କାର୍ଯ୍ୟରେ ଯୋଗ ଦେଲେ ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ ଡ.ନୃପରାଜ ସାହୁ ।

ସୁବର୍ଣ୍ଣପୁର ,୩୦/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଡ.ନୃପରାଜ ସାହୁ ଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ…
Read More...

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୩୦/୦୭(ପିପିଟି):ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ,…
Read More...

ସୁବର୍ଣ୍ଣପୁର ସହର ସୌନ୍ଦର୍ଯ୍ୟ କରଣ ଲାଗି ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ ।

ସୁବର୍ଣ୍ଣପୁର ,୩୦/୦୭(ପିପିଟି):ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ସଦର ମହକୁମା ସୁବର୍ଣ୍ଣପୁର ସହର ର ସୋନ୍ଦର୍ଯ୍ୟ କରଣ କରିବାକୁ ବିଭିନ୍ନ ଅଧିକାରୀ ଙ୍କ ସହିତ କ୍ଷେତ୍ର ପରିଦର୍ଶନ କରି ଥିଲେ l ଟ୍ରାଫିକ…
Read More...

ଜମି ଓ ଜଙ୍ଗଲ ଜମି ପଟ୍ଟା ଦାବିରେ ଆଦିବାସୀ ଓ ଦଳିତଙ୍କ ଧରାକୋଟ ବ୍ଳକ୍ ଘେରାଉ ।

ବ୍ରହ୍ମପୁର,୩୦/୦୭(ପିପିଟି): ଭୂମିହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା, ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ତଥା ଗୃହହୀନଙ୍କୁ ବାସଗୃହ ଯୋଗାଇବା ଦାବିରେ ଆଜି ଧରାକୋଟ ବ୍ଳକର ଶହ ଶହ ସଂଖ୍ୟାରେ ଗରିବ ଲୋକ ବ୍ଳକ୍ ଅଫିସକୁ…
Read More...

ନାରୀ ସୁରକ୍ଷା ସଚେତନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ।

ବାଲିଗୁଡା, ତା, ୩୦/୦୭:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ବାପୁଜୀ ଜୁନିୟର କଲେଜ ପରିସରରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଆଡମ୍ବର ସହ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ ନାରୀ…
Read More...

କେନ୍ଦୁବାଡ଼ି ଉଚ୍ଚ ବିଦ୍ୟାଳୟରେ ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ।

ପୋଲସରା ,୩୦/୦୭(ପିପିଟି):ପୋଲସରା ବ୍ଲକ୍ କେନ୍ଦୁବାଡ଼ି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର…
Read More...

ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ।

ମାଲକାନଗିରି, ୩୦/୦୭(ପିପିଟି) :ମାଲକାନଗିରି ଜିଲ୍ଲା ର ୧୧୬୬ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ…
Read More...

ଜିଆଇ ଟ୍ୟାଗ୍ ଅପେକ୍ଷାରେ ବେଲଗୁଣ୍ଠାର ପିତ୍ତଳ ମାଛ ।

ବେଲଗୁଣ୍ଠା,୩୦/୦୭(ପିପିଟି):ଦୀର୍ଘ ତିନି ଶହ ବର୍ଷ ଧରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାରେ ତିଆରି ହେଉଛି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ । ନିର୍ଜୀବ ପିତଳ ଚଦରରୁ ପ୍ରସ୍ତୁତ ପିତଳ ମାଛ ଜୀବନ୍ତ ମାଛ ଭଳି ପ୍ରତୀୟମାନ ହୋଇ ସାରା…
Read More...

ବାଇକ୍ ମୁହାଁମୁହିଁ ଧକ୍କାରେ ୨ଆହତ ।

ଭଞ୍ଜନଗର, ୩୦/୦୭(ପିପିଟି) : ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ…
Read More...

ଜନଶୁଣାଣୀରେ ବିସ୍ପୋରକ କାରଖାନାକୁ ତୀବ୍ର ବିରୋଧ ।

ଭଞ୍ଜନଗର, ୩୦/୦୭(ପିପିଟି) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତରେ ପ୍ରସ୍ତାବିତ ବିସ୍ପୋରକ ବିସ୍ପୋଟକ କାରଖାନା ସ୍ଥାପନ ସକାଶେ ବେସରକାରୀ ଜମି ଅଧିଗ୍ରହଣ ନିମନ୍ତେ ଏକ ଜନଶୁଣାଣୀ ଆଜି ଗଞ୍ଜାମ ଜିଲ୍ଲା…
Read More...