ସିଂଘିଯୁବା ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ।

ସୁବର୍ଣ୍ଣପୁର ୧୯/୦୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥାନୀୟ ଆଂଚଳିକ ଉଚ୍ଚ ବିଦ୍ୟାଳୟ, ସିଂଘିଯୁବା ପ୍ରାଙ୍ଗଣରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ…
Read More...

ଆଗାମୀ ୧୫ତମ ମତଦାନ ଦିବସର ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ସୁବର୍ଣ୍ଣପୁର ,୧୯/୦୧(ପିପିଟି) : ଜାନୁୟାରୀ ୨୫ରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ୧୫ତମ ମତଦାନ ଦିବସ। ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର…
Read More...

‛ଆଟା’ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଟ୍ୱିଟର ଉପରେ ପ୍ରାଧାନ୍ୟ ଦିଅନ୍ତୁ ସରକାର ।

ଯାଜପୁର,୧୯/୦୧(ପିପିଟି):ଆଜିର ଅତ୍ୟାଧୁନିକ ଯୁଗରେ ସୋସିଆଲ ମିଡିଆର ଚାହିଦା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଭିତ୍ତି କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର କରୁଥିବାର ନଜର ଆସୁଛି। ଯେ…
Read More...

ସ୍ଵାମୀ ବିବକାନନ୍ଦ ଶିଶୁ ମନ୍ଦିରରେ ରୌପ୍ୟଜୟନ୍ତୀ ପାଳିତ ।

ବେଲଗୁଣ୍ଠା,୧୯/୦୧(ପିପିଟି):ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଅନୁଷ୍ଠାନ ର ସଭାପତି ମାଧବ ଚନ୍ଦ୍ର ଆପଟ ଙ୍କ ସଭାପତିତ୍ବ ରେ 25 ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳନ ହୋଇ ଯାଇଅଛି। ମୁଖ୍ୟ ଅତିଥି ଙ୍କ…
Read More...

ଆସନ୍ତା ଭବିଷ୍ୟତକୁ ସ୍ୱାଗତ କରିଥାଏ ଆମ୍ବ ଗଛର ବଉଳ।

ବୋଲଗଡ଼,୧୯/୦୧(ପିପିଟି): ଆମ୍ବଗଛ ରେ ବଉଳ ଧରିବା ଏକ ସୁନ୍ଦର ସଙ୍କେତ ଦେଇ ଥାଏ।ଯେବେ ଆମ୍ବ ଗଛରେ ଆସେ ବଉଳ, ସବୁଜ ଦେଖାଯାଉଥିବା ଆମ୍ବଗଛର ଆମ୍ବ ଡାଳରେ ହଳଦୀ ରଙ୍ଗର ଆମ୍ବ ବଉଳ ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ ଯାହାକି…
Read More...

***ଭାରି ଶୀତ***

ଏବେ ଭାରି ଶୀତ ସଂଜ ହେଉ ହେଉ ଧୂଆଁଳିଆ ଦିଗବଳୟ ପକ୍ଷୀ ମାନେ ତରବରେ ନୀଡ଼ ବାହୁଡା଼ ସଭିଏଁ ନିରବ...!! ଆଗତୁରା ବେଳ ଘଡିଏ ଥାଉଣୁ ସୂର୍ଯ୍ୟ ଲୁଚି ଯାଉଛି ପର୍ବତ ଉହାଡରେ... ବୋଧେ ଶୀତ ସହିତ ଭିତିରିଆ ଚୁକ୍ତି…
Read More...

ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ୭ମ ବାର୍ଷିକ ସମ୍ମିଳନୀ  ।  

ଭଞ୍ଜନଗର, ୧୯/୦୧(ପିପିଟି):ଭଞ୍ଜନଗର ବନ ବିଭାଗ ଡାକବଙ୍ଗଳା ଠାରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ବାର୍ଷିକ ସମ୍ମିଳନୀ ସଭାପତି ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ଶ୍ରୀ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ।

ପୋଲସରା,୧୯/୦୧ (ପିପିଟି):ଗଞ୍ଜାମ ଜ଼ିଲ୍ଲା,ପୋଲସରା ବ୍ଲକର ରୁମାଗଡ଼ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଦଣ୍ଡେଶ୍ଵର ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି ଇ ଓ…
Read More...

ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧ ହେବ କଠୋର କାର୍ଯ୍ୟାନୁଷ୍ଠାନ: ପୃଥ୍ୱୀରାଜ ହରିଚନ୍ଦନ ।

ଛତ୍ରପୁର,୧୮/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋନାପୁର ଇକୋ ରିଟ୍ରିଟ ଠାରେ ଅବକାରୀ ବିଭାଗ ପକ୍ଷରୁ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର…
Read More...