ନୂଆଗଡରେ ଚାଷୀ ମାନଙ୍କୁ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୨୧/୦୮(ପିପିଟି): ନେଚର ବାୟୋ ଫୁଡସ ,ହରିୟାଣା ଏବଂ ମା ଭଗବତୀ ଜୈବିକ ପ୍ରଡୁସର କମ୍ପାନୀ, ଅଙ୍ଗାରଗାଁ ର ମିଳିତ ସହଯୋଗରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଗଡ ସ୍ଥିତ…
Read More...

ନୀଟ୍ ପ୍ରବେଶିକାରେ ୧୫୭ ରାଙ୍କ ପାଇ ଗୌରବ ଆଣିଲେ ଶିବାନୀ ।

ଭଞ୍ଜନଗର, ୨୧/୦୮(ପିପିଟି ):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଝାଡ଼ାଭୂମି ଗ୍ରାମ ନିକଟ କାଳଞ୍ଜି ନୂଆପଲି ଗ୍ରାମର ଏସଜିଏସ ଛାତ୍ରୀ ଶିବାନୀ ବିଷୋୟୀ ଗତ ନୀଟ୍ ପ୍ରବେଶିକାରେ ମେରିଟ୍ ୧୫୭ ରାଙ୍କ୍ ପାଇଥିବାରୁ ସେ…
Read More...

ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ତରଫରୁ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସକାଶେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ…

ବ୍ରହ୍ମପୁର, ୨୧/୦୮(ପିପିଟି): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ବୁଧବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଗୋପାଳପୁର,…
Read More...

ମହାନ ସ୍ବାଧୀନତା ସଂଗ୍ରାମୀ ଶହୀଦ ବୀର ଲକ୍ଷ୍ମଣ ନୟକ ।

ମହାନ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳି ଗୁମ୍ମା ଠାରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଦଲାମ ନାୟକ । ପଦଲାମ ନାୟକ ଥିଲେ…
Read More...

ମାଲକାନଗିରି ଜିଲ୍ଲାରେ ୟୁରିଆ ସାର ଅଭାବ, ଚାଷୀ ମନରେ ଭାଳେଣି ।

ମାଲକାନଗିରି,୨୧/୦୮(ପିପିଟି):ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଚାଷୀମାନେ ଧାନ ଫସଲ କରିଥାନ୍ତି। ମାଲକାନଗିରି ଜିଲ୍ଲାରେ ଖରିଫ-୨୦୨୫ ଲାଗି ବୁଣା ଓ ଧାନ ରୁଆ କାର୍ଯ୍ୟ ସରି ଗଲାଣି। ତେବେ ଧାନ ବିଲରେ ଧାନ ଚାରା…
Read More...

ବିଂଝାରପୁର ପୁର ବ୍ଲକ୍ ପରିସରରେ ଆଇନ୍ ସଚେତନତା ସଭା ।

ଯାଜପୁର,୨୦/୦୮(ପିପିଟି): ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ବିଂଝାରପୁର ପଞ୍ଚାୟତ ସମିତି ପ୍ରଶିକ୍ଷଣ ଗୃହରେ ପ୍ରାଧିକରଣ ସଚୀବ ଲିପା…
Read More...

ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ।

ବେଗୁନିଆପଡା,୨୦/୦୮(ପିପିଟି): ବୁଧବାର କୋଦଳା ଜେଲ ପରିସର ରେ ଜଣେ ବିଚାରଧୀନ ବନ୍ଦୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ପ୍ରକାରେ ବେଗୁନିଆପଡା ସାନ ସାହି ବାସିନ୍ଦା ବି ଲିଙ୍ଗରାଜ ପାତ୍ର (୬୦) ଗତକାଲି…
Read More...

ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ବିଜେପିର ନିଳାଞ୍ଚଳ ବିଜୟୀ ।

ଭଞ୍ଜନଗର, ୨୦/୦୮(ପିପିପି):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ସମର୍ଥିତ ପ୍ରାର୍ଥୀ ନିଳାଞ୍ଚଳ ଖିଲାର ବିଜୟୀ ହୋଇଛନ୍ତି। ବ୍ଲକ…
Read More...

ଗୋଠଳୀ ଗ୍ରାମରେ ଶ୍ରୀଜଗନ୍ନାଥ କଥାମୃତ ସତସଙ୍ଗ ।

ପୋଲସରା ,୨୦/୦୮(ପିପିଟି)  : ବର୍ତ୍ତମାନ ମାନବ ସମାଜ ବିଶୃଙ୍ଖଳିତ ହେବାରେ ଲାଗିଛି। ସମାଜରେ କିପରି ଶାନ୍ତି , ଶୃଙ୍ଖଳା ଓ ସଂସ୍କାର ଆସି ପାରିବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପୋଲସରାର "ଶ୍ରୀଜଗନ୍ନାଥ ଚେତନା ଜାଗରଣ ଟ୍ରଷ୍ଟ"…
Read More...

ପୋଖରିରେ ବୁଡି ଯୁବକଙ୍କ ମୃତ୍ୟୁ।

ପୋଲସରା ,୨୦/୦୮(ପିପିଟି): ପୋଲସରା ଥାନା ନିମିନା ଗ୍ରାମର ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛି। ମୃତକ ଜଣକ ହେଲେ ନିମିନା ଗ୍ରାମର ବବୁଲ ବିଷୋୟୀ (୨୦)| ଗ୍ରାମର ଶିବ ମନ୍ଦିର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ…
Read More...