କଟକ ଠାରେ ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ।

କଟକ,୦୧/୦୪:ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ସମାଜର ଦୁର୍ବଳ ଶ୍ରେଣୀ,ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ ।…
Read More...

ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ଦିବସ ପାଳିତ।

ମାଲକାନଗିରି, ୦୧/୦୪(ପିପିଟି) :ମାତୃଭୂମି ଓ ମାତୃଭାଷାର ସ୍ଥାନ ସବୁଠାରୁ ଉର୍ଦ୍ଧ୍ବରେ । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ସ୍ଵାଧୀନତା ପୂର୍ବରୁ ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ। ତେଣୁ ନିଜ…
Read More...

ଉତ୍କଳ ଦିବସ ଆମ ଜାତୀୟ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ମହାସଂଘ

ଭଞ୍ଜନଗର,୦୧/୦୪(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ଏବଂ ଗଞ୍ଜାମ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଲାଜୀପେଣ୍ଠ ମହାସଂଘ କାର୍ଯ୍ୟାଳୟ ପରିସରରେ ପବିତ୍ର…
Read More...

ଓଡ଼ିଆ ଆନ୍ଦୋଳନର ଆଦିପୀଠ ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ମହା ସମାରୋହରେ ପାଳିତ।

ବ୍ରହ୍ମପୁର,୦୧/୦୪(ପିପିଟି):ଓଡ଼ିଆ ଆନ୍ଦୋଳନର ଆଦିପୀଠ ବ୍ରହ୍ମପୁର ଠାରେ ମହାସମାରୋହର ସହିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ୯୦ ତମ ଓଡିଶା ଦିବସ ପାଳିତ ହୋଇଯାଇଛି। ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏକ ଅଭିନବ ଭାଷା ଆନ୍ଦୋଳନରୁ…
Read More...

ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୫ ପାଳିତ।

ଯାଜପୁର,୦୧/୦୪(ପିପିଟି) : ପ୍ରତିବର୍ଷ ଭଳି ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ - ୨୦୨୫ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ଓଡିଶା ଦିବସ…
Read More...

ଉପଖଣ୍ଡସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ; ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠ ସାମ୍ବାଦିକ ପୁରସ୍କୃତ ।

ଭଞ୍ଜନଗର, ୦୧/୦୪(ପିପିଟି):ଉପଖଣ୍ଡ ସୂଚନା ଓ  ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ମଙ୍ଗଳବାର ଓଡିଶା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।

ପୋଲସରା,୩୧/୦୩(ପିପିଟି): ପୋଲସରା ବ୍ଲକ୍ ବାଲିଛାଇ ଗ୍ରାମର ମନୁ ସାହୁ (ବୟସ - ୪୫) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ…
Read More...

ରାଷ୍ଟ୍ରୀୟ ନବ ବର୍ଷ ପାଳନ ।

ଖଣ୍ଡଗିରି,୩୧/୦୩ : ସ୍ଥାନୀୟ ବିବେକାନନ୍ଦ କନ୍ୟା କୁମାରୀ ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ନଗର ସଂଚାଳକ ପ୍ରଫେସର ସତ୍ୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ…
Read More...

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହିଦଙ୍କୁ ସମ୍ମାନ ପ୍ରଦର୍ଶନ ।

ଯାଜପୁର,୩୧/୦୩(ପିପିଟି): ବିହାର ରେଜିମେଣ୍ଟ ର ୟୁନିଟ ଷଷ୍ଠ ବାଟାଲିୟନର ହାବିଲଦାର ରାଜକିଶୋର ମୁଣ୍ଡା ଅରୁଣାଞ୍ଚଳ ପ୍ରଦେଶ ର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ ଥିବା ସମୟରେ ମାର୍ଚ୍ଚ ୨୯ ତାରିଖରେ ବୀରଗତି ପ୍ରାପ୍ତ କରିଛନ୍ତି।…
Read More...