ସମସ୍ତ ହାତକୁ ରୋଜଗାର ଓ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ ପାଇବା ପାଇଁ ସଂକଳ୍ପ ।

ବ୍ରହ୍ମପୁର,୦୨/୦୫(ପିପିଟି) ଟ୍ରେଡ ୟୁନିୟନ ସେଣ୍ଟର ଅଫ୍ ଇଣ୍ଡିଆ ଗଞ୍ଜାମ ଜିଲ୍ଳା କମିଟି ନେତୃତ୍ଵରେ ମଇ ଦିବସ ମହା ଆଡମ୍ବରରେ ସ୍ଥାନୀୟ ଏନଜିଓ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ, ଓଡିଶା…
Read More...

ସୁନା ଦୋକାନ ଉଦ୍‌ଘାଟନ ଆଳରେ ରାସ୍ତା ଅବରୋଧ ଓ ଦୁର୍ବବ୍ୟହାର ଅଭିଯୋଗ ।

ଟିଟିଲାଗଡ,୦୨/୦୫: ଗତକାଲି ଟିଟିଲାଗଡ ସହରର ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ସୁନାଦୋକାନ ଉଦ୍‌ଘାଟନର କାର୍ଯ୍ୟକ୍ରମ ଥିଲା। ତେବେ ସେହି ସୁନା ଦୋକାନ ସମ୍ମୁଖ ମୁଖ୍ୟ ରାସ୍ତା ହୋଇଥିବାରୁ ସର୍ବସାଧାରଣ ଲୋକେ ନାହିଁ ନଥିବା…
Read More...

ଶୀତଳ ଭଣ୍ଡାରରେ ଶିକିରି ଓ ଗୋଦରାପଲ୍ଲି ସୁନିଶ୍ଚିତ ଜଳ ଯୋଗାଣ ଯୋଜନା, ବିଶୁଦ୍ଧ ପାନୀୟ ଜଳ ପାଇବାରେ ବଞ୍ଚିତ ୮୦୦୦ରୁ…

ହିଞ୍ଜିଳିକାଟୁ,୦୨/୦୫(ପିପିଟି): ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯକାଳ ସମୟରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ବହୁ ପ୍ରକଳ୍ପ ହିଞ୍ଜିଳି ବ୍ଲକରେ ସମ୍ପାଦିତ…
Read More...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ।

ମାଲକାନଗିରି ,୦୨/୦୫(ପିପିଟି) :ମାଲକାନଗିରି ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଗତକାଲି ପାଳିତ ହୋଇଯାଇଛି । ଖଣ୍ଡିୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ…
Read More...

ଗଞ୍ଜାମ ଜିଲ୍ଲାରେ ସୂଚନା ଅଧିକାର ଆଇନ କୋମାରେ।

ବ୍ରହ୍ମପୁର,୦୨/୦୫(ପିପିଟି):ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ବଢିବାରେ ଲାଗିଛି। ତଳ ଠାରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ଦୁର୍ନୀତିକୁ ସରଳୀକରଣ କରିବାରେ ଲାଗିଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତ…
Read More...

ଲାଞ୍ଚ ନେଇ ଧରାପଡିଲେ ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ।

ସୁବର୍ଣ୍ଣପୁର ,୦୧/୦୫(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପଧାନ ଗୁରୁବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବୀରମହାରାଜପୁର…
Read More...

ଜିଲ୍ଲା ବିଜେପି ତରଫରୁ ପ୍ରଶିକ୍ଷଣ ଶିବିର ।

ମାଲକାନଗିରି,୦୧/୦୫(ପିପିଟି) :ମାଲକାନଗିରି ଜିଲ୍ଲା ବିଜେପି ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅଶୋକ କୁମାର ପରିଡା , ପୂର୍ବତନ ସଭାପତି ନିମାଇଁ ଚନ୍ଦ୍ର ପାଲ,…
Read More...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ।

ସୁବର୍ଣ୍ଣପୁର ,୦୧/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ବିଭିନ୍ନ ଶ୍ରମ ସଂଗଠନ ପକ୍ଷରୁ ଉଭୟ ଶ୍ରମଜୀବୀ ଓ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ କ୍ଷେତ୍ରରେ…
Read More...

CITU ତରଫରୁ ରଣପୁରରେ ବିଶ୍ଵ ଶ୍ରମିକ ଦିବସ ପାଳିତ ।

ରଣପୁର, ୦୧/୦୫(ପିପିଟି):ମେ' ୧ ବିଶ୍ବ ଶ୍ରମିକ ଦିବସ ରେ CITU ତରଫରୁ ରଣପୁର ଗୋଡ଼ି ପାଟଣା ସାହି ସ୍ଥିତ ସହିଦ୍ ରଘୁ ଦିବାକର ଭବନ ଠାରେ ଏକ ଆଲୋଚନା ସଭା ଆୟୋଜିତ କରାଯାଇଥିଲା।ଏହି ପରିପ୍ରେକ୍ଷୀ ରେ CITU ର ଲାଲ ଝଣ୍ଡା କୁ…
Read More...

ସଂଘର୍ଷ ରୁ ଜନ୍ମ ନେଇଛି ଶ୍ରମିକ ସଂଘ – ପ୍ରଫୁଲ୍ଲ ଘଡ଼ାଇ ।

ଯାଜପୁର,୦୧/୦୫(ପିପିଟି) :ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆ ପାଣି ଖଣି ଅଞ୍ଚଳରେ ଆଜି ଏସ.ଆର୍.ସି.କେ.ଏମ୍.ଏସ ପାଳନ କଲା ଶ୍ରମିକ ଦିବସ । ଆଜି ସକାଳ ୯ ଘଟିକା ସମୟରେ କଳରଙ୍ଗି ଛକ ଠାରୁ ଏକ ବିରାଟ ପଟୁଆରରେ…
Read More...