ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ।

ମାଲକାନଗିରି, ୩୦/୦୭(ପିପିଟି) :ମାଲକାନଗିରି ଜିଲ୍ଲା ର ୧୧୬୬ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ…
Read More...

ଜିଆଇ ଟ୍ୟାଗ୍ ଅପେକ୍ଷାରେ ବେଲଗୁଣ୍ଠାର ପିତ୍ତଳ ମାଛ ।

ବେଲଗୁଣ୍ଠା,୩୦/୦୭(ପିପିଟି):ଦୀର୍ଘ ତିନି ଶହ ବର୍ଷ ଧରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାରେ ତିଆରି ହେଉଛି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ । ନିର୍ଜୀବ ପିତଳ ଚଦରରୁ ପ୍ରସ୍ତୁତ ପିତଳ ମାଛ ଜୀବନ୍ତ ମାଛ ଭଳି ପ୍ରତୀୟମାନ ହୋଇ ସାରା…
Read More...

ବାଇକ୍ ମୁହାଁମୁହିଁ ଧକ୍କାରେ ୨ଆହତ ।

ଭଞ୍ଜନଗର, ୩୦/୦୭(ପିପିଟି) : ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ…
Read More...

ଜନଶୁଣାଣୀରେ ବିସ୍ପୋରକ କାରଖାନାକୁ ତୀବ୍ର ବିରୋଧ ।

ଭଞ୍ଜନଗର, ୩୦/୦୭(ପିପିଟି) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତରେ ପ୍ରସ୍ତାବିତ ବିସ୍ପୋରକ ବିସ୍ପୋଟକ କାରଖାନା ସ୍ଥାପନ ସକାଶେ ବେସରକାରୀ ଜମି ଅଧିଗ୍ରହଣ ନିମନ୍ତେ ଏକ ଜନଶୁଣାଣୀ ଆଜି ଗଞ୍ଜାମ ଜିଲ୍ଲା…
Read More...

ଫାଇଲେରିଆ ମୁକ୍ତ ଯାଜପୁର;ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ।

ଯାଜପୁର,୨୯/୦୭(ପିପିଟି): ଆଜି ଅପରାହ୍ନ ୪ ଘଟିକା ସମୟରେ ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୂହିକ ବଟିକା ସେବନ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ…
Read More...

ସର୍ଦ୍ଦାର ସଂଗ୍ରାମ ସିଂ ହାଇସ୍କୁଲ ପ୍ରତିଷ୍ଠା ଉତ୍ସବ ପାଳିତ ।

ଭଞ୍ଜନଗର,୨୯/୦୭(ପିପିଟି): ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗଣ୍ଡାଧର ସ୍ଥିତ ସର୍ଦ୍ଦାର ସଂଗ୍ରାମ ସିଂ ହାଇସ୍କୁଲର ୩୪ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ପ୍ରଧାନଙ୍କ…
Read More...

ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ମାଲକାନଗିରି ଜିଲ୍ଲାକୁ ସ୍ଵର୍ଣ୍ଣ ପଦକ ।

ମାଲକାନଗିରି,୨୯/୦୭(ପିପିଟି) :ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା ଭବନରେ ଯୋଜନା ଓ ସଂଯୋଜନା ବିଭାଗ ଓ ନୀତି ଆୟୋଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ମାଲକାନଗିରି ଜିଲ୍ଲାକୁ ୪ ଗୋଟି…
Read More...

ଲଗାଣ ବର୍ଷାରେ ଭୁଷୁଡ଼ିଲା ଶ୍ରେଣୀ ଗୃହ: ବିପଦ ସଂକୁଳ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ଦେଶର ଭବିଷ୍ୟତ ।

ବାଲିଗୁଡ଼ା,୨୯/୦୭(ପିପିଟି): ଲଗାଣ ବର୍ଷାରେ ଭୁଷୁଡ଼ିଲା ସ୍କୁଲ୍ ଶ୍ରେଣୀ ଗୃହ । ଏବେ ବିପଦ ସଂକୁଳ ଅବସ୍ଥାରେ ଥିବା ଅତିରିକ୍ତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ…
Read More...

ବାଲିଗୁଡାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ।

ବାଲିଗୁଡା,୨୯/୦୭ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସହକାରୀ କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ପ୍ରକଳ୍ପ…
Read More...

ଅବସରପ୍ରାପ୍ତ ଡାକ ବିଭାଗର କର୍ମଚାରୀ ଦୁର୍ଯ୍ୟୋଧନ ନାୟକଙ୍କ ମୃତ୍ୟୁ ପରେ ମେଡିକାଲ କଲେଜକୁ ଶରୀର ଦାନ ।

ବ୍ରହ୍ମପୁର,୨୯/୦୭(ପିପିଟି): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ଅବସରପ୍ରାପ୍ତ ଡାକ ବିଭାଗର କର୍ମଚାରୀ ଦୁର୍ଯ୍ୟୋଧନ ନାୟକଙ୍କ ଗତକାଲି ସନ୍ଧ୍ୟାରେ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ…
Read More...