ସିମୁଳିଆ ପୋଲିସ ଚଡାଉ କରି ମଦ ସମେତ ଜଣକୁ ଅଟକ ।

ସିମୁଳିଆ,୨୨/୦୩:ସିମୁଳିଆ ପୋଲିସର ଦୋକାନ ଚଡାଉରେ ମଦ ଜବତ ସହ ଜଣଙ୍କୁ ଅଟକ । ସୂଚନାରୁ ପ୍ରକାଶ ସିମୁଳିଆ ନୂତନ ଥାନାଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟା ସମୟରେ କୌଣସି ସୂତ୍ରରୁ ଖବର ପାଇ ସିମୁଳିଆ…
Read More...

ବେଲଗୁଣ୍ଠାରେ ଆମ ପୋଲିସ୍ ସମିତି ବୈଠକ ; ଶୃଙ୍ଖଳିତ ଦଣ୍ଡଯାତ୍ରା ପରିବେଷଣ ନେଇ ଆଲୋଚନା ; ବିଶୃଙ୍ଖଳାକାରୀ ଦର୍ଶକଙ୍କ…

ବେଲଗୁଣ୍ଠା,୨୪/୦୩(ପିପିଟି):ପାଖେଇ ଆସୁଛି ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା I ଏନେଇ ଗାଆଁ ଠାରୁ ସହର ପର୍ଯ୍ୟନ୍ତ ଦଣ୍ଡ ମାନସିକଧାରୀ , ଦଣ୍ଡ ଯାତ୍ରା କଳାକାର,ଯାତ୍ରା ପ୍ରେମୀ, ଦାଣ୍ଡ କମିଟି ତତ୍ପର ହୋଇ ଉଠିଲେଣି I ତେବେ…
Read More...

ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗ ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ସହଯୋଗର ହାତ ବଢ଼ାଇଲା ନାଲକୋ ଫାଉଣ୍ଡେସନ…

ମାଲକାନଗିରି, ୨୩/୦୩(ପିପିଟି) :ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗର ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ନବରତ୍ନ କମ୍ପାନୀ ନାଲକୋ ଫାଉଣ୍ଡେସନ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ…
Read More...

ଆମ ପୋଲିସ ସମିତି ବୈଠକ ।

ଭଞ୍ଜନଗର, ୨୩/୦୩(ପିପିଟି) : ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ହେବ। ତେଣୁ ରବିବାର…
Read More...

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ;ବିଭିନ୍ନ ବ୍ଯକ୍ତିତ୍ବ ସମ୍ବର୍ଦ୍ଧିତ ।

ବ୍ରହ୍ମପୁର,୨୩/୦୩(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ବ୍ରହ୍ମପୁର ସ୍ଥିତ କେ.ସି.ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାଷିର୍କ ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବରେ…
Read More...

୬ସ୍ଥାନରେ ଚୋରି ଘଟଣାରେ ୫ଗିରଫ: ଟଙ୍କା,ମୋବାଇଲ ଓ କାର ଜବତ ।

ଭଞ୍ଜନଗର,୨୩/୦୩(ପିପିଟି):ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା।ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବିଦେଶୀ ମଦ ଦୋକାନରୁ ଲୁଟ କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଗତ ୮ ତାରିଖରେ ଭଞ୍ଜନଗର ମୁଖ୍ୟ…
Read More...

***ସ୍ବାଭିମାନ***

ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ବାଭିମାନ ରହିଛି। ସ୍ବାଭିମାନ ହେଉଛି ମଣିଷର ପୁଞ୍ଜି। ଯାହାର ସ୍ବାଭିମାନ ନାହିଁ, ସମାଜରେ କିଛି ପରିବର୍ତ୍ତନ ହେବ ନାହିଁ। କିବା ଗତାନୁଗତିକ ରୀତିରେ ଚାଲିଥିବା ଚଳଣି ର ପରିମାର୍ଜି ହେବ…
Read More...

ଶରଣ ଶ୍ରୀକ୍ଷେତ୍ର ମାରଦାରେ ‘ବ୍ରହ୍ମ ଶରଣମ୍’ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ।

ପୋଲସରା ୨୨/୦୩(ପିପିଟି):ପୋଲସରା ବ୍ଳକ ଅନ୍ତର୍ଗତ ଶିଳ୍ପଗ୍ରାମ ମଥୁରା ନିକଟସ୍ଥ ଲୀଳା କ୍ଷେତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ପରିସରରେ ' ବ୍ରହ୍ମ ଶରଣମ୍ ' ଜାତୀୟ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ…
Read More...

ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଆଜାଦ୍ ହିନ୍ଦ ବାହିନୀ ଓଡ଼ିଶା ପକ୍ଷରୁ ୧୦ ଅପ୍ରେଲରେ ଦିଲ୍ଲୀ ଚଲୋ ଅଭିଯାନ ।

ଭୁବନେଶ୍ୱର,୨୨/୦୩ : କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଏବଂ (୧) ଓଡ଼ିଶାରେ ଥିବା "ଇଷ୍ଟ୍ କୋଷ୍ଟ୍ ରେଳପଥ ଜୋନ’କୁ ବିକଳାଙ୍ଗ କରି ଏହା ଅଧୀନରେ ଥିବା ୱାଲ୍‌ଟିଅର ରେଳ ଡିଭିଜନକୁ ଭାଙ୍ଗି…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।

ପୋଲସରା,୨୨/୦୩(ପିପିଟି): ପୋଲସରା ବ୍ଲକ୍ ବଡ଼ପଙ୍କଳବାଡ଼ି ପଞ୍ଚାୟତ ପି.ନୂଆଁଗାଁ ଗ୍ରାମର ହୀନ ସାହୁ (ବୟସ - ୪୦) ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି ।ଖବର ପାଇ ପୂର୍ବତନ…
Read More...