ଛାତ୍ରୀ ସୁନାଲି ବେହେରା ମୃତ୍ୟୁ ଘଟଣା;ପରିବାର ତରଫରୁ ହତ୍ୟା ଅଭିଯୋଗ ।

ପୋଲସରା୨୪/୦୯(ପିପିଟି): ପୋଲସରାରେ ଚାଞ୍ଚଲ୍ୟ;ଝିଅ ପାଠ ପଢିବାକୁ ଯାଇ ଆଉ ଫେରିଲାନୀ। ପରିବାର ତରଫରୁ ଥାନାରେ ହତ୍ୟା ଅଭିଯୋଗ ସନ୍ଦେହ ଘେରରେ ବାପପୁଅର ଭୂମିକା। ପୋଲିସର ଛାନବିନ୍ ଜାରି। ଏଭଳୀ ଏକ ଘଟଣା ଆଜି ପୋଲସରା ବ୍ଲକ୍…
Read More...

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଵସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ।

ଯାଜପୁର,୨୩/୦୯(ପିପିଟି): ଶ୍ରମ କମିଶନର,ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ "ସ୍ୱସ୍ଥ ନାରୀ,ଶସକ୍ତ ପରିବାର ଅଭିଯାନ" ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଯାଜପୁର ରୋଡ,ଯାଜପୁର ରେ ଆଜି…
Read More...

ବିଧାନସଭା ସମ୍ମୁଖରେ ବିଭିନ୍ନ ଦାବି ନେଇ ଓୟୁଜେର ଧାରଣା।

ପୋଲସରା,୨୩/୦୯ (ପିପିଟି) : ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟର ଅଗ୍ରଣୀ ଏଵଂ ସର୍ବପୁରାତନ ଓଡ଼ିଶା ସାମ୍ବାଦିକ ସଂଘ (ଓୟୂଜେ) ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟ ବିଧାନସଭା ଚାଲିଥିବା ଦିବସ ମଧ୍ୟରେ ବିଧାନସଭା…
Read More...

ଧାରଣାରେ ବସିଲେ କମ୍ୟୁନିଟ ସପୋର୍ଟ ଷ୍ଟାଫ ।

ବାସୁଦେବପୁର,୨୩/୦୯: ଆଜି ବାସୁଦେବପୁର ବ୍ଲକ ପରିସରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ କମ୍ୟୁନିଟ ସପୋର୍ଟ ଷ୍ଟାଫମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଆଜକୁ ଛଅମାସ ଧରି ବିନା…
Read More...

ବଜ୍ରାଘାତରେ ଜଣେ ମହିଳା ମୃତ, ୬ ଛେଳି ମୃତ ।

ଅନୁଗୁଳ,୨୩/୦୯: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ପରା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ସହ ୬ ଟି ଛେଳିର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ପରା ଗାଁ କଦମ୍ବ ସାହିର ଶୁକ୍ରୁ ପ୍ରଧାନଙ୍କ ସ୍ତ୍ରୀ ବାସନ୍ତୀ…
Read More...

ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ବେଲଗୁଣ୍ଠା, ୨୩/୦୯(ପିପିଟି):ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 2025-2026 ଶିକ୍ଷାବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଉଢୁରା ସି.ଆର୍.ସି.ସି ରମେଶ କୁମାର ପାଣିଗ୍ରାହୀ…
Read More...

ଶାରଦୀୟ ନବରାତ୍ରୀ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ଭାବରେ ବିବେଚନା କରାଯାଇଥାଏ।

ବୋଲଗଡ଼,୨୩/୦୯(ପିପିଟି): ସନାତନ ଧର୍ମ ଅନୁସାରେ ନବରାତ୍ରୀ ଉତ୍ସବ ବହୁତମହତ୍ତ୍ୱ ରଖିଥାଏ। ଏହି ନବରାତ୍ରୀ ନଅ ଦିନଯାକ ମା ଦୁର୍ଗାଙ୍କ ଆରାଧନାରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠେ। ଏହି ଦିନ ମାନଙ୍କରେ ମା, ଙ୍କର ଭିନ୍ନ…
Read More...

ପାର୍ବଣ ଋତୁ ଆରମ୍ଭ, ଉତ୍ସବ ମୁଖର ମହାନଗର ।

ବ୍ରହ୍ମପୁର,୨୨/୦୯(ପିପିଟି): ପାର୍ବଣ ଋତୁର ଆଗମନ ସହିତ ମହାନଗର ଉତ୍ସବ ମୁଖର ହୋଇଉଠିଛି। ପ୍ରତିବର୍ଷ ପରି ଆଶ୍ୱିନ ମାସର ଶରତ ଋତୁରେ ପାଳିତ ଦୁର୍ଗା ପୂଜା ଚଳିତ ବର୍ଷ ମଧ୍ୟ ଭବ୍ୟ ଭାବରେ ଆୟୋଜନ ହେବ। ମହାଳୟାରୁ ଦେବୀଙ୍କ…
Read More...

ଲାଞ୍ଚ ନେଇ ଗିରଫ ହେଲେ ମଙ୍ଗଳ ସମ୍ପ୍ରସାରଣ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ।

ସିମୁଳିଆ,୨୨/୦୯: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ବିଭାଗର ଡ଼ାଟା ଏଣ୍ଟ୍ରି ଅପରେଟର । ସୂଚନାରୁ ପ୍ରକାଶ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ନରେଶ ମୁଦୁଲି,ସିମୁଳିଆ ଥାନା ଅନ୍ତର୍ଗତ…
Read More...