ଅପରେସନ୍ ସିନ୍ଦୂର’ର ସଫଳତା ନେଇ ଭଞ୍ଜନଗରରେ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭା ଯାତ୍ରା ।

ଭଞ୍ଜନଗର,୧୫/୦୫(ପିପିଟି): ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଗୁରୁବାର ଭଞ୍ଜନଗରରେ,ଭାରତର ବୀର ସୈନିକ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପକୁ ସମ୍ମାନ ଜଣାଇ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବିଶାଳ…
Read More...

ପୋଲସରାରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ।।

ପୋଲସରା,୧୫/୦୫(ପିପିଟି) :  ଅପରେସନ ସିନ୍ଦୂର ସଫଳତା ସକାଶେ ଭାରତର ବୀର ସୈନିକଙ୍କ ଆତଙ୍କବାଦିଙ୍କ ବିରୁଦ୍ଧରେ ନିଆଯାଇଥିବା ସାହସିକ ଆକ୍ରମଣ ପଦକ୍ଷେପକୁ ସମର୍ଥନ ଏଵଂ ଉତ୍ସାହିତ ନିମନ୍ତେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି…
Read More...

ଅର୍ଥ ସାଜିଛି ବାଧକ, ସାହାଯ୍ୟ ଅପେକ୍ଷାରେ କିଡିନ୍ ରୋଗି ମହେଶ୍ୱର।

ବୋଲଗଡ଼ ,୧୫/୦୫(ପିପିଟି): ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ସିମାପଲି ଗ୍ରାମର ମହେଶ୍ୱର ବେହେରା(୬୫) ଆଜକୁ ଦୁଇ ବର୍ଷ ହେଲାଣି କିଡିନ୍ ରୋଗରେ ପଡିତ ଅଛନ୍ତି ଏମ୍ସ ମେଡ଼ିକାଲ ରେ ଗୋଟିଏ କିଡିନ୍ କାମ କରୁ…
Read More...

ଅପରେସନ ସିନ୍ଦୂର ସଫଳତା ଲାଗି ଯାଜପୁରଠାରେ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ।

ଯାଜପୁର,୧୫/୦୫(ପିପିଟି):ଆତଙ୍କବାଦ ବିରୋଧୀ ଅପରେସନ ସିନ୍ଦୂର'ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି । ଭାରତୀୟ ସେନାର ଏହି ଅଗାଢ଼ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆଜି ପୂର୍ବାହ୍ନ ୮.୦୦ ଘଟିକା…
Read More...

ଭିଜିଲାନ୍ସ ଜାଲ ରେ ଛନ୍ଦି ହୋଇଗଲେ ଧର୍ମଶାଳା ଅତିରିକ୍ତ ବିଡ଼ିଓ,ଏକ କାଳୀନ ୭ଟି ଜାଗାରେ ଚଢାଉ।

ଯାଜପୁର,୧୫/୦୫(ପିପିଟି): ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ଅତିରିକ୍ତ ବିଡ଼ିଓ ଅସିତ ପାତ୍ର । ଏକକାଳୀନ ୭ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି । ଯାଜପୁର,…
Read More...

ସୁବର୍ଣ୍ଣପୁର ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।

ସୁବର୍ଣ୍ଣପୁର ,୧୪/୦୫(ପିପିଟି) : ଆଜି ଅପରାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ଲକ ଛକ, ସୋନପୁର ଠାରେ ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂସ୍ଥା ଓ ଆଞ୍ଚଳିକ ପରିବହନ ବିଭାଗ ସୁବର୍ଣ୍ଣପୁର ର ମିଳିତ ସହଯୋଗ ରେ ଏକ ସଡକ ସୁରକ୍ଷା…
Read More...

ବରିଷ୍ଠ ନାଗରିକଙ୍କ ନୂତନ ଗୃହ ଉଦଘାଟନ;୮୦ ବର୍ଷରୁ ଉର୍ଦ୍ଧ୍ବ ୧୦ ବରିଷ୍ଠ ନାଗରିକ ସମ୍ବର୍ଦ୍ଧିତ।

ଚାନ୍ଦବାଲି,୧୪/୦୫: ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ବ୍ଲକ ରୋଡ଼ ରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଗୃହ ବୁଧବାର ଉଦଘାଟନ ହୋଇଛି।ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଉଦଘାଟନ କରିଥିଲେ । ଏହି…
Read More...

ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର ।

ଭଦ୍ରକ,୧୪/୦୫: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ଜଳଧରପୁର ଗାଁ ର ଦେବେନ୍ଦ୍ର ପଲ୍ଲାଇଙ୍କ ଠାରୁ ବୁଧୁବାର ମଧ୍ୟାହ୍ନ ୧୨:୫୩ ମିନିଟ ସମୟରେ ଚାନ୍ଦବାଲି କାଳୀମନ୍ଦିର ପାଖରେ ନଗଦ ୫୦ ହଜାର ଟଙ୍କା ଲୁଟି ନେଲେ…
Read More...

ପୋଲସରା ବ୍ଲକ୍ ବିଭିନ୍ନ ଶିକ୍ଷକ ସଂଘ ତରଫରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା।

ପୋଲସରା ,୧୪/୦୫(ପିପିଟି):ଆଜି ପୋଲସରା ବ୍ଲକର ବିଭିନ୍ନ ଶିକ୍ଷକ ସଂଗଠକ ତରଫରୁ ନୂତନ ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କ୍ରମରେ ପିଷ୍ଟା ଶିକ୍ଷକ ସଂଘ ତରଫରୁ ସଭାପତି ସନ୍ନ୍ୟାସୀ ସାହୁଙ୍କ…
Read More...

ଉତ୍କଟ ହେଲାଣି ମାଲକାନଗିରିରେ ପାନୀୟ ଜଳ ସମସ୍ଯା ।

ମାଲକାନଗିରି,୧୪/୦୫(ପିପିଟି) :ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ଗ୍ରାମାଞ୍ଚଳକୁ ପାନୀୟ ଜଳ ସମସ୍ଯାର ସ୍ଥାୟୀ ସମାଧାନ ପାଇଁ ପ୍ରତ୍ୟେକ ବ୍ଲକରେ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ନିର୍ମାଣ କରିବାର ସମୟ ସୀମା…
Read More...