ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା।

ପୋଲସରା,୨୧/୦୫(ପିପିଟି): ସ୍ଥାନୀୟ ଲିଙ୍ଗରାଜ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁଙ୍କ ସ୍ଵର୍ଗାରୋହଣର ଦ୍ଵାଦଶାହ ପୁଣ୍ୟତିଥି ଦିବସ ଅବସରରେ ନିଜ ଗ୍ରାମ କଳମ୍ୱ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ…
Read More...

ନବ ନିର୍ମିତ ବିଏଡ୍ କଲେଜ ଏବେ ଭୂତ କୋଠି ।

ମାଲକାନଗିରି,୨୧/୦୫(ପିପିଟି) :ମାଲକାନଗିରି -ଚାଲାଣଗୁଡା ରାସ୍ତା ମଧ୍ୟବର୍ତ୍ତୀ ଅଞ୍ଚଳରେ ସରକାରଙ୍କ ଦ୍ବାରା ଏକ ନବ ନିର୍ମିତ ବିଏଡ୍ କଲେଜ ପ୍ରତିଷ୍ଠା କରାଯାଇଥିବା ବେଳେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ନ ଦେବା ପୂର୍ବରୁ…
Read More...

ଆଶିଷ୍ ଡ଼୍ୟାନ୍ସ୍ ଷ୍ଟୁଡିଓର ପ୍ରଥମ ବାର୍ଷିକ ଉତ୍ସବ ।

ବେଲଗୁଣ୍ଠା, ୨୧/୦୫(ପିପିଟି):ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମରେ ଅଞ୍ଚଳର ଛୋଟ ଛୋଟ ଶିଶୁଙ୍କୁ ନୃତ୍ୟ ଶିକ୍ଷା ଦେବା ପାଇଁ ଗତବର୍ଷ ଗ୍ରୀଷ୍ମ ଅବକାଶରେ ଗଢ଼ି ଉଠିଥିବା ନୃତ୍ୟ ଶିକ୍ଷା ଅନୁଷ୍ଠାନ ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓ…
Read More...

ରାଜଶ୍ରୀ ବଳାସି ସମାଜର ବାର୍ଷିକ ସମ୍ମିଳନୀ ଉଦଯାପିତ ।

ପୋଲସରା ,୨୦/୦୫(ପିପିଟି) :ରାଜଶ୍ରୀ ବଳାସି ସମାଜର ଦୁଇ ଦିନିଆ ବାର୍ଷିକ ସମ୍ମିଳନୀ ୨୦୨୫ ଉଦଯାପିତ ହୋଇଯାଇଛି।ସମାଜର ରାଜଗୁରୁ, ନାୟକ, ଅଧିକାରୀ, ପ୍ରଧାନ, ପାତ୍ର, କେନ୍ଦ୍ର ପରିଷଦ, ସମୀକ୍ଷକ ମଣ୍ଡଳ ଓ ଗ୍ରାମ ପରିଷଦ ଙ୍କ…
Read More...

ସତୀଗୁଡା ଡ଼୍ୟାମର ଜଳସ୍ତର ହ୍ରାସ, ଆଗାମୀ ଦିନରେ ଉତ୍କଟ ପାନୀୟ ଜଳସଙ୍କଟ ସମ୍ଭାବନା ।

ମାଲକାନଗିରି,୨୦/୦୫(ପିପିଟି) :ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସତୀ ଗୁଡା ଡ୍ୟାମ ଜଳ ପତ୍ତନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଫଳରେ ଆଗାମୀ ଦିନଗୁଡ଼ିକରେ ପାନୀୟ ଜଳ ଯୋଗାଣ ଧୀରେ ଧୀରେ ବାଧାପ୍ରାପ୍ତ ହେବା…
Read More...

ଶ୍ରମ ସଂହିତା ବାତିଲ ଦାବିରେ ଆଇଏଫଟିୟୁର ପ୍ରତିବାଦ ।

ବ୍ରହ୍ମପୁର,୨୦/୦୫(ପିପିଟି): ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡ୍ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ସର୍ବ ଭାରତୀୟ ଶ୍ରମିକ ସଂଗଠନ,ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ଼ ୟୁନିଅନ୍ସ (ଆଇଏଫଟିୟୁ)ର ଜାତୀୟ…
Read More...

ଅରକ୍ଷିତଙ୍କ ମହାନତା; ନିଆରା ଢଙ୍ଗରେ ଜନ୍ମଦିନ ପାଳନ ।

ଭଞ୍ଜନଗର, ୨୦/୦୫(ପିପିଟି):ସମାଜର ସେବକ ଭାବେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି ଅରକ୍ଷିତ। ପେସା ଜଣେ ବିଦୂତ ବିଭାଗ ର ସାଧାରଣ କର୍ମଚାରୀ କିନ୍ତୁ ନିଶା ସମାଜ ସେବା । ବାପା ଜଣେ ମନ୍ଦିର ପୂଜକ। କିନ୍ତୁ ସମାଜ ସେବାକୁ…
Read More...

ଏସିଆନ୍ ମାର୍ସଲଆର୍ଟର ଟାଏକୋଣ୍ଡୋ ପ୍ରତିଯୋଗିତାରେ ବିଶ୍ୱରଞ୍ଜନଙ୍କୁ କାଂସ୍ୟ ପଦକ ।

ଖୋର୍ଦ୍ଧା;୨୦/୦୫(ପିପିଟି): ନେପାଳର କାଠମାଣ୍ଡୁ ଠାରେ ମେ ୧୬ ରୁ ମେ ୧୮ ତାରିଖ ପର୍ଯ୍ୟନ୍ତ ଏସିଆନ୍ ମାର୍ସଲଆର୍ଟ ର ଟାଏକୋଣ୍ଡୋ ପ୍ରତିଯୋଗୀତାରେ ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମର ବିଶ୍ବ ରଞ୍ଜନ କାଂସ୍ୟ ପଦକ ହାସଲ କରି ଭାରତକୁ…
Read More...

ଡିଆଁଘାଟ ମହାନଦୀ ଘାଟରୁ ଚାଲିଛି ବାଲି ଚୋରାଚାଲାଣ;ଟେର ପାଉନି ଖଣି ବିଭାଗ ।

ହରଭଙ୍ଗା,୨୦/୦୫:ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ଉପରେ କଡା କାର୍ଯ୍ୟାନୁଷ୍ଠାନ ଅଭାବରୁ ହରଭଙ୍ଗା ତହସିଲ ଅର୍ନ୍ତଗତ ଡିଆଁଘାଟ ମହାନଦୀ ଘାଟରୁ ରାତିରେ ବ୍ୟାପକ ପରିମାଣରେ ବାଲି ଚୋରାଚାଲାଣ ଚାଲିଥିବା ଦେଖିବାକୁ ମିଳିଛି ।…
Read More...

ଯୁବ ବିଜେଡି କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ, ୬ ଘଣ୍ଟା ପରେ ଥାନା ସମ୍ମୁଖରେ ଫୋପାଡ଼ି ଦେଲେ ।

ଯାଜପୁର,୨୦/୦୫(ପିପିଟି): ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ପଡିଛି ସୁକିନ୍ଦା । ବିଗତ ଦିନରେ ବିଜେପି କର୍ମୀ ବିଭିନ୍ନ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ସୁକିନ୍ଦାରେ ଆଜି ବିଜେପି କର୍ମୀଙ୍କ ଗୁଣ୍ଡାରାଜ…
Read More...