ଓଡ଼ିଆରେ ନାମ ଫଳକ ଅଭିଯାନ ନେଇ ସଚେତନତା ଶୋଭାଯାତ୍ରା ।
ମାଲକାନଗିରି, ୦୪/୦୪(ପିପିଟି) :ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିନରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ଶୋଭା ଯାତ୍ରା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି।
ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ…
Read More...
Read More...