ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ।

ପୋଲସରା ,୨୫/୦୭(ପିପିଟି): ପୋଲସରା ରାଣିପଡା ସ୍ଥିତ ଶ୍ରୀ ରାମ ମନ୍ଦିର ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସ୍କାଉଟ, ଗାଇଡ଼ ଶିଶୁ ଭାଇ, ଭଉଣୀଙ୍କ ସମେତ ଅନୁଷ୍ଠାନର ସଭାପତି ଯଦୁନାଥ…
Read More...

ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ମାଲକାନଗିରି ଗସ୍ତ ।

ମାଲକାନଗିରି,୨୫/୦୭(ପିପିଟି) :ଆଜି ମାଲକାନଗିରି ସଦରମହକୁମା ରେ ଥିବା ଗଣ ଦୁଷ୍କର୍ମର ଶିକାର ହୋଇ ଥିବା ପୀଡିତାକୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସାକ୍ଷାତ କରଛନ୍ତି । ଏହା ସହିତ ହସ୍ପିଟାଲରେ…
Read More...

ସ୍ଵର୍ଗତ କଳ୍ପତରୁ ଦାସଙ୍କ ୧୦ତମ ଶ୍ରାଦ୍ଧ ବାର୍ଷିକ ପାଳିତ।

ଯାଜପୁର,୨୫/୦୭(ପିପିଟି):ବିଶିଷ୍ଟ ଜନନାୟକ ତଥା ଧର୍ମଶାଳା ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ସ୍ୱର୍ଗର୍ତ କଳ୍ପତରୁ ଦାସଙ୍କ ୧୦ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆଜି ସକାଳ ୧୦ ଘଟିକା…
Read More...

ଟିଟିଲାଗଡ଼ ଅଞ୍ଚଳରେ ଗଜା ମରୁଡି ଆଶଙ୍କା, ସ୍ଥିତି ପରଖିଲେ ପୂର୍ବତନ ମନ୍ତ୍ରୀ ।

ଟିଟିଲାଗଡ଼,୨୫/୦୭: ଟିଟିଲାଗଡ଼ ଅଞ୍ଚଳରେ ଚଳିତ ଖରିଫ ଋତୁରେ ବର୍ଷାଭାବ ନେଇ ଗଜା ମରୁଡି ଆଶଙ୍କା ଦେଖାଦେଇଛି । ପୂର୍ବ ସରକାରଙ୍କ ଦ୍ୱାରା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ନିର୍ମିତ୍ତ ୯ ଗୋଟି ବୃହତ ଉଠାଜଳସେଚନ…
Read More...

ଖଇର କାଠ ଚାଲାଣ,ଜଣେ ଗିରଫ,ପିକଅପ ଜବତ ।

ଟିଟିଲାଗଡ଼,୨୫/୦୭: ଟିଟିଲାଗଡ଼ ବର୍ଣ୍ଣେଇ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଓ ବଡ଼ମାଲ ଗୋଳାବାରୁଦ କାରଖାନା ସୁରକ୍ଷା କର୍ମଚାରୀଙ୍କ ମିଳିତ ପେଟ୍ରୋଲିଂ ସମୟରେ ଅବୈଧ ଭାବରେ ଖଇର ଗଛ କାଟି ଚାଲାଣ ନେଇ ଜଣକୁ ଗିରଫ ସହ ଏକ ପିକଅପ…
Read More...

୭୯ ତମ ସ୍ୱାଧୀନତା ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ ।

ଭଞ୍ଜନଗର, ୨୫/୦୭(ପିପିଟି):ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆସନ୍ତା ସ୍ୱାଧୀନତା ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ…
Read More...

ବଜ୍ରାଘାତରେ ମୃତକଙ୍କ ପରିବାରକୁ ବିଧାୟକଙ୍କ ସମବେଦନା ।

ଭଞ୍ଜନଗର, ୨୫/୦୭(ପିପିଟି) : ଭଞ୍ଜନଗର ଥାନା ଅଧିନ ଖାରିଗୁଡା ଗ୍ରାମରେ ଗତ ବୁଧବାର ଅପରାହ୍ନରେ ବଜ୍ରାଘାତ ଘଟି ଜଣେ ଗାଇ ଚରାଳୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ବସନ୍ତ ଗୌଡ଼ (୩୮)।ଆଜି ଭଞ୍ଜନଗର ବିଧାୟକ…
Read More...

ଡ୍ରେନ ପୋତି ହୋଇଯିବାରୁ ରାସ୍ତାରେ ନିଷ୍କାସିତ ହେଉଛି ବର୍ଷାଜଳ।

ବୋଲଗଡ଼,୨୫/୦୭(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଦର ମହକୁମା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ଉପରେ ନିଷ୍କାସିତ ହେଉଛି ବର୍ଷାଜଳ।ରାସ୍ତାପାର୍ଶ୍ବରେ ଥିବା ଡ୍ରେନ ପୋତି ହୋଇଯାଇଥିବା କାରଣରୁ ବସଷ୍ଟାଣ୍ଡ…
Read More...

ପିପୁଲସ କଲେଜ ଓଡ଼ିଆ ବିଭାଗର ନବାଗତଙ୍କୁ ସ୍ୱାଗତ ।

ପୋଲସରା,୨୫/୦୭ (ପିପିଟି): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଓଡିଆ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ଜୁଲାଇ ୨୫ ତାରିଖ ଦିନ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ଡକ୍ଟର…
Read More...

ସମଗ୍ର କନ୍ଧମାଳ ଜିଲ୍ଲାରେ ଘୁରି ବୁଲୁଛି ନକଲି ପାଞ୍ଚଶହ ଟଙ୍କିଆ ନୋଟ : ବ୍ୟବସାୟୀଙ୍କୁ ସତର୍କ କଲା ବଣିକ ସଂଘ ।

କନ୍ଧମାଳ,୨୫/୦୭(ପିପିଟି): ସମଗ୍ର କନ୍ଧମାଳ ଜିଲାର ବିଭିନ୍ନ ଟାଉନ ସମେତ ଗ୍ରାମାଞ୍ଚଳ ରେ ୫ ଶହ ଟଙ୍କିଆ ନକଲି ନୋଟ୍‌ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି…
Read More...