ସିଦ୍ଧେଶ୍ଵର ପଞ୍ଚାୟତରେ ଅମ୍ବୃତ ସରୋବର ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ।

ଦିଗପହଣ୍ଡି , ୧୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ସିଦ୍ଧେଶ୍ଵର ପଞ୍ଚାୟତରେ ୨ ବର୍ଷ ତଳେ ଏକ ଅମ୍ବୃତ ସରୋବର ନୂତନ ଭାବେ ନିର୍ମିତ ହୋଇଛି । ୨ ବର୍ଷ ହେଲା ଏହି ନୂତନ ସରୋବର ନିର୍ମିତ ହୋଇଥିବା…
Read More...

ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଉଦଘାଟିତ ହୋଇଯାଇଛି।

ପୋଲସରା, ୧୫/୦୧(ପିପିଟି) : ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ରମାରଦା ମହୋତ୍ସବ  ଗତକାଲି ଉଦଘାଟିତହୋଇଯାଇଛି। ଉକ୍ତ ତ୍ରି ଦିବସୀୟ ମହୋତ୍ସବ ପରିଚାଳନା ପରିଷଦ ସଭାପତି ତଥା ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ, ପଶୁ ସମ୍ପଦ ବିକାଶ, ଅତି…
Read More...

୧୯୯୪ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ  ବନ୍ଧୁମିଳନ ।

ଭଞ୍ଜନଗର, ୧୫/୦୧(ପିପିଟି):ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ଼ କବିସମ୍ରାଟ ବିଦ୍ୟାପୀଠ 1994 ମ୍ୟାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ ତିରିଶ ବର୍ଷ ପରେ ପୁରାତନ ଛାତ୍ର ବୁଲୁ ସାହୁ, ଲଷ୍ମୀ ବେହେରା, ସୁନୀଲ…
Read More...

ମୃତକଙ୍କ ବାସଭବନକୁ ଯାଇ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।

ବୁଗୁଡା,୧୪/୦୧(ପିପିଟି): ବୁଗୁଡ଼ା ବ୍ଲକ୍ ବେଲପଡ଼ା ଗ୍ରାମର ଶୁକଦେବ ସ୍ୱାଇଁ (ବୟସ - ୨୭) ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ପୂର୍ବତନ ମନ୍ତ୍ରୀ…
Read More...

ଶିଶୁକୁ ନିଜର ୭୪ତମ ରକ୍ତଦାନ କଲେ ସାମ୍ବାଦିକ ଜୟକୃଷ୍ଣ ।

ଭଞ୍ଜନଗର, ୧୪/୦୧(ପିପିଟି):ପେଷା ସାମ୍ବାଦିକତା ହେଲେ ନିଶା ସମାଜସେବା।ଏଭଳି ଜଣେ ବ୍ୟକ୍ତି ହେଲେ ରିଓ ଚ୍ୟାନେଲର ଉପଖଣ୍ଡ ପ୍ରତିନିଧି ଜୟକୃଷ୍ଣ ପଟ୍ଟନାୟକ।ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ।ସମାଜସେବା ବ୍ୟତୀତ ସେ ଜଣେ…
Read More...

ଭଞ୍ଜନଗର ପୋଲିସ ପେଟ୍ରୋଲିଂ ବେଳେ ଧରିଲା ଗଞ୍ଜେଇ ।

ଭଞ୍ଜନଗର, ୧୪/୦୧(ପିପିଟି):ଗତକାଲି ମଧ୍ୟରାତ୍ରୀରେ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି,ଏଏସଆଇ ରୁଦ୍ର ପ୍ରସାଦ କହ୍ନର ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ମୁଜାଗଡ଼ ପାଖରେ ପେଟ୍ରୋଲିଂ ଏବଂ ଗାଡି ଚେକିଂ କରୁଥିବାବେଳେ…
Read More...

ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ।

ବ୍ରହ୍ମପୁର,୧୪/୦୧(ପିପିଟି):ଫକୀର ମୋହନ ସେନାପତି ଓଡିଶା ସାହିତ୍ୟ ଜଗତ ର ଅମୁଲ୍ୟ ରତ୍ନ ଥିଲେ, ତାଙ୍କର ରଚିତ ଛ ମାଣ୍ ଆଣ୍ଠ ଗୁଣ୍ଠ, ରେବତୀ, ସୁନା ବୋହୁ, ଡାକ ମୁନୁସୀ, ଧୁଳିଆ ବାବା ଇତ୍ୟାଦି ଅନେକ ଉପନ୍ୟାସ ଆଜିବି ଅମୁଲ୍ୟ…
Read More...

ଝୁମ୍ପୁରାରେ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

କେନ୍ଦୁଝରଗଡ,୧୫/୦୧:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଝୁମ୍ପୂରା ଠାରେ ଏକ ନବନିର୍ମିତ ସେତୁର ଉଦଘାଟନ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା…
Read More...

ଆୟାନୀ ଡାନ୍ସ ଏକାଡେମୀ ତରଫରୁ ଡିସେମ୍ବର ଧମାକା ୨୦୨୫ ସାଂସ୍କୃତିକ ଉତ୍ସବ ।

ବ୍ରହ୍ମପୁର,୧୪/୦୧(ପିପିଟି):ଆଇଟିଆଇ ଅଡିଟରିଅମ୍ ଠାରେ ଆୟାନୀ ଡାନ୍ସ ଏକାଡେମୀ ଓ ରେନବୋ ପ୍ଲେ ସ୍କୁଲ ତରଫରୁ ଆୟୋଜିତ ଡ଼ିସେମ୍ବର ଧମାକା ୨୦୨୫ ସାଂସ୍କୃତିକ ଉତ୍ସବ ଦର୍ଶକ ମାନଙ୍କୁ ଅଧିକ ଉତ୍ସାହିତ କରିଛି, । ଏକାଡେମୀ ର…
Read More...