ଭଜନ ସମାରୋହ ପାଇଁ ପ୍ରଚାର କରୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧ ।

ବେଲଗୁଣ୍ଠା,୨୬/୦୭(ପିପିଟି) : ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜିରୋଳି ଗ୍ରାମରେ ମାନବ ସେବା ବୃଦ୍ଧା ଆଶ୍ରମ ତରଫରୁ ସ୍ଵର୍ଗତ ସୁମିତ୍ରା ବାରିକଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ହୋଇଥାନ୍ତା ଭଜନ ସମାରୋହ ।  ଏନେଇ ଏକ…
Read More...

କଳାକାର ସମାଜ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ୁ : ବ୍ଲକ କଳାକାର ସଂଘ ।

ବେଲଗୁଣ୍ଠା,୨୬/୦୭(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ"ର ଏକ ସାଙ୍ଗଠନିକ ବୈଠକ ସଂଘ ଉପଦେଷ୍ଟା ବାଲ୍ମୀକି ମହାନ୍ତିଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶାଖା…
Read More...

ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ ।

କୋଦଳା,୨୬/୦୭(ପିପିଟି):ଶନିବାର ଦିବା ୧୧ଘ.୧୫ ମି. ସମୟରେ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ ତରଫରୁ କାର୍ଗିଲ ବିଜୟ…
Read More...

ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ପୋଲସରା କୋର୍ଟ୍ ପରିଦର୍ଶନ।

ପୋଲସରା,୨୬/୦୭ (ପିପିଟି) :ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁ ମହୋଦୟା ପୋଲସରାକୁ ୪ ଦିବସୀୟ ଗସ୍ତକରି ପୋଲସରା କୋର୍ଟର ବାର୍ଷିକ ଅଡିଟ ସମ୍ପର୍କ କାର୍ଯ୍ୟ ସଫଳତାର ସହିତ…
Read More...

ଦୁର୍ଘଟଣାରେ ଆହତଙ୍କୁ ମେଡ଼ିକାଲରେ ପହଞ୍ଚାଇଲେ ସାମ୍ବାଦିକ ଜୟକୃଷ୍ଣ ।

ଭଞ୍ଜନଗର, ୨୫/୦୭(ପିପିଟି) : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଷ୍ଟାଡିୟମ ନିକଟ ଜାତୀୟ ରାଜପଥରେ ଆଜି ସନ୍ଧ୍ୟା ସମୟରେ ଜଣେ ମହିଳା ରୁନୁ ନାୟକ ନିଜ ପୁତୁରା ସହ ମୂଲ କାମ ସାରି ବାଇକ ଯୋଗେ ବିରି ପଦର…
Read More...