ବ୍ଲକ, ଦୁଧୁଯୋରି ପଞ୍ଚାୟତ ମଙ୍ଗଳପୁର ସ-ମିଲ ସାହିରେ ଥିବା ମହାନ ସ୍ୱାଧୀନତା…
Read More...

ଦୁର୍ଦ୍ଦଶା ନାଟକର ସଫଳ ରୂପାୟନେ ଆଦିବାସୀ ଦର୍ଶକ ବିମୋହିତ ।

ବ୍ରହ୍ମପୁର,୧୫/୧୧(ପିପିଟି):ସୁହାନୀ କ୍ରିଏସନ୍, ସୁରଳ ପ୍ରଯୋଜିତ ଆଦିବାସୀ ଜନ ଜୀବନର ନିଚ୍ଛକ କାହାଣୀ ଆଧାରିତ ନାଟକ 'ଦୁର୍ଦ୍ଦଶା' ଭରପୁର ଆଦିବାସୀ ଦର୍ଶକଙ୍କୁ ବିମୁଗ୍ଧ କରିବାରେ ସକ୍ଷମ ହୋଇପାରିଛି। ଗଜପତି ଜିଲ୍ଲା ବଣ…
Read More...

କାର୍ତ୍ତିକ ପୁର୍ଣ୍ଣିମାରେ କୋଦଳା ଅଞ୍ଚଳର ଶୈବ ମନ୍ଦିର ଲୋକାରଣ୍ୟ ।

କୋଦଳା,୧୫/୧୧(ପିପିଟି):ଧର୍ମମାସ ମହା କାର୍ତ୍ତିକର ଶେଷଦିନ ତଥା କାର୍ତ୍ତିକ ପୁର୍ଣ୍ଣିମାରେ କୋଦଳା ତଥା ବେଗୁନିଆପଡା ଅଞ୍ଚଳ ର ସମସ୍ତ ଶୈବମନ୍ଦିର ରେ ଭକ୍ତଙ୍କ ଗହଳି ଲାଗିରହିଛି । କୋଦଳା ଅଞ୍ଚଳର ଆରାଧ୍ୟ ଦେବତା ବାବା ଶ୍ରୀ…
Read More...

ବୋଇତ ବନ୍ଦାଣ ଉତ୍ସବରେ ସମୁଦ୍ରକୁ ବୁଲିବାକୁ ଯାଇଥିବା ଯାତ୍ରୀଙ୍କ ବୋଟ ଫସିଲା ।

ବାସୁଦେବପୁର,୧୫/୧୧: ଚୁଡାମଣି ଘାଟ ମୁହାଣରୁ ସମୁଦ୍ରକୁ ବୁଲେଇବାକୁ ଯାଇଥିବା ଯାତ୍ରୀଙ୍କ ବୋଟ ଫସିଛି। ଭଟା ଜୁଆର ପାଇଁ ବୋଟରେ ଥିବା ଶତାଧିକ ଯାତ୍ରୀ ୪ ଘଣ୍ଟା ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା, ଶିଶୁ, ଯୁବକ ଓ…
Read More...

ବୀର୍ସା ମୁଣ୍ଡାଙ୍କ ଲଢେଇ କମ୍ପାନୀ ଠାରୁ ଆଦିବାସୀଙ୍କ ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ଉଦ୍ଧିଷ୍ଟ ଥିଲା ।

ଗୁଣପୁର,୧୫/୧୧(ପିପିଟି):ଭାରତର ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ମହାନ୍ ଯୋଦ୍ଧା ତଥା ଜମି ଜଙ୍ଗଲ ଓ ସ୍ଵାଧୀନତା ପାଇଁ ଆଦିବାସୀଙ୍କ ଐତିହାସିକ ବିଦ୍ରୋହ "ଉଲଗୁଲାନ୍"ର ମହାନାୟକ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ…
Read More...

ନୂଆଁଗଡ଼ ସ୍ଥିତ ହନୁମାନ ମନ୍ଦିରର ବାର୍ଷିକୋତ୍ସବ ଅନୁ୍ଷ୍ଠିତ ।

କୋଦଳା,୧୫/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଁଗଡ଼ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପରିସରରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବାର୍ଷିକୋତ୍ସବ ଅନୁ୍ଷ୍ଠିତ…
Read More...

ଅଷ୍ଟ ପ୍ରହରୀ ନାମଯଜ୍ଞରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା,୧୫/୧୧(ପିପିଟି):ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲିଆ,ତାଳସାକର,ପଙ୍କଳସାହି, ଚଣ୍ଡିରାମଚନ୍ଦ୍ରପୁର ,ଉଦୟପୁର ଓ ବିରଞ୍ଚିପୁର ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଅଷ୍ଟ…
Read More...