ନିଖିଳ ଉତ୍କଳ ଖରୁଡା ସମାଜର ବୈଠକ ।

ଭଞ୍ଜନଗର, ୨୫/୧୧(ପିପିଟି) : ନିଖିଲ ଉତ୍କଳ ଖରୁଡା ସମାଜର ବନ୍ଧୁ ମିଳନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଭଞ୍ଜନଗର ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ଭଞ୍ଜନଗର, କନ୍ଧମାଳ ଓ ନୟାଗଡ ଅଞ୍ଚଳରୁ…
Read More...

ମାଲକାନଗିରି ବରିଷ୍ଠ ବିଜେଡ଼ି ନେତାଙ୍କ ବିଜେପିରେ ମିଶ୍ରଣ ।

ମାଲକାନଗିରି,୨୫/୧୧(ପିପିଟି) :ମାଲକାନଗିରି ଜିଲ୍ଲା ର ବିଜେଡି ନେତା ତଥା ଜିଲ୍ଲା ଉପଦେଷ୍ଟା ଲେଖକ, କବି ତଥା ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ବରିଷ୍ଠ ନେତା ପୂର୍ବତନ ରାଜ୍ୟସଭା କାର୍ଯ୍ୟକାରେଣି ସଦସ୍ୟ ହିମାଂଶୁ…
Read More...

ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।

ବ୍ରହ୍ମପୁର,୨୫/୧୧(ପିପିଟି): ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାକ୍ତର…
Read More...

ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ : ବବି ।

ଯାଜପୁର,୨୪/୧୧(ପିପିଟି) :ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ। ମାଙ୍କ ପ୍ରକଳ୍ପ…
Read More...

ଧର୍ମଶାଳା ବିଧାୟକଙ୍କ ଆକ୍ରମଣର କୌଣସି ପ୍ରମାଣ ନାହିଁ ଯଦି ଅଛି ଦେଖାନ୍ତୁ : ବିଜେଡି ।

ଭୁବନେଶ୍ୱର,୨୪/୧୧ : ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ପାଞ୍ଚ ମାସ ପୁରିଯାଇଥିଲା ବେଳେ, ରାଜ୍ୟର ଆଇନ ଶୃଙ୍ଖଳା କେବଳ ବିପର୍ଯ୍ୟସ୍ତ ହୋଇନି, ରାଜ୍ୟ ପୁଲିସ ବାହିନୀକୁ ସରକାରୀ ଗୁଣ୍ଡା ଭାବେ ବ୍ୟବହାର କରାଯାଉଛି ବୋଲି…
Read More...

ସରିଲା କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବେପାର ।

କଟକ,୨୪/୧୧: ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା । ଗତକାଲି ଥିଲା ଉଦଯାପନୀ ସନ୍ଧ୍ୟା । ୯ ଦିନ ଧରି ମହାନଦୀ ପଠାରେ ଜମିଥିଲା କିଣାବିକାର ମେଳା । ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ପ୍ରତିବର୍ଷ କରି…
Read More...

ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ : ଆଇନ ମନ୍ତ୍ରୀ ହରିଚନ୍ଦନ ।

ପୁରୀ,୨୪/୧୧ :ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି, ଗଣତି ମଣତି । ଜିପିଆରଏସ ରିପୋର୍ଟ ଆସିବା ପରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ…
Read More...

ଶ୍ରୀ ସତ୍ୟ ସାଇବାବାଙ୍କ ୯୯ତମ ଜୟନ୍ତି ମହାସମାରୋହରେ ପାଳିତ ।

ବେଲଗୁଣ୍ଠା-୨୪/୧୧-ବେଲଗୁଣ୍ଠା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଅଛି ।ଦୁଇ ଦିନ ଧରି ଏହି ମହୋତ୍ସବ ପାଳିତ ହୋଇଥିଲା ।୨୨ ତାରିଖ ଦିନ ଭଗବାନ…
Read More...

ବିଜେଡି ଛାଡ଼ି ବିଜେପିରେ ମିଶିଲେ ୫୦୦ ଉର୍ଦ୍ଧ୍ବ ନେତା ଓ କର୍ମୀ।

ପୋଲସରା ୨୪/୧୧(ପିପିଟି):ଶକ୍ତି ହରାଉଛି ବିଜେଡି, ଧୀରେ ଧୀରେ ଦଳ ଦୁର୍ବଳ ହେବାରେ ଲାଗିଛି। ବିଜେଡି ଛାଡ଼ି ବିଜେପିରେ ଅନେକ ନେତା ମିଶୁଥିବା ବେଳେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ବିଜେପି ୫୦୦ରୁ…
Read More...