ମଧୁବାବୁ ପେନସନ ଯୋଜନାରେ ଗଞ୍ଜାମ ଜିଲ୍ଲାରେ ୫୯,୦୩୧ ନୂତନ ହିତାଧିକାରୀ ସାମିଲ, ମୋଟ ସଂଖ୍ୟା ୩.୭୨ ଲକ୍ଷକୁ ବୃଦ୍ଧି ।

ଛତ୍ରପୁର,୧୧/୧୧(ପିପିଟି): ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ସାମିଲ କରିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ସିଂହଭାଗ। ଜିଲ୍ଲାର ୫୯,୦୩୧ ଜଣ ନୂତନ ଯୋଗ୍ୟ ହିତାଧିକାରୀ ଏକକାଳୀନ ଏହି ଯୋଜନାରେ ସାମିଲ…
Read More...

ମିଶନ ଶକ୍ତି କମିଶନର ଗଞ୍ଜାମ ଗସ୍ତରେ; ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କିଆଫୁଲ ପ୍ରକ୍ରିୟାକରଣ କେନ୍ଦ୍ର କଲେ ପରିଦର୍ଶନ ।

ଛତ୍ରପୁର,୧୧/୧୧(ପିପିଟି): ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ ଓ ଜୀବିକାଭିତ୍ତିକ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି ।…
Read More...

ସୁକନ୍ୟା ସମୃଦ୍ଧି ଯୋଜନା ସଚେତନତା ଶିବିର ଭବିଷ୍ୟତର ଶିକ୍ଷା ଓ ବିବାହ କ୍ଷେତ୍ରରେ ଆର୍ଥିକ ସୁରକ୍ଷା ।

ବ୍ରହ୍ମପୁର,୧୧/୧୧(ପିପିଟି): ବ୍ରହ୍ମପୁର ଉପଖଣ୍ଡ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ତରଫରୁ ସଞ୍ଚୟ ପକ୍ଷ ପାଳନ ହୋଇଯାଇଛି । ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ସୁକନ୍ୟା ସମୃଦ୍ଧି ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା…
Read More...

ଶିଶୁଙ୍କ ସୁରକ୍ଷା କେବଳ ପୁଲିସର ଦାୟିତ୍ୱ ନୁହେଁ, ଏହା ସମାଜର ସାମୂହିକ ଦାୟିତ୍ୱ: ଆଇଜି ଡଃ ସତ୍ୟଜିତ ନାୟକ ।

ଭୁବନେଶ୍ୱର,୧୧/୧୧(ପିପିଟି): ଶିଶୁଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାରର ସୁରକ୍ଷା କେବଳ ପୁଲିସ କିମ୍ବା ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପରିବାର, ଶିକ୍ଷାନୁଷ୍ଠାନ, ପୁଲିସ, ପ୍ରଶାସନ ଏବଂ ସମଗ୍ର ସମାଜର ସାମୂହିକ ଦାୟିତ୍ୱ…
Read More...

ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଚିକିଟି ମେଡିକାଲ ପରିଦର୍ଶନ, ସ୍ୱାସ୍ଥ୍ୟ ଅଧିକାରୀ ସମେତ ୫ ଡାକ୍ତର ଅନୁପସ୍ଥିତ…

ଚିକିଟି, ୧୧/୧୧(ପିପିଟି): ଚିକିଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଉଚ୍ଚ କତୃପକ୍ଷ ଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜଣକ ଖାତିର ରହୁନଥିବା…
Read More...

ଅବ୍ୟବସ୍ଥା ଘେରରେ ମୁଣ୍ଡୁଳା ଯାତ୍ରୀ ବିଶ୍ରାମାଗାର ।

କୋଦଳା,୧୧/୧୧(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମୁଣ୍ଡୁଳା ଯାତ୍ରୀ ବିଶ୍ରାମାଗାରର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଯାତ୍ରୀମାନଙ୍କ ସୁବିଧା ଓ ବିଶ୍ରାମ ପାଇଁ ନିର୍ମିତ ଏହି ବିଶ୍ରାମାଗାର…
Read More...

ଆସନ୍ତୁ, ହାତରେ ହାତ ମିଶାଇ ନିଶାରୂପୀ ରାକ୍ଷସ କବଳରୁ ସମାଜକୁ ମୁକ୍ତ କରିବା: ଆଇଜି ଡଃ ସତ୍ୟଜିତ ନାୟକଙ୍କ ଆହ୍ୱାନ ।

କଟକ,୧୧/୧୧(ପିପିଟି): ନିଶାମୁକ୍ତ ସମାଜ ଗଠନ କେବଳ ପୁଲିସ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକ, ପରିବାର ଓ ସମାଜର ସାମୂହିକ ଦାୟିତ୍ୱ। ଆସନ୍ତୁ, ଆମେ ସମସ୍ତେ ହାତରେ ହାତ ମିଶାଇ ନିଶାରୂପୀ ରାକ୍ଷସ କବଳରୁ ଆମ…
Read More...

ଆସନ୍ତା ୧୫ତାରିଖ ସୁଦ୍ଧା ଆନ୍ଦୋଳକାରୀ ଠିକା ବିଦ୍ୟୁତ କର୍ମଚାରୀ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ…

ଭୁବନେଶ୍ୱର,୧୧/୧୧(ପିପିଟି): ଠିକା ବିଦ୍ୟୁତ୍‌ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଫଳରେ ବିଦ୍ୟୁତ୍‌ ସେବାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି। ଉପଭୋକ୍ତା ବିଦ୍ୟୁତ୍‌ ସେବାଠାରୁ ଆରମ୍ଭ କରି ବିଦ୍ୟୁତ୍‌ ବିଲ୍‌…
Read More...

ହରଭଙ୍ଗା ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା। ।

ହରଭଙ୍ଗା ,୧୧/୧୧:  ଗତ ସାଧାରଣ ନିର୍ବାଚନର ଦୀର୍ଘ ଅଢେଇ ବର୍ଷ ପରେ ବିଜେଡି ପକ୍ଷରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ପଦଯାତ୍ରା ରେ ଶତାଧିକ କର୍ମୀଙ୍କ ଯୋଗଦାନ ବୌଦ୍ଧ…
Read More...