ଚାଷୀ ଆତ୍ମହତ୍ୟା ନେଇ ରାସ୍ତାରୋକ ।

ଟିଟିଲାଗଡ,୧୪/୦୮:ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ପଞ୍ଚାୟତ କଣ୍ଡରା ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା ଘଟଣା ନେଇ ଆଜି ଭବାନୀପାଟଣା ଖରିଆର ରାଜ୍ୟ ରାଜପଥରେ କଣ୍ଡରା ଗ୍ରାମ ନିକଟରେ ପରିବାର ତଥା ଗ୍ରାମବାସୀ ମୃତକଙ୍କ ଶବ…
Read More...

ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର…

ବେଲଗୁଣ୍ଠା,୧୩/୦୮(ପିପିଟି):ଧରାକୋଟ୍ ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି…
Read More...

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ।

ଭଞ୍ଜନଗର, ୧୪/୦୮(ପିପିଟି): ସାବିତ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଏବଂ କର୍ମଚାରୀ ମାନଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ କଲେଜ ଅଧ୍ୟକ୍ଷ ଡ…
Read More...

ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ।

କୋଦଳା,୧୪/୦୮(ପିପିଟି):ଗୁରୁବାର ଦିବା ୧୧ଘ.୧୫ ମି. ସମୟରେ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ…
Read More...

ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ତରଫରୁ “ହର୍ ଘର୍ ତ୍ରିରଙ୍ଗା” ରାଲି।

ପୋଲସରା,୧୪/୦୮ (ପିପିଟି):ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ "ହର୍ ଘର୍ ତ୍ରିରଙ୍ଗା" ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ପ୍ରଫେସର ଡ. ଦିଲ୍ଲୀପ କୁମାର ନାୟକ ,ଏନ୍.ସି.ସି.…
Read More...

ମାଲକାନଗିରିରେ ଘରେ ଘରେ ତ୍ରିରଙ୍ଗା ଉତ୍ସବ ପାଳିତ ।

ମାଲକାନଗିରି, ୧୪/୦୮(ପିପିପି):୭୯ତମ ସ୍ଵାଧୀନତା ଦିବସ ପାଳନ ପୂର୍ବରୁ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଘରେ ଘରେ ତ୍ରିରଙ୍ଗା ଉତ୍ସବ ପାଳନ କରାଯାଇଛି ।ଏହି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍…
Read More...

ମା’ ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ତଥ୍ୟ ଦେବା ଘଟଣା: ମନ୍ଦିର ସୁରକ୍ଷା ମଞ୍ଚ ଓ ଗ୍ରାମବାସୀ ଙ୍କ ବୈଠକ।

ବାଲିଗୁଡ଼ା, ୧୩/୦୮ :(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡାଙ୍କ ସଭାଗୃହ ପରିସରରେ ମା' ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ସମ୍ପୂର୍ଣ୍ଣ ତଥ୍ୟ ଦେବା ଘଟଣାକୁ ନେଇ ମନ୍ଦିର…
Read More...

୩୦ଲିଟର ଦେଶୀ ମଦ ଜବତ, ଜଣେ ଗିରଫ ।

ଭଞ୍ଜନଗର, ୧୩/୦୮(ପିପିଟି):ଗତକାଲି ସନ୍ଧ୍ୟାରେ ବେଲଗୁଣ୍ଠା ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଡିମିରିପଲି ଛକ ନିକଟ ନୂଆଗାଁ ହରିଜନ ସାହିର କାଳିଆ ନାଏକ (୩୨) ତାଙ୍କ ଘର ପଛ ପଟେ ଦେଶୀ ମଦ ବିକ୍ରି କରୁଛନ୍ତି ସୂଚନା…
Read More...

ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଯାଜପୁର,୧୩/୦୮(ପିପିଟି): ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଗତକାଲି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଯଯାତିକେଶରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମର…
Read More...

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା ।

ଯାଜପୁର,୧୩/୦୮(ପିପିଟି): ଯାଜପୁର ସହର ଅର୍ନ୍ତଗତ ବିଡିସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା ସଭା ପ୍ରାଧିକରଣର ସଚୀବ ଲିପା…
Read More...