ସୁଶାସନ ଦିବସରେ ବାଜପେୟୀଙ୍କ ସ୍ମୃତିଚାରଣ ।

ଭଞ୍ଜନଗର/ସୋରଡ଼ା,୨୫/୧୨(ପିପିଟି):ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ,ଲବ୍ଧ ପ୍ରତିଷ୍ଠିତ ଲେଖକ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ମନେ ପକାଇଛନ୍ତି ଭଞ୍ଜନଗରର ଭାଜପା କର୍ମୀ। ବାଜପେୟୀଙ୍କ…
Read More...

ଶାନ୍ତିସ୍ରୋତ ଭବନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର  ।

ଭଞ୍ଜନଗର, ୨୫/୧୨(ପିପିଟି) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଶାନ୍ତି ସ୍ରୋତ ଭବନରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ତରଫରୁ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।…
Read More...

କୃଷି ଓ ରାଜସ୍ବ ବିଭାଗର ମିଳିତ କ୍ଷୟକ୍ଷତି ଆକଳନ।

ବୋଲଗଡ଼,୨୫/୧୨(ପିପିଟି)ବୋଲଗଡ଼ ବ୍ଲକର ପ୍ରାୟ ସମସ୍ତ ଚାଷ ବିଲରେ ଲଘୁଚାପ ଜନିତ ତିନିଦିନିଆ ଲଗାଣ ବର୍ଷା କାରଣରୁ କଟା ହୋଇ ଜମିରେ ପଡ଼ିଥିବା ଧାନ କିମ୍ବା ବିଡ଼ା ବନ୍ଧା ହୋଇ ଗଦା ଧାନ ଓଦା ହୋଇ ନଷ୍ଟ ହୋଇ ଯାଇଛି।ତେବେ ଏହି…
Read More...

ରେଳ ଧାରଣରେ ପଡିଛି ଅଚିହ୍ନା ମୃତଦେହ।

ବାଙ୍ଗିରିପୋଷି,୨୫/୧୨: ବାଙ୍ଗିରିପୋଷି ଜ୍ୟୋତି ଆଇଟିଆଇ ଅନତି ଦୂରରେ ରେଳ ଧାରଣରେ ପଡିଛି ମୃତଦେହ। ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ। ମୃତକ ମୁହଁ ମାଡ଼ି ପଡ଼ିଥିବାରୁ ପରିଚୟ ଜଣାପଡି ନାହିଁ। ଆରପିଏଫ ପୁଲିସ ଘଟଣା…
Read More...

ବ୍ୟାଙ୍କ ଲକର ଭାଙ୍ଗି ଚୋରୀ ଉଦ୍ୟମ ।

ସିମୁଳିଆ,୨୫/୧୨: ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ବ୍ୟାଙ୍କ ଝରକା ଭାଙ୍ଗି ଚୋରୀ ଉଦ୍ୟମ କରି ବିଫଳ ହେବାରୁ ଲକରରେ ନିଆଁ ଲଗାଇ ଫେରାର । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ…
Read More...

ଅଚିହ୍ନା ଖପୁରି ଉଦ୍ଧାର ।

ବାସୁଦେବପୁର,୨୪/୧୨: ଅଚିହ୍ନା ଖପୁରି ଉଦ୍ଧାର । ଏମିତି ଘଟଣା ବାସୁଦେବପୁର ଥାନା ଅଧୁନ ବରଣ୍ଡୁଆ ପଞ୍ଚାୟତର ଉତ୍କଳମଣୀ ସଂସ୍କୃତ ମହାବ୍ୟାଳୟ ନିକଟ କେନାଲରେ ବୋଲି ଜଣାପଡିଛି । କେନାଲ ମାଛ ମାରୁଥିବା କେତେଜଣ ସ୍ଥାନୀୟଲୋକଙ୍କ…
Read More...

ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା ।

ବ୍ରହ୍ମପୁର,୨୪/୧୨(ପିପିଟି): କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ କତିପୟ କଳା ଓ କଳାକାର ହିତୈଷୀ ଦାବି ନେଇ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ…
Read More...

ଋଷିକୂଲ୍ୟା ଡ୍ୟାମ୍ ପାଇଁ ଜନଶୁଣାଣିରେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ।

ସୋରଡା,୨୪/୧୨(ପିପିଟି):ଆଜି ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ବହୁ ଚର୍ଚ୍ଚିତ ଜନଶୁଣାଣି ଶିବିର ଗାଜରବାଡ଼ି ପଞ୍ଚାୟତ ଅଫିସରେ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ବର୍ଷା,…
Read More...

ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ “ଉଲ୍ଲାସବୋଧ” ଅନୁଷ୍ଠିତ ।

ପୋଲସରା, ୨୪/୧୨(ପିପିଟି) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ହାତୀଓଟ ଗ୍ରାମର ଓଡିଶା ଆଦର୍ଶ ବିଦ୍ୟାଳୟ(OAV)ର ୨୦୨୪ ବାର୍ଷିକ ଉତ୍ସବ ଉଲ୍ଲାସବୋଧ (EUPHORIA) ଡିସେମ୍ବର ୨୩ ତାରିଖ ଦିନ ବିଦ୍ୟାଳୟର ପ୍ରିନ୍ସପାଲ…
Read More...

ଗୁରୁକୃପା ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଭଞ୍ଜନଗର, ୨୪/୧୨(ପିପିଟି) : ଭଞ୍ଜନଗର କଲେଜ ରୋଡ଼ରେ ଥିବା ଗୁରୁକୃପା ଆବାସିକ ବିଦ୍ୟାଳୟରେ ସମ୍ପାଦକ ସୁବ୍ରତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆଜି ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି…
Read More...