ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

ପୋଲସରା ୩୧/୧୨(ପିପିଟି):ପୋଲସରା ବ୍ଲକରେ ଗତ ଅଦିନିଆ ଲଗାଣ ବର୍ଷାରେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଏହି ଲଗାଣ ବର୍ଷାରେ ବର୍ଷକର ଅମଳକ୍ଷମ ଧାନ, ପନିପରିବା ଓ ରବି ଫସଲ ପାଇଁ ବୁଣା…
Read More...

ଆଓଲା’ର ୫୩ତମ ସମ୍ମିଳନୀ ଉଦଯାପିତ; ଏକତା ରହିଲେ ସଙ୍ଗଠନ ସୁଦୃଢ଼ ହେବ ।

ଭଞ୍ଜନଗର, ୩୦/୧୨(ପିପିଟି):ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସ୍ତରୀୟ ୫୩ତମ ବାର୍ଷିକ ସମ୍ମଳନୀ ସୋମବାର ଉଦ୍ଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି…
Read More...

ବେଲଗୁଣ୍ଠା କଂଗ୍ରେସ୍ ଟିମ୍ ର କ୍ଷତିଗ୍ରସ୍ତ ଧାନ କ୍ଷେତ ପରିଦର୍ଶନ ; ସରକାରଙ୍କ ଉଦାସୀନତା ନେଇ ଉଦ୍‌ବେଗ ପ୍ରକାଶ ।

ବେଲଗୁଣ୍ଠା,୩୦/୧୨(ପିପିଟି): ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ କଂଗ୍ରେସ୍ ର ଏକ ଟିମ୍ ବେଲଗୁଣ୍ଠା ବ୍ଳକ୍ ରେ ବିଭିନ୍ନ ପଂଚାୟତରେ ଗତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଧାନ…
Read More...

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର କ୍ଷତିପୂରଣ ପ୍ରଦାନ ଦାବିରେ ଏଆଇକେଏମଏସ୍ ପକ୍ଷରୁ ଦିଗପହଣ୍ଡି ତହସିଲଦାରଙ୍କ…

ଦିଗପହଣ୍ଡି,୩୦/୧୨(ପିପିଟି): ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ପାଇଁ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଦିଗପହଣ୍ଡି ତହସିଲଦାରଙ୍କୁ ଭେଟି ଆଲୋଚନା…
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ।

ସୁବର୍ଣ୍ଣପୁର ,୨୯/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତସୁବଳୟା ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ…
Read More...

କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି ।

ସୁବର୍ଣ୍ଣପୁର ,୨୯/୧୨(ପିପିଟି):ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପାଇବେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର…
Read More...

ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳୀ ଭାରତ ସ୍ବାଭିମାନ ପ୍ରଭାରୀ ତଥା ଯୋଗ ପ୍ରଶିକ୍ଷକ ମନୋଜ୍ ପଣ୍ଡା ସମ୍ବର୍ଦ୍ଧିତ ।

ସୁବର୍ଣ୍ଣପୁର ,୨୯/୧୨(ପିପିଟି):ବଲାଙ୍ଗିର ଜିଲ୍ଲା ର ରାଧାରାଣୀ ପଡ଼ା ଜଗନ୍ନାଥ ନଗର ସ୍ଥିତ ଶ୍ରୀ ଜଗଦିଶ ଯୋଗ କେନ୍ଦ୍ର ଦ୍ବାରା ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳୀ ଭାରତ ସ୍ବାଭିମାନ ପ୍ରଭାରୀ ତଥା ଯୋଗ ପ୍ରଶିକ୍ଷକ ମନୋଜ…
Read More...

ପି.ନୂଆଗାଁ ରେ ମହନ୍ତ ରାଘବ ଦାସ ମହାରାଜଙ୍କ ୪୪ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ।

କୋଦଳା,୨୯/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଂଚାୟତର ପି. ନୂଆଗାଁ ସ୍ଥିତ ଭାଗବତ ମଠ ପରିସରରେ ମହନ୍ତ ରାଘବ ଦାସ ମହାରାଜଙ୍କ ୪୪ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଯାଇଛି ।…
Read More...