ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ।

ପୋଲସରା,୧୧/୦୬(ପିପିଟି ): ଗଞ୍ଜାମ ଜିଲ୍ଲାର ପୋଲସରା ଓ ପୋଲସରା ବ୍ଳକର ବିଭିନ୍ନ ଗ୍ରାମରେ ଜୁନ ୧୧ ତାରିଖ ଦିନ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ସହରର ବ୍ରାହ୍ମଣ ସାହିରେ ଜଗତର ଠାକୁର…
Read More...

ବେଲଗୁଣ୍ଠାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ।

ବେଲଗୁଣ୍ଠା,୧୧/୦୬(ପିପିଟି) : ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠାର ଉଭୟ ପେଣ୍ଠ ସାହି ଏବଂ ବାଲିଡି ସାହି ଜଗନ୍ନାଥ ମନ୍ଦିରରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବା ସହିତ ଉଭୟ ମନ୍ଦିରର ସ୍ନାନ ମଣ୍ଡପରେ…
Read More...

ଯୁବ ସ୍ଵେଚ୍ଛାସେବୀଙ୍କ ଅକାଳ ବିୟୋଗ ।

ବେଲଗୁଣ୍ଠା, ୧୧/୦୬(ପିପିଟି):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ଯୁବ ସ୍ଵେଚ୍ଛାସେବୀ ଅକ୍ଷୟ ନାୟକଙ୍କ ଚାଳିଶି ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ମୃତ ଅକ୍ଷୟ କିଛି ବର୍ଷ ପୂର୍ବେ ପକ୍ଷାଘାତ ରୋଗର ଶୀକାର ହୋଇ…
Read More...

ଦେବସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କ ପତିତପାବନ ଲୀଳା।

ବୋଲଗଡ଼,୧୧/୦୬(ପିପିଟି): ଆଜଉଁ ଏ ଦେବସ୍ନାନ ଜାତ। ଯେବେ ହୋଇବେ ଜଗନ୍ନାଥ।କେବଳ ହସ୍ତୀ ବେଶ ହୋଇ। ବିଜେ କରିବେ ଭାବଗ୍ରାହୀ।ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା,୧୧/୦୬(ପିପିଟି):ପୋଲସରା ବ୍ଲକ ମାଳତେନ୍ତୁଳିଆ ଗ୍ରାମର ନମିତା ସାହୁ(ବୟସ-୪୦) ବିଦ୍ୟୁତ୍ ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ…
Read More...

ବିଦ୍ୟୁତ ଆଘାତରେ ବୋହୁ ମୃତ, ଶଶୁର, ଶାଶୁ ଆହାତ, ମନ୍ତ୍ରୀ ଭେଟି ଦେଲେ ସମବେଦନା ।

ପୋଲସରା,୧୦/୦୬(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହି ରେ ବିଦୂତ ଆଘାତ ରେ ବୋହୁ ର ମୃତ୍ୟୁ ହୋଇଥିବା ବେଳେ ଶ୍ୱଶୁର ଓ ଶାଶୁ ଆହାତ ହୋଇଛନ୍ତି । ମୃତ ମହିଳା ନମିତା ସାହୁ ହୋଇଥିବା ବେଳେ…
Read More...

***ବାଘ – ମଣିଷ***

ବାଘ ବୋଲି କେବେ ମଣିଷ କହୁଛି ସାଧୁ ବୋଲି କେବେ କହୁନି..... ମଦ ମାଂସ ଖାଇ ରାକ୍ଷସ କହୁଛି ନିରାମିଷ କେବେ ଖାଉନି....!! ଗର୍ବ ଅହଙ୍କାର ମେଞ୍ଚା ମେଞ୍ଚା ଧରି କୁକର୍ମରେ ନିତ୍ଯ ମଜୁଛି.... ପରସ୍ବ ହରଣ ମହାମନ୍ତ୍ର…
Read More...

ମା’ ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ତଥ୍ୟ ଦେବାକୁ ଗ୍ରାମ୍ୟ କମିଟିର ଦାବି ।

ବାଲିଗୁଡ଼ା, ୧୦/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡାଙ୍କ ଦୈନିକ ନିତିର ସୁପରିଚାଳନା ସହ ମା'ଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ଏବଂ ତାହାର…
Read More...

ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା।

ପୋଲସରା ,୧୦/୦୬(ପିପିଟି) : ଆଜି ପୋଲସରା ବ୍ଲକ୍ ଛକ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡ଼ିପିଓ ତିଳୋତମା ରାଉତଙ୍କ…
Read More...

ସୁବର୍ଣ୍ଣପୁରର ବିଭିନ୍ନ ମଣ୍ଡି ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ।

ସୁବର୍ଣ୍ଣପୁର ,୧୦/୦୬(ପିପିଟି) : ସୁବର୍ଣ୍ଣପୁରର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ। ଜିଲ୍ଲାର କଳାପଥର, ମହାଦେବପାଲି, ବିନିକା, ରାମପୁର, ଡୁଙ୍ଗୁରିପାଲି ଏବଂ…
Read More...