ଉତ୍କଳ ଖଡୁରା ସମାଜର ସାଂଗଠନିକ ବୈଠକ ।

ବେଲଗୁଣ୍ଠା, ୨୧୵୦୮(ପିପିଟି):ଉତ୍କଳ ଖଡୁରା ସମାଜର ସାଂଗଠନିକ ବୈଠକ ବେଲଗୁଣ୍ଠା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ…
Read More...

ସମସ୍ତ କୄଷି ଅଧିକାରୀ ୩୧ରୁ ସାମୂହିକ ଛୁଟିରେ ଯିବେ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

କନ୍ଧମାଳ, ୨୧୵୦୮(ପିପିଟି): ଦୀର୍ଘ ଦୁଇ ବର୍ଷର ସଂଘର୍ଷ ଓ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ଓଡ଼ିଶା କୄଷି ସେବା କ୍ୟାଡର ପୁନର୍ବିନ୍ୟାସକୁ ନେଇ ସରକାରଙ୍କ ଉଦାସୀନତା ଯୋଗୁଁ କୄଷି ଅଧିକାରୀଙ୍କ ମଧ୍ୟରେ ଗଭୀର…
Read More...

କନ୍ଧମାଳ ଜିଲ୍ଲା କୁଇ ସମାଜର କର୍ମକର୍ତ୍ତା ଓ ଜନପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ।

କନ୍ଧମାଳ ,୨୧୵୦୮(ପିପିଟି): କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର କୁଇ(କନ୍ଧ)…
Read More...

ବିଦ୍ୟୁତ ଆଘାତରେ ନାବଳିକାର ମୃତ୍ୟୁ ।

ଭଞ୍ଜନଗର, ୨୦/୮. ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ବିଦ୍ୟୁତ ଆଘାତରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଜଣାପଡିଛି।ପଡ଼ୋଶୀ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଡାକ ପଙ୍କା ଗ୍ରାମର ଦଣ୍ଡପାଣି ମଲିକଙ୍କ ଝିଅ କୁନିତା ମଲିକ (୧୫)…
Read More...

ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ୱ ଜନପ୍ରତିନିଧିଙ୍କର- ମନ୍ତ୍ରୀ ।

କୋଦଳା,୨୦/୦୮(ପିପିଟି):ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ବେଗୁନିଆପଡା ବ୍ଲକ ବୁରୁଝରୀ ସ୍ଥିତ ସନିଦେବଙ୍କ ମନ୍ଦିର ନିକଟରେ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ରବିବାର ଦିନ ରାଜ୍ୟ ପଞ୍ଚାୟତ ଓ ପାନୀୟ…
Read More...

ବୁଦ୍ଧ ଗମାଙ୍ଗଙ୍କ ଶ୍ରଦ୍ଧାଞ୍ଜଳି ସଭା;ଆଦିବାସୀମାନଙ୍କ ସେ ପ୍ରକୃତ ନେତା ଥିଲେ ।

ପଦ୍ମପୁର,୨୦/୦୮(ପିପିଟି):ପଦ୍ମପୁର ବ୍ଲକ ବାଲାଜୀଗୁଡା ଠାରେ ବିଶିଷ୍ଟ ଆଦିବାସୀ ନେତା ତଥା ସିପିଆଇ (ଏମ୍-ଏଲ୍) ନିଉ ଡେମୋକ୍ରାସୀ ପାର୍ଟିର ରାଜ୍ୟ କମିଟି ସଦସ୍ୟ ବୁଦ୍ଧ ଗମାଙ୍ଗଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି…
Read More...

ଘାଟି ରାସ୍ତାରେ ବିରାଟ କାୟ ଗଛ ୨୦ ଦିନ ହେଲା ପଡିଛି : ବିପଦପୂର୍ଣ୍ଣ ମଧ୍ୟରେ ଯାତାୟତ, ରାସ୍ତାରୁ ହଟୁନି ଗଛ ।

ବାଲିଗୁଡା,୨୦୵୦୮(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ଡ଼େଙ୍ଗାପଦର ଠାରୁ ଲାଇନପଡ଼ାକୁ ସଂଯୋଗ କରୁଥିବା ରାସ୍ତାର ଲଦା ଗ୍ରାମର ଘାଟିରେ ଏକ ବିରାଟ ଗଛ ପଡ଼ିଥିବା ଯୋଗୁଁ ଲୋକେ ଯାତାୟତରେ…
Read More...

ଜଳଲାଗିକଲେ ତାଳେଶ୍ୱର ବୋଲବମ ପାର୍ଟି ।

କୋଦଳା,୨୦/୦୮(ପିପିଟି):ପ୍ରତିବର୍ଷ ଭଳି ଚଳିତ ବର୍ଷ ବି କୋଦଳା ତାଳେଶ୍ୱର ବୋଲବମ ପାର୍ଟି ଆଜି ପୁରୀ ଲୋକନାଥଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି । ବୁଧବାର କୋଦଳା ତାଳେଶ୍ୱର ମନ୍ଦିର ରେ ସଂକଳ୍ପ ଓ ପୂଜାର୍ଚନା କରିବା ସହିତ…
Read More...

କୁକୁଡ଼ା ଫାର୍ମରୁ ବୋଡା ସାପ ଉଦ୍ଧାର ।

ଭଞ୍ଜନଗର,୨୦/୦୮(ପିପିଟି):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ବିଞ୍ଝଗିରି ବିଟର ଯୋଗୀମାରି ଗ୍ରାମ ନିକଟ ଏକ ଫାର୍ମ ମଧ୍ୟରୁ ବିରାଟ ବୋଡା ସାପକୁ ବନ ବିଭାଗ ଉଦ୍ଧାର କରିଛି। ଗ୍ରାମର ମଣ୍ଟୁ ପ୍ରଧାନ ଙ୍କ କୁକୁଡ଼ା ଫାର୍ମରେ…
Read More...

କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।

କନ୍ଧମାଳ,୧୯୵୦୮(ପିପିଟି): ଗତ ୫ ତାରିଖ ଦିନ ଫିରିଙ୍ଗିଆ ଠାରେ ନିରୀହ ଜନତାଙ୍କ ଉପରେ ଓଡ଼ିଶା ପୁଲିସର ଲାଠିମାଡ଼କୁ ବିରୋଧ କରି କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୮ ତାରିଖରେ ଫୁଲବାଣୀ ଠାରେ ବିରାଟ ପ୍ରତିବାଦ ସଭା ଓ…
Read More...