ଶେଷ ହେଲା ରଜ, ତିନିଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା।

ବୋଲଗଡ଼,୧୭/୦୬(ପିପିଟି): ବସୁମତୀ ସ୍ନାନ ହେଉଛି ଓଡିଆ ସଂସ୍କୃତିର ଏକ ପବିତ୍ର ଓ ଆଧ୍ୟାତ୍ମିକ ପର୍ବ ଯାହାକି ବସୁମତୀ ସ୍ନାନ ସହ ଶେଷ ହେଲା ରଜ। ଓଡ଼ିଶାର ଗଣପର୍ବ ରଜର ଆଜି ଚତୁର୍ଥ ଦିନ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ…
Read More...

ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୬/୦୬(ପିପିଟି) : ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ଜିଲ୍ଲା ସନ୍ତରଣ ସଂଘର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଉକ୍ତ ଚାମ୍ପିୟନ…
Read More...

ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ପଞ୍ଚାୟତରେ ବୁଲୁଛି ବିକାଶ ବାହନ ରଥ।

ପୋଲସରା ,୧୬/୦୬(ପିପିଟି) : ପୋଲସରା ବ୍ଲକର ବେଲଗାଁ , ବୁଢେଇଶୁଣୀ ଓ ସୋଡକ ଭଳି ତିନି ପଞ୍ଚାୟତରେ ବୁଲିଲା ସରକାରଙ୍କ ବିକାଶ ବାହନ ସଚେତନତା ରଥ। ଆଜି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଙ୍କ…
Read More...

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଯାପିତ ।

ମାଲକାନଗିରି,୧୬/୦୬(ପିପିଟି) :ମାଲକାନଗିରି ଇଣ୍ଡୋର ଷ୍ଟାଡିୟମ ଠାରେ ପ୍ରଥମ ଥର ପାଇଁ ଚତୁର୍ଥ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।ଏହି ବ୍ୟାଡମିଣ୍ଟନ ଚମ୍ପିୟାନସିପ୍…
Read More...

ବିକାଶମେଳା ମଣ୍ଡପରେ ‘ପ୍ରହ୍ଲାଦନାଟକ’ ପ୍ରଦର୍ଶନ ଓ ପରିଶୀଳନ କର୍ମଶାଳା ।

ବ୍ରହ୍ମପୁର,୧୬/୦୬(ପିପିଟି) : ଗଞ୍ଜାମ ଜିଲ୍ଲା ଲୋକନାଟ୍ୟ ପରମ୍ପରାରେ 'ପ୍ରହ୍ଲାଦନାଟକ' ବା 'ରଜାନାଟକ' ଏକ ଲୋକପ୍ରିୟ ପ୍ରଦର୍ଶନଶୀଳ କଳା ରୂପେ ସ୍ବୀକୃତିଲାଭ କରିଛି । ଜଳନ୍ତରଗଡ଼ ଏହି ଲୋକନାଟକର ଏନ୍ତୁଡ଼ିଶାଳ । ଜଳନ୍ତର…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ; ଥାନାରେ ଏତଲା।

ପୋଲସରା,୧୬/୦୬ (ପିପିଟି) :ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୋଲସରା ଥାନା ଅନ୍ତର୍ଗତ ଛଞ୍ଚାଣିଆ ପଲ୍ଲୀ ଗ୍ରାମ ର ପଣ୍ଡି ବେହେରା ଙ୍କୁ ସେହି ଗ୍ରାମର ପଞ୍ଚୁ ବେହେରା ଓ ତାଙ୍କ ପରିବାର ର ଅନ୍ୟ ମାନେ ମାରଣାସ୍ତ୍ର ସାହାଯ୍ୟରେ…
Read More...

ଚିକିତ୍ସାରେ ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ।

ମାଲକାନଗିରି,୧୬/୦୬(ପିପିଟି) :ଗତ କାଲି ଅପରାହ୍ନ ସମୟରେ ଏକ ୫ ବର୍ଷର ଶିଶୁକନ୍ୟା ଖେଳିବା ସମୟରେ ପଡିଯାଇ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ୪.୪୫ ସମୟରେ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି…
Read More...

ମୋଟରସାଇକେଲ୍ ଦୁର୍ଘଟଣାରେ ଯୁବକ ଗୁରୁତର ।

ବେଲଗୁଣ୍ଠା,୧୬/୦୬(ପିପିଟି) : ଆଜି ସକାଳେ ଏକ ମୋଟରସାଇକେଲ୍ ଦୁର୍ଘଟଣାରେ ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଆଜି ସକାଳ ୧୧…
Read More...

ରଜ ପାଳିଲେ ସଫେଇ କର୍ମୀ ।

ଭୁବନେଶ୍ବର,୧୬/୦୬: ଭୁବନେଶ୍ବର ମହାନଗର ନିଗମର ବୈଭବ କେନ୍ଦ୍ର ଟିଟିଏସ୍ ଠାରେ ବି.ଏମ୍. ସି ପକ୍ଷରୁ ଯାକଜମକରେ ପାଳିତ ହୋଇଛି ଭିନ୍ନ ସ୍ଵାଦର ରଜ ମହୋତ୍ସବ । ଏହି ମହୋତ୍ସବରେ ମେୟର ସୁଲୋଚନା ଦାସ, ଷ୍ଟାଣ୍ଡିଂ କମିଟି…
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ।

ଭଞ୍ଜନଗର, ୧୬/୦୬(ପିପିଟି):ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଠାରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକର ସମସ୍ତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ସଭାପତି ବିଭୁତି ଭୂଷଣ ଜେନାଙ୍କ…
Read More...