ବୋଲଗଡ଼କୁ ଏନ ଏସି ଦାବିରେ ଛଅ ଘଣ୍ଟିଆ ବନ୍ଦ ଡାକରା।
ବୋଲଗଡ଼,୨୫/୦୮(ପିପିଟି)ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା ୧୨ଟି ନୂଆ ଏନଏସିକୁ ନେଇ ସ୍ଥାନେ ସ୍ଥାନେ ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏନଏସି ବିବାଦଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ…
Read More...
Read More...