ଟାଟା ପାୱାର ବିନା ସୂଚନାରେ ମିଟର ବଦଳ, ଥାନାରେ ଏତଲା ।

ବ୍ରହ୍ମପୁର,୦୮/୦୬(ପିପିଟି) :ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଘଟଣା ଟାଟା ପାୱାର ବିନା ସୂଚନାରେ ମିଟର ବଦଳ କରିଛି । ଗ୍ରାମର ସ୍ବର୍ଗତ ଅରକ୍ଷିତ ପାଢ଼ୀଙ୍କ ଘର ବନ୍ଦ ଥିବା ସ୍ୱତେ ବିନା ସୂଚନା ରେ ନିଜକୁ ଟାଟା…
Read More...

ମହାନ ସଙ୍ଘ ପକ୍ଷରୁ ଡ଼ ପି ସି ସାହୁଙ୍କ ସ୍ମୃତିଚାରଣ ସଭା ।

ବ୍ରହ୍ମପୁର,୦୮/୦୬(ପିପିଟି):ହିଲପଟଣା ସ୍ଥିତ ମହାନ ସଙ୍ଘ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର କ୍ଷ୍ୟାତନାମା ଡାକ୍ତର ପ୍ରଫେସର ପି. ସି. ସାହୁଙ୍କ ଏକାଦଶ ମୃତ୍ୟୁ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଡାକ୍ତର ସାହୁ…
Read More...

ନବରଙ୍ଗପୁର ଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ।

ନବରଙ୍ଗପୁର,୦୮/୦୬: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ…
Read More...

ବସରୁ ଗଞ୍ଜେଇ ଜବତ, ଗାଡି କଣ୍ଡକ୍ଟର, ଖାଲସୀ ଗିରଫ ।

ହରଭଙ୍ଗା,୦୮/୦୬ :ବୌଦ୍ଧ କୁଶଙ୍ଗରୁ ଭୁବନେଶ୍ୱର ଯାତ୍ରା କରୁଥିବା ଏକ ଘରୋଇ ଯାତ୍ରୀବାହି ବସରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ହରଭଙ୍ଗା ଅବକାରୀ ବିଭାଗ ବଦଲା ନିକଟରେ ମାଡ଼ିବସିଲା। ଗାଡିର ସିକ୍ରେଟ ଚ୍ୟାମ୍ବରରୁ ୦୮…
Read More...

ଧର୍ମଶାଳା ବ୍ଲକରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ।

ଯାଜପୁର,୦୮/୦୬(ପିପିଟି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମହିମରା ପଞ୍ଚାୟତର ରମ୍ପେଇ ଗ୍ରାମରେ ଏବଂ ଜେନାପୁର ପଞ୍ଚାୟତର ଜେନାପୁର ଗ୍ରାମରେ ତା ୦୮.୦୬.୨୦୨୫ ରିଖ ଦିନ କୃଷକ ଓ କୃଷିଜୀବୀ ମହିଳା ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା…
Read More...

ସନ୍ତରଣ କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ।

ମାଲକାନଗିରି, ୦୮/୦୬(ପିପିଟି) :ଜିଲ୍ଲା ସ୍ତରୀୟ ସପ୍ତ ଦିବସୀୟ ସନ୍ତରଣ ତାଲିମ କାର୍ଯ୍ୟକ୍ରମ ( ବ୍ୟାଚ୍-୧) ଉଦଯାପିତ ହୋଇଯାଇଛି। ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌ ।

ବାଲିଗୁଡା, ୦୮/୦୬(ପିପିଟି): ଗୋଟିଏ ପଟେ ଘନଘନ ବିଦ୍ୟୁତ୍‌ କାଟ୍‌କୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ୍‌। ଏଭଳି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ…
Read More...

ବେଦ ପ୍ରଚାର ସମିତି ସାପ୍ତାହିକ ସତସଂଘ-ମଣ୍ଡପର ଶିଳାନ୍ୟାସ ।

ଭଞ୍ଜନଗର, ୦୮/୦୬(ପିପିଟି):ଗର୍ଭାଧାନଠାରୁ ଅନ୍ତ୍ୟେଷ୍ଟି କ୍ରିୟା ପର୍ୟନ୍ତ ନାମକରଣ, ଅନ୍ନପ୍ରାସନ୍ନ, ବ୍ରତୋପନୟନ,ବିବାହ ଆଦି ୧୬ଟି ସଂସ୍କାର ପିଲାମାନଙ୍କ ସହିତ ସୁସଂହତ ପରିବାର ପାଇଁ ଭିନ୍ନ ଭିନ୍ନ ସମୟରେ ଶିବିରାଦିର…
Read More...

ସୁବର୍ଣ୍ଣପୁରରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୬ ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କଲେ…

ଭୁବନେଶ୍ୱର,୦୭/୦୬:ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ…
Read More...

କୋଦବେରେଣି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରେ ଯାଇଥିବା ୪୮ତମ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା।

ବୋଲଗଡ଼,୦୭/୦୬(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ଧଳାପଥର ପଞ୍ଚାୟତ ଅଧିନସ୍ଥ କୋଦବେରେଣିରେ ଥିବା ପ୍ରାଥମିକ ବିଦ୍ୟାଳୟ ସ୍କୁଲ୍ ସମ୍ମାରେ ଯାଇଥିବା ୪୮ତମ ଯାତୀୟ ରାଜପଥରେ ଦେଢ ଫୁଟ ଗଭୀରଗର୍ତ୍ତ ସୃଷ୍ଟି ହୋଇ ମରଣଜନ୍ତା…
Read More...