ବେଲଗୁଣ୍ଠାରେ ଘୁମୁସର ରଥ ପରିକ୍ରମା ।

ବେଲଗୁଣ୍ଠା,୧୩/୧୨(ପିପିଟି):ଘୁମୁସର ଜିଲ୍ଳା ଗଠନ ଦାବିରେ ଆଜି ବେଲଗୁଣ୍ଠାରେ ଘୁମୁସର ବିକାଶ ପରିଷଦ ପକ୍ଷରୁ ଘୁମୁସର ରଥ ପରିକ୍ରମା କରାଯାଇଛି । ଆଜି ବେଲଗୁଣ୍ଠା ପେଣ୍ଠ ସାହିରେ ଘୁମୁସର ଜିଲ୍ଳା କ୍ରିୟାନୁଷ୍ଠାନ କମିଟି…
Read More...

ଘୁମୁସର ଜିଲ୍ଲା ଦାବିକୁ ଜୋରଦାର କରିବ ଓକିଲ ସଂଘ ।

ଭଞ୍ଜନଗର, ୧୩/୧୨(ପିପିଟି):ଭଞ୍ଜନଗର ଓକିଲ ସଂଘ କାର୍ଯ୍ୟକାରୀ ସଦସ୍ୟଙ୍କର ଏକ ବୈଠକ ବୁଧବାର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସଭାପତି ଅଭିମନ୍ୟୁ ଗୌଡ଼, ଉପସଭାପତି ରଜତ କୁମାର ଦାଶ, ସମ୍ପାଦକ ହରେକୃଷ୍ଣ…
Read More...

ଆମ ଗାଁ ଆମ ବିକାଶ ଯୋଜନାରେ ଗୋଟିଏ ଗୃହ ଅର୍ଦ୍ଧ ନିର୍ମିତ ଓ ଅନ୍ଯ ଗୋଟିଏ ଚୋରୀ ।

କବିସୂର୍ଯ୍ୟନଗର,୧୩/୧୨(ପିପିଟି):କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆଳି ପଞ୍ଚାୟତର ଗୁଡିଆଳି ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଦୁଇଟି ପ୍ରକଳ୍ପ ମଧ୍ଯରୁ ଗୋଟିଏ ଅର୍ଦ୍ଧ ନିର୍ମିତ ଓ ଅନ୍ଯ ଗୋଟିଏ ଚୋରୀ…
Read More...

ସାଗରଗୁଆଁ ସରକାରୀ ଉଚ୍ଚବିଦ୍ୟାଳୟ,ବାର୍ଷିକ କ୍ରୀଡା ପ୍ରତିଯୋଗିତା୨୦୨୩-୨୪ ।

ବୋଲଗଡ଼,୧୩/୧୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ୪୭ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମହାଦେବ ପାଟ୍ଟଯୋସି ଙ୍କ ପ୍ରତେକ୍ଷ…
Read More...

ବାଇକ୍ ଦୁର୍ଘଟଣାରେ ୨ ମୃତ୍ୟୁ ଏବଂ ୨ ଗୁରୁତର ।

ମାଲକାନଗିରି,୧୨/୧୨(ପିପିଟି): ମାଥିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ ସଲପଦର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଘଟିଛି ୨ ଜଣ ଗୁରୁତର ଆହତ ସୋଇଛନ୍ତି । ଦୁଇ ଗୋଟି ବାଇକ…
Read More...

ଟି.ୟୁ.ସି.ଆଇ.ର ୬ଷ୍ଠ ରାଜ୍ୟ ସମ୍ମିଳନୀ ଉଦଯାପିତ;ବିଚିତ୍ର ପାତ୍ର ରାଜ୍ୟ ସଭାପତି ଓ କମ୍ରେଡ ଶଙ୍କର ରାଜ୍ୟ ସମ୍ପାଦକ…

ବ୍ରହ୍ମପୁର,୧୨/୧୨(ପିପିଟି): ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ଦୁଇ ଦିନିଆ ୬ଷ୍ଠ ରାଜ୍ୟ ସମ୍ମିଳନୀ ସଫଳତାର ସହ ଆଜି ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ୨୩ ଜଣ ରାଜ୍ୟ ପରିଷଦ, ୧୧ ଜଣିଆ ରାଜ୍ୟ କମିଟି ନିର୍ବାଚିତ…
Read More...

ବେଗୁନିଆପଡା ବ୍ଲକରେ ବିଜୁ କନ୍ୟା ରତ୍ନ ସଚେତନତା କାର୍ଯ୍ୟକ୍ରମ ।

କୋଦଳା,୧୨/୧୨(ପିପିଟି):ଗଞ୍ଜାମ ଜିଲ୍ଲା ପ୍ରଶାସନର ଶିଶୁ ସୁରକ୍ଷା କାର୍ଯାଳୟ ପକ୍ଷରୁ ବେଗୁନିଆପଡା ବ୍ଲକର ମର୍ଦ୍ଧରାଜ ସମ୍ମିଳନୀ କକ୍ଷରେ ବିଜୁ କନ୍ୟା ରତ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି…
Read More...

ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ଭଞ୍ଜନଗର, ୧୨/୧୨(ପିପିଟି): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ…
Read More...

ଅଵ୍ୟବସ୍ଥା ଓ ବିପଦ ସଂକୁଳ ଅବସ୍ଥାରେ ପର୍ଯ୍ୟଟନ ସ୍ଥଳ ଶାଳିଆ ଡ୍ୟାମ ।

କୋଦଳା,୧୨/୧୨(ପିପିଟି):ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଶାଳିଆ ଡ୍ୟାମ! ସୌନ୍ଦର୍ଯ୍ୟର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ଆଜି ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ…
Read More...

ମାଲ୍ଯବନ୍ତ ମହୋତ୍ସବ ପାଇଁ ନୌକା ପ୍ରତିଯୋଗିତା ।

ମାଲକାନଗିରି,୧୨/୧୨(ପିପିଟି): ମାଲକାନଗିରି ମହୋତ୍ସବ ପରିପ୍ରେକ୍ଷୀରେ ସତୀଗୁଡା ଜଳ ଭଣ୍ଡାର ଠାରେ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,…
Read More...