ଡ଼କାୟତି ଯୋଜନାକୁ ପଣ୍ଡ କଲା ବେଲଗୁଣ୍ଠା ପୋଲିସ୍ ।

ବେଲଗୁଣ୍ଠା,୦୫/୦୮(ପିପିଟି) : ବେଲଗୁଣ୍ଠା ସହରରେ ବଡ଼ ଧରଣର ଡ଼କାୟତି ପାଇଁ ଚାଲିଥିଲା ଯୋଜନା । ଡକାୟତ ଗ୍ୟାଙ୍ଗ୍ କାଜୁ ଜଙ୍ଗଲ ଭିତରେ ଅନ୍ଧାର ରାତିରେ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହେଉଥିଲେ ବଡ଼ ଧରଣର ଲୁଟ୍ ପାଇଁ । କିନ୍ତୁ…
Read More...

କୃତଜ୍ଞତା ଜଣାଇଲେ ତାମିଲନାଡୁରୁ ଉଦ୍ଧାର ୯ ଶ୍ରମିକ ।

ଭଞ୍ଜନଗର, ୦୫/୦୮(ପିପିଟି):ଦାଦନ ଶ୍ରମିକଙ୍କ ପାଇଁ ଗଞ୍ଜାମ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହି ଆସିଛି।ଅନେକ ସମୟରେ ସେମାନେ ଦଲାଲ ଏବଂ ମାଲିକଙ୍କ ଦ୍ୱାରା ଶୋଷିତ ଓ ନିର୍ଯାତିତ ହୋଇ ଆସୁଛନ୍ତି।ହେଲେ ଆଜି ପର୍ଯ୍ୟନ୍ତ ଏହାର…
Read More...

ମିରର୍ ଅଫ୍ ମାଲକାନଗିରିର କର୍ମକର୍ତ୍ତା ଙ୍କ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ ।

ମାଲକାନଗିରି,୦୪/୦୮(ପିପିଟି) :ଆଜି “ମିରର୍ ଅଫ୍ ମାଲକାନଗିରି” (ସାମାଜିକ ସଂସ୍ଥା)ର ସଦସ୍ୟ ମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଅଭିନନ୍ଦନ କରିବା ସହ ନିଜରପରିଚୟ ରଖିଥିଲେ l“ମିରର୍ ଅଫ୍ ମାଲକାନଗିରି” ଗତ ବର୍ଷ ହେବ…
Read More...

ଏମପିଭି-୮୩ ଗ୍ରାମ ପୋଖରୀରେ ଥିବା କୁମ୍ଭୀର ଉଦ୍ଧାର ।

ମାଲକାନଗିରି ,୦୪/୦୮(ପିପିଟି) :ମୋଟୁ ବନାଞ୍ଚଳ ଅନ୍ତର୍ଗତ ଏମ୍ପିଭି-୮୩ ଗ୍ରାମ ରେ ଥିବା ଏକ ବଡ ପୋଖରୀ କୁମ୍ଭୀର ଆଜି ବନ ମାନେ ଉଦ୍ଧାର କରିଛନ୍ତି। ଏହା କୁ ଆଜି ଅପରାହ୍ନରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଛଡ଼ାଯିବ ବୋଲି…
Read More...

ଘର ଆଗରେ ଲଟକା ଜାରି ପ୍ରତିବାଦରେ ବ୍ୟାଙ୍କ ଆଗରେ ଧାରଣା ।

ଭଞ୍ଜନଗର, ୦୪/୦୮(ପିପିଟି):ସ୍ଥାନୀୟ ବାଉଁଶ ଲୁଣ୍ଡି ପଞ୍ଚାୟତ ବଡ଼ କୋଦଣ୍ଡା ଛକରେ ରହୁଥିବା ସୀମାଞ୍ଚଳ ସାହୁଙ୍କର ଗତବର୍ଷ ସେପ୍ଟେମ୍ବର ୧୯ତାରିଖରେ ଜମା ଖାତାରୁ ୯ଲକ୍ଷ ୩ହଜାର ଟଙ୍କା ଠକେଇ ହୋଇଥିଲା।ହେଲେ ବର୍ତ୍ତମାନ…
Read More...

କୃମି ମୁକ୍ତ ଯାଜପୁର ଅଭିଯାନ ସମନ୍ୱୟ ବୈଠକ;ଶତ ପ୍ରତିଶତ ସଫଳତା ଉପରେ ଗୁରୁତ୍ୱ ।

ଯାଜପୁର,୦୪/ ୦୮(ପିପିଟି): ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ କୃମି ମୁକ୍ତ ଯାଜପୁର ଅଭିଯାନ ନିମିତ୍ତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ…
Read More...

ପାର୍ଟ ପ୍ଲଟ କିଣାବିକା ପାଇଁ ସବ-ରେଜିଷ୍ଟର ତଥା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ।

ପୋଲସରା ,୦୪/୦୮(ପିପିଟି) : ପୋଲସରା ସହରରେ ସହରାଞ୍ଚଳ ପାର୍ଟ ପ୍ଲଟ କିଣାବିକା ବନ୍ଦ ରହିଥିବାରୁ ତାହାକୁ କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ପୋଲସରା ଉପନିବନ୍ଧକ ତଥା ତହସିଲଦାରଙ୍କୁ ଦାବିପତ୍ର ପଦାନ କରିଛନ୍ତି। ଓଡ଼ିଶା…
Read More...

ପିଲା ଖାଇ ପାରୁନାହାଁନ୍ତି ମଧ୍ୟାହ୍ନ ଭୋଜନ,ଘରୁ ଆଣୁଛନ୍ତି ଖାଇବା, କିନ୍ତୁ ବିଲ୍ ଲକ୍ଷାଧିକ ଟଙ୍କା ।

ବେଲଗୁଣ୍ଠା,୦୪/୦୮(ପିପିଟି):ସବୁ ସରକାରୀ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମଧ୍ୟାହ୍ନଭୋଜନ ଯୋଜନା ରହିଛି ।ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ଏହି ଟଙ୍କା…
Read More...