ଯାଜପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା।

ଯାଜପୁର,୦୭/୦୬(ପିପିଟି): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦିନିକିଆ ଯାଜପୁର ଜିଲ୍ଲା…
Read More...

ପଥରରେ ଛେଚି ଯୁବକଙ୍କୁ ହତ୍ୟା ।

ବରଗଡ଼,୦୭/୦୬ : ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଦେବରାଜ ପାଣିଗ୍ରାହୀ । ବରଗଡ଼ ପଞ୍ଚାୟତ…
Read More...

ଭଞ୍ଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ।

ଭଞ୍ଜନଗର,୦୭/୦୬(ପିପିଟି): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶନିବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ବିଭାଗୀୟ ସମୀକ୍ଷା କରିଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପ୍ରଥମେ…
Read More...

ଗାୟତ୍ରୀ ଶକ୍ତିପୀଠର ୧୯ ତମ ବାର୍ଷିକ ଉତ୍ସବ।

ପୋଲସରା ,୦୭/୦୬(ପିପିଟି) :ପୋଲସରା ଗାୟତ୍ରୀ ଶକ୍ତିପୀଠର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୪ ତାରିଖରୁ ୫ ତାରିଖ ଦୁଇ ଦିବସୀୟ କାର୍ଯ୍ୟକ୍ରମ ମଧ୍ୟରେ କଳସ ଯାତ୍ରା, ଯୁଗ୍ମ ସଙ୍ଗୀତ, ପ୍ରବଚନ, ଦୀପ…
Read More...

ମା’ ସିଂହାସନୀ ପୀଠରେ ରଜପର୍ବ ପାଳନ ପ୍ରସ୍ତୁତି।

ପୋଲସରା ,୦୭/୦୬(ପିପିଟି) :ମା' ସିଂହାସନୀ ପୀଠରେ ଆସନ୍ତା ୧୪ ତାରିଖରୁ ତିନିଦିନବ୍ୟାପୀ ରଜପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାନୀୟଜଳ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ…
Read More...

ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

କନ୍ଧମାଳ ,୦୭/୦୬(ପିପିଟି): ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମାଦିକୁନ୍ଦାସ୍ଥିତ ରିଜର୍ଭ…
Read More...

***କାଶତଣ୍ଡୀର ଅଭିସାର***

ଧାନ ଫସଲର ଶ୍ଯାମଳ କ୍ଷେତରେ କାଶତଣ୍ଡୀ ଦୂରୁ ଦିଶେ..... ପଲ୍ଲୀ ପ୍ରାନ୍ତ ଶୋଭା ଅତି ମନଲୋଭା ଶରତେ ହାସ ପ୍ରକାଶେ....!! ଲହ ଲହ ଶୁଭ୍ର ବେଶ ପରି ପାଟି ବୀଣାପାଣି ରୂପ ବହି.... ମନ୍ଦ ମଳୟରେ ଛନ୍ଦ ତୋଳି ନୃତ୍ୟ…
Read More...

ଅନ୍ତଃ ଜିଲ୍ଲା ମ୍ୟାଚରେ ରୋନିତ ଶ୍ରେଷ୍ଠ ଖେଳାଳି ରୁପେ ପୁରଷ୍କୃତ।

ବୋଲଗଡ଼,୦୭/୦୬(ପିପିଟି):ଅନ୍ତଃ ଜିଲ୍ଲା ମ୍ୟାଚରେ ୬ ୱିକେଟ ନେଇ ରୋନିତ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାନନଗର ଗ୍ରାମର ସାମ୍ବାଦିକ ଅଶୋକ ପ୍ରଧାନଙ୍କ ଏକ ମାତ୍ର…
Read More...

***ଭିଜା ମାଟିର ସ୍ବପ୍ନ***

ଗ୍ରୀଷ୍ମ ଋତୁ ଶେଷରେ ଆସଇ ବରଷା ଭିଜା ମାଟିର ପୃଷ୍ଠା.... ଖରାର ତାତିରେ ତୃଷା ନିବାରଣେ ଖୋଲି ଦେଏ ଶୁଷ୍କ ଓଠ....!! ଦେହରୁ ନିର୍ଗତ ହୁଅଇ ଉତ୍ତପ୍ତ ପାଇଣ ଶୀତ ନିର.... ମେଘରୁ ବରଷେ ଅବିରତ ବାରି ଧରାରେ ବାହିତ…
Read More...